Daily Archives

September 15, 2023

ବାୟୁସେନା ପାଇଁ ହାଲ୍ ତିଆରି କରିବ ସ୍ୱଦେଶୀ ବିମାନ । ୧୨ଟି ବିମାନ ପାଇଁ ୧୧ ହଜାର କୋଟି ଟଂକା ମଂଜୁର କଲା ପ୍ରତିରକ୍ଷା…

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ସ୍ୱଦେଶୀ ବିମାନ ସୁ-ଥାର୍ଟି ଏମ.କେ.ଆଇ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏବେ ୧୨ଟି ବିମାନ କିଣିବାକୁ ନିଷ୍ପତି ହୋଇଛି । ଯାହା ଦେଶରେ ହିଁ ପ୍ରସ୍ତୁତ ହେବ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଏହା…

ଦେଶର ୧୪ ନ୍ୟୁଜ ଆଙ୍କରଙ୍କୁ ବିରୋଧୀଙ୍କ ବୟକଟ । ଜୁରରୀକାଳୀନ ସ୍ଥିତି କଥା କହି ଇଣ୍ଡିଆ ମେଂଟକୁ ଘେରିଲା ବିଜେପି

କନକ ବ୍ୟୁରୋ : ଏ ହେଉଛି ବିରୋଧୀ ଦ୍ୱାରା ଜାରି ହୋଇଥିଲା ୧୪ ନ୍ୟୁଜ ଆଙ୍କରଙ୍କ ତାଲିକା । ଯେଉଁଥିରେ ହିନ୍ଦୀ ଓ ଇଂରାଜୀ ନ୍ୟୁଜ ଚ୍ୟାନେଲର ଜଣାଶୁଣା ସମ୍ପାଦକ ତଥା ଆଙ୍କରଙ୍କ ନାଁ ରହିଛି । ଅର୍ଣ୍ଣବ ଗୋସ୍ୱାମୀ, ନାଭିକା କୁମାର, ଅମନ ଚୋପ୍ରା, ଅମିଶ ଦେବଗନ, ସୁଧୀର ଚୌଧୁରୀ, ଚିତ୍ରା…

ସନାତନ ବନାମ ଧର୍ମନିରପେକ୍ଷ । ୨୦୨୪ ପାଇଁ ଏଜେଣ୍ଡା ହେଲା କି ସ୍ଥିର ?

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସନାତନ ଧର୍ମକୁ ନେଇ ରାଜନୀତି ତୀବ୍ର ହୋଇଛି । ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମକୁ ମ୍ୟାଲେରିଆ ଏବଂ କରୋନା ଭାଇରସ ସହିତ ତୁଳନା କରିଥିଲେ ଏବଂ ଏହାର ମୂଳୋତ୍ପାଟନ ବାବଦରେ କହିଥିଲେ । ଏହି ବୟାନ ପରେ ବିରୋଧୀ ବିଜେପିକୁ…

ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି । ଶୁକ୍ରବାର ଆଉ ଜଣେ ବୀରଙ୍କୁ ହରାଇଲା ଦେଶ, ବର୍ଦ୍ଦି ପିନ୍ଧି କୁନି ଝିଅ ସହିଦ…

କନକ ବ୍ୟୁରୋ : ୬ ବର୍ଷର କୁନି ପୁଅ କବୀର, ନୀରିହ ଆଖିରେ ସେହି ତ୍ରିରଙ୍ଗା ଆଡକୁ ଅନାଉଥିଲା, ଯେଉଁଥିରେ ତା ବାପାଙ୍କ ମରଶରୀର ରହିଛି । ବର୍ଦ୍ଦି ପିନ୍ଧି ବାପାଙ୍କୁ ଶେଷ ସାଲ୍ୟୁଟ୍ ଜଣାଇଛି । ଅଢେଇ ବର୍ଷର କୁନି ଝିଅ ବାଣୀ ନିଜ ବାପାଙ୍କୁ ସାଲ୍ୟୁଟ କରୁଛି, କିନ୍ତୁ ସେ ଏକଥା ଜାଣିନି, ଯେ ତା…

ଜୋର ଧରିଲା ଛାତ୍ର ନିର୍ବାଚନ ରାଜନୀତି । ନିର୍ବଚନ କରିବାକୁ ବିଭିନ୍ନ ଛାତ୍ର ସଂଗଠନର ଦାବି

କନକ ବ୍ୟୁରୋ : ଓଡ଼ିଶା ରାଜନୀତିର ତିନି ପ୍ରମୁଖ ଦଳକୁ ପ୍ରନିଧିତ୍ୱ କରୁଥିବା ଏହି ତିନି ନେତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଛାତ୍ର ରାଜନୀତିରୁ । ଛାତ୍ର ରାଜନୀତିରେ ସକ୍ରିୟ ଓ ସଫଳ ହୋଇଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ନେତା…

ନୂଆ-ପୁରୁଣା ପେନସନ ବିବାଦ । ଭୁଲ ହେଲା ଖାରବେଳଙ୍କ ଚ୍ୟାଲେଞ୍ଜ

କନକ ବ୍ୟୁରୋ : ନୂଆ ପେନସନ ହଟାଇ ପୁରୁଣା ପେନସନ୍ ଲାଗୁ କରାଯାଉ । ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନରେ ଏହି ଦାବି ଜୋର ଧରିଥିବା ବେଳେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବୟାନ ବିବାଦକୁ ବଢାଇ ଦେଇଛି । କନକ ନ୍ୟୁଜର ମନୋରଂଜନ ମିଶ୍ର ଲାଇଭ୍ କାର୍ଯ୍ୟକ୍ରମରେ ଭାଗ ନେଇ ଅବସରପ୍ରାପ୍ତ…