Daily Archives

September 8, 2023

ମଂଚ ପ୍ରସ୍ତୁତ, ଭାରତ ପ୍ରସ୍ତୁତ । ଦିନକ ପରେ ଦିଲ୍ଲୀରେ ‘ଜି-୨୦’ ବିଶ୍ୱ ମହାକୁମ୍ଭ, ମଂଚରେ ଝଲସିବ ଭାରତର କଳା,…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଉପରେ ସାରା ବିଶ୍ୱର ନଜର । ଜି-୨୦ ସମ୍ମିଳନୀ ଶଙ୍ଖନାଦରେ ଚଳଚଂଚଳ ଦିଲ୍ଲୀ । ଆଖି ଜୁଆଡେ ଯାଉଛି ସେଠାରେ ଦେଖିବାକୁ ମିଳୁଛି ଅଦଭୁତ, ଅବିଶ୍ୱନୀୟ ଓ ଆଚମ୍ବିତ କରିବା ଭଳି ପ୍ରସ୍ତୁତି । ଜଳ- ସ୍ଥଳ-ଆକାଶ । ସବୁଠି କଡ଼ା ସୁରକ୍ଷା, ସବୁଠି ସୁରକ୍ଷାକର୍ମୀଙ୍କ କଡ଼ା…

ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ଆସୁଛି ଅଜଣା ସୂତ୍ରରୁ ଟଙ୍କା: କେଉଁଠୁ ଆସୁଛି ଟଙ୍କା, ଠିକ ଭାବେ କହି ପାରୁନାହାନ୍ତି…

କନକ ବ୍ୟୁରୋ: ବ୍ୟାଙ୍କ ଖାତାକୁ ଆସୁଛି ହଜାର ହଜାର ଟଙ୍କା । କାହା ଖାତାକୁ ୬୦ ହଜାର ଟଙ୍କା ଆସିଛି, ତ ଆଉ କାହା ଖାତାକୁ ୮ ହଜାର ଟଙ୍କା ଆସିଛି । ଟଙ୍କା ଆସୁଛି ଖବର ପାଇଁ ବ୍ୟାଙ୍କ୍ ଆଗରେ ଲାଗିଛି ଲମ୍ବା ଲାଇନ୍ । କେଉଁଠୁ ଓ କାହିଁକି ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିଛି, ଜାଣିବା ପାଇଁ…

ପ୍ରେମ ବିବାହକୁ ନେଇ ପରିବାର ଶୁଦ୍ଧି ହେବା ପରେ ମୁହଁ ଖୋଲିଲେ ଝିଅ: କହିଲେ ବିବାହ କରି ସେ ଖୁସିରେ ଅଛନ୍ତି

କନକ ବ୍ୟୁରୋ: ଜୀବନ ସାଥୀ ପାଇ ଦୀପାଂଜଳି ଖୁସି ଅଛନ୍ତି ସତ, କିନ୍ତୁ ମନରେ ଅଭିମାନ ରହିଯାଇଛି । କାରଣ ବଂଚିଥାଉଁ ଥାଉଁ ତାଙ୍କର ସୁଦ୍ଧି କରିଦେବା କଥାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଦୀପାଂଜଳି । ଓଲଟା ପ୍ରଶ୍ନ କରୁଛନ୍ତି- ପ୍ରେମ କରିବା କ’ଣ ଭୁଲ? କେହି କ’ଣ କେବେ ଭଲ ପାଇ…

ସାମୂହିକ ଛୁଟିରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ: ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ…

କନକ ବ୍ୟୁରୋ: ସ୍କୁଲରେ ପଡ଼ିଲା ତାଲା, ପିଲାଙ୍କ ପାଠପଢ଼ା ବନ୍ଦ । ସାମୁହିକ ଛୁଟିରେ ଗଲେ ଶିକ୍ଷକ । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ ଦାବିରେ ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତିି…

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି । କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଂଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ତାଙ୍କୁ ସ୍ୱାଗତ କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ସେ ଆଗାମୀ ୩ଦିନ ପର୍ଯ୍ୟନ୍ତ…

ସଚିବଙ୍କ ସୁରକ୍ଷାରେ ଆଗକୁ ଆସିଲେ କି ମନ୍ତ୍ରୀ? ଉଠିଲା ପ୍ରଶ୍ନ, ୧୫ ଦିନ ପରେ କିଏ ପକାଇଲା ଚାପ?

କନକ ବ୍ୟୁରୋ: ରାଜ୍ୟର ରାଜନୈତିକ ସ୍ଥିତି ଓ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଆଲେଖ୍ୟରେ ଚିନ୍ତା ପ୍ରକଟ କରିଥିଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ମାଟି ବଡ ନା ପାର୍ଟି ବଡ, ମନ୍ତ୍ରୀ ବଡ ନା ସଚିବ ବଡ, ଏହାକୁ ନେଇ ଜଣେ ସ୍ୱାଭିମାନ ଓଡିଅ. ଅନୁଭବି ରାଜନେତା ଓ ସାମ୍ବାଦିକ ହିସାବରେ…