Daily Archives

July 15, 2023

ନବ ଦାସଙ୍କ ହତ୍ୟା ମାମଲା ଚାର୍ଜସିଟକୁ ନେଇ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ: କହିଲେ, ଏହା ଏକ ପ୍ରି-ପ୍ଲାନ…

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ ତେଜିଛି ରାଜନୀତି । ନବ ଦାସଙ୍କୁ ଏକ ପ୍ରିପ୍ଲାନ ମର୍ଡର କରାଯାଇଥିବା ପତ୍ନୀ ଓ ପୁଅ ବୟାନ ଦେଇଥିବା, ଚାର୍ଜସିଟରୁ ଜଣାପଡିବା ପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।…

ସମାଜବାଦୀ ପାର୍ଟିକୁ ବଡ ଝଟକା । ଦଳରୁ ଇସ୍ତଫା ଦେଲେ ଦାରା ସିଂ ଚୌହାନ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ଶନିବାର ଦିନ ଦଳର ବରିଷ୍ଠ ନେତା ଦାରା ସିଂ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତବର୍ଷ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଦାରା ସିଂ ଚୌହାନ ଏବେ ଦିଲ୍ଲୀରେ ଅଛନ୍ତି । ଆକଳନ…

କଲରାପତରିଆ ବାଘ ପିଉଛି ଛେଳି କ୍ଷୀର : ଉଦ୍ଧାର ବାଘଛୁଆଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଉଛି ଛେଳି କ୍ଷୀର; ସୋସିଆଲ…

କନକ ବ୍ୟୁରୋ : କଲରାପତରିଆ ବାଘ ପିଉଛି ଛେଳି କ୍ଷୀର । ହରିୟାଣା ଜଙ୍ଗଲରୁ ଉଦ୍ଧାର ହୋଇଥିବା ୨ଟି କଲରାପତରିଆ ବାଘ ଛୁଆର ଜୀବନ ବଞ୍ଚାଇବା ପାଇଁ ଛେଳି କ୍ଷୀର ପିଆଇବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୁଇଟି ବାଘ ଛଉଆକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।…

ପ୍ରବଳ ବର୍ଷା, ଟ୍ୱିନସିଟିରେ ରାସ୍ତାରେ ଚାଲିଲା ପାଣି ସୁଅ : ତଳିଆ ଅଞ୍ଚଳ ଜଳାର୍ଣ୍ଣବ; ୨ ଘଣ୍ଟା ପାଇଁ କଟକ,…

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି । ସେହିପରି ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ…

 ଗୋଟିଏ ଘରୁ ବାହାରିଲେ ୨୪ ନାଗ ସାପ, ୬୦ ସାପ ଅଣ୍ଡା, ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ

କନକ ବ୍ୟୁରୋ: ବିହାରର ବଗହା ମଧୁବନୀ ଅଞ୍ଚଳର ଏକ ଘରୁ ବାହାରିଲେ ୨୪ ଭୟଙ୍କର ନାଗ ସାପ  ଛୁଆ । ତା’ ସହ ୫୦ରୁ ୬୦ ସାପ ଅଣ୍ଡା । ଏହାକୁ ଦେଖିବା ପରେ ଘର ଲୋକେ ଚିକ୍ରାର କରିଥିଲେ । ପଡୋଶୀ ଦୌଡିଆସି ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବାରୁ ଟିମ୍ ଆସି ପହଞ୍ଚି ସାପ…

୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ । ଜାଣନ୍ତୁ କେଉଁ ପାର୍ଟି ଓ କେଉଁ ଆସନରୁ ଲଢିବା ନେଇ ଚାଲିଛି…

କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଆହ୍ଲାବାଦ ସଂସଦୀୟ କ୍ଷେତ୍ର ଚର୍ଚ୍ଚାକୁ ଆସିପାରେ । କାରଣ ସମାଜବାଦୀ ପାର୍ଟି ତରଫରୁ ଏହି ଆସନରୁ ଅଭିଷେକ ବଚ୍ଚନଙ୍କ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ପାର୍ଟିର ନେତାଙ୍କ ଦ୍ୱାରା ଆହ୍ଲାବାଦ ସଂସଦୀୟ କ୍ଷେତ୍ରର…