Daily Archives

September 6, 2023

ଗଣେଶ ପୂଜାରୁ ହେବ ନୂଆ ସଂସଦ ଭବନ ଶୁଭାରମ୍ଭ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ଚାଲିବ ସ୍ୱତନ୍ତ୍ର ଅଧିବେଶନ

କନକ ବ୍ୟୁରୋ : ଗଣେଶ ପୂଜାରୁ କାର୍ଯ୍ୟକ୍ଷମ ହେବ ନୂଆ ସଂସଦ ଭବନ । ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ଏହା ପରେ ୧୯ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବଶେନ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ । କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଘରେ ବସିଲା ବୈଠକ

କନକ ବ୍ୟୁରୋ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ହେଉଛନ୍ତି କୋବିନ୍ଦ । କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ୭ ସଦସ୍ୟ ରହିଛନ୍ତି ।…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା । ତଦନ୍ତ କମିଶନଙ୍କ ରିପୋର୍ଟକୁ କାହିଁକି ସାର୍ବଜନୀନ କରୁ…

କନକ ବ୍ୟୁରୋ : ହିଂସାକାଣ୍ଡକୁ ଏହାରି ଭିତରେ ୧୫ ବର୍ଷ ବିତିଯାଇଛି । କିନ୍ତୁ ସେଦିନ ଘଟିଥିବା ଘଟଣା, ଓଡ଼ିଶା ଇତିହାସରେ ଏକ କଳାଦାଗ ଛାଡ଼ିଯାଇଛି । ଅଶାନ୍ତ ଥିଲା ରାଜ୍ୟ । ସ୍ଥାନେ ସ୍ଥାନେ ଜଳୁଥିଲା ପ୍ରତିବାଦର ନିଆଁ   । ଜଲେଶପଟ୍ଟା ଆଶ୍ରମ, ଅଚନାକ୍ ଅଶାନ୍ତ ହେଇାଯାଇଥିଲା । ଯେତେବେଳେ…

କଂଗ୍ରେସରୁ ନିର୍ବାଚନ ଲଢିବେନି ମନ୍ମଥ । ଅକ୍ଟୋବରରେ ଲଢିବା ନେଇ କରିବେ ଖୁଲାସା

କନକ ବ୍ୟୁରୋ : ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘୋଷଣାର ବିପରୀତ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ନିଷ୍ପତି ନେଇଛନ୍ତି ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, ତାଙ୍କର ଏକ ଟିମ ଜଟଣୀରେ ସର୍ଭେ କରିଥିଲା । ଆଉ ରିପୋର୍ଟ ଅନୁସାରେ ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ…

ସାଙ୍ଗଙ୍କ ସହ ଭୋଜି ହେଲା କାଳ । ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ

କନକ ବ୍ୟୁରୋ : ଝାରପଡା ଅଂଚଳରେ ରହୁଥିବା ଜୟଦେବ ମଙ୍ଗଳବାର ଦିନ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯିବେ ବୋଲି ଘର ଲୋକଙ୍କୁ ଅନୁମତି ମାଗିଥିଲେ । ଘର ନିକଟରେ ଭୋଜି ହେଉଥିବାରୁ ଘର ଲୋକ ମଧ୍ୟ ଭୋଜିରେ ଯୋଗ ଦେବା ପାଇଁ ଅନୁମତି ଦେଇ ଦେଇଥିଲେ । ଖୁସିହୋଇ ଭୋଜିରେ ଯୋଗ ଦେବାପାଇଁ ସାଙ୍ଗ…

କମୁଛି ଚାକିରି, ବଢୁଛି ବେକାରି! ନିଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱରର ଦୁର୍ବଳ ପ୍ରଦର୍ଶନ

କନକ ବ୍ୟୁରୋ : ନିଯୁକ୍ତି କ୍ଷେତ୍ରରେ ଛୋଟ ସହରଗୁଡିକର ଅବଦାନ ଅଧିକ ଥିବା ବେଳେ ଚିନ୍ତା ବଢ଼ାଇଛି ନିଯୁକ୍ତି ସୂଚନା ଦେଉଥିବା ପ୍ଲାଟଫର୍ମ ‘ନୌକ୍ରି’ର ତଥ୍ୟ । କେଉଁଠି କେତେ ନିଯୁକ୍ତି.. ମହୀଶୂର +୫୧% ଗାନ୍ଧୀନଗର +୩୪% ଜାମସେଦପୁର +୩୦% ଭୁବନେଶ୍ୱର -୪% ହାଇଦ୍ରାବାଦ -୬% ରାୟପୁର…