Daily Archives

December 12, 2023

ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର ।  କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ ।…

ବିଜେପିର ନୂଆ ରାଜନୀତି । ପୁରୁଣା ଗଲେ ନୂଆ ଆସିଲେ

କନକ ବ୍ୟୁରୋ : ଛତିଶଗଡ, ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ବି ସମସ୍ତଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ରେସରେ ସେ ଶେଷ ଯାଏଁ ଚର୍ଚ୍ଚାରେ ନଥିଲେ ।…

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଚର୍ଚ୍ଚାରେ ଉନ୍ନୟନ କମିଶନର ଅନୁ ଗର୍ଗ, ଡିସେମ୍ବରରେ ସରୁଛି ପ୍ରଦୀପଙ୍କ…

କନକ ବ୍ୟୁରୋ : ଡିସେମ୍ବରରେ ୩୧ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୧୦ ମାସ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ୧୯୮୯ ବ୍ୟାଚ୍ର ଏହି ପ୍ରଶାସନିକ ଅଧୀକାରୀ । ଏବେ ଏହି ଟପ୍ ପୋଷ୍ଟରେ କିଏ ବସିବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ।…

ରାଜଧାନୀରେ ବଢ଼ିଚାଲିଛି ଲୁଟ୍ । ଗାଡ଼କଣ ସ୍ଥିତ ଆପାଟମେଣ୍ଟର ୫ଟି ଫ୍ଲାଟରୁ ଚୋରି

କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣ ଅଞ୍ଚଳରେ ଥିବା ସ୍ପେସ ଟାଉନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଗତକାଲି ବିଳମ୍ବିତ ରାତିରେ କବାଟ ତାଲା ଭାଙ୍ଗି ଆପାର୍ଟମେଂଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ । ଘରେ…

୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ,…

କନକ ବ୍ୟୁରୋ: ୧୪ ମାସ ପରେ ଜେଲରୁ ମୁକୁଳିବାର ଆନନ୍ଦ । ଶେଷରେ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଜାମିନ ପାଇବା ପରେ ମଙ୍ଗଳବାର ଦିନ ଝାଡପଡା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲ ଆସିଥିଲେ । ଆଉ ଜେଲରୁ…

ବୋରୱେଲ୍ ଭିତରୁ ଶୁଭୁଛି କୁନି ଶିଶୁର କାନ୍ଦ । ପାଇପ୍ ଭିତରକୁ ପଠାଯାଉଛି ଅକ୍ସିଜେନ୍ । ଉଦ୍ଧାର ପାଇଁ ଚାଲିଛି…

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଭିତରେ ଫସିଥିବା ଶିଶୁଟି ଜୀବିତ ରହିଛି । ଶିଶୁଟିକୁ ଉଦ୍ଧାର କରିବାକୁ ଏବେ ବି ଜାରି ରହିଛି ଅପରେସନ୍ । ତେବେ ଉଦ୍ଧାରକାରୀ ଟିମର କହିବା ମୁତାବକ, ଛୁଆର କାନ୍ଦ ଶୁଣାଯାଉଛି । ତା ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ…