Daily Archives

June 29, 2023

ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେଇ ଦେଉଛନ୍ତି ଦର୍ଶନ । ପଢନ୍ତୁ, କେଉଁ…

କନକ ବ୍ୟୁରୋ: ସୁନାରେ ଝଟକିଲେ ମହାବାହୁ । ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦିବ୍ୟ ସୁନାବେଶରେ ଦେଇଛନ୍ତି ଦର୍ଶନ । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ତେବେ ରଥଯାତ୍ରାର ପର୍ବ ଭିତରେ ଶ୍ରୀଜିଉଙ୍କ ସୁନାବେଶ ଏକ…

କାଳିଆ ପିନ୍ଧୁଛି ପୁରୁଣା ସୁନା । ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ଜଗୁନି କହିଲେ,…

କନକ ବ୍ୟୁରୋ: କାଳିଆ ପିନ୍ଧୁଛନ୍ତି ପୁରୁଣା ସୁନା । ବର୍ତ୍ତମାନ ଥିବା ସୁନା ଭାଙ୍ଗିଗଲାଣି, ମରାମତି ହେଉଛି । ତେଣୁ ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । କନକ ନ୍ୟୁଜକୁ ସେ କହିଛନ୍ତି, ଜଗନ୍ନାଥ ବାରମ୍ବାର ପୁରୁଣା…

ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଛାଡିଲେ ସୁବ୍ରତ ବାଗଚି । ଅଳକା ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

କନକ ବ୍ୟୁରୋ : ଓଡିଶା ଦକ୍ଷତା ବିକାଶ ପରିଷଦର  ଅଧ୍ୟକ୍ଷ ପଦ ଛାଡିଛନ୍ତି ସୁବ୍ରତ ବାଗଚି । ଏନେଇ ସେ ନିଜେ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ସୁବ୍ରତ ବାଗଚି ଦୀର୍ଘ ୭ ବର୍ଷ ଧରି ଓଡିଶା ଦକ୍ଷତା ବିକାଶ…

ଆପର ମିଶନ ମଧ୍ୟପ୍ରଦେଶ, ଦଳରେ ସାମିଲ ହେଲେ ଲୋକପ୍ରିୟ ଅଭିନେତ୍ରୀ ଚାହତ ପାଣ୍ଡେ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭାକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଆକ୍ସନମୋଡକୁ ଆସିଥିବା ବେଳେ ଏବେ ତୃତୀୟ ରାଜନୈତିକ ପାର୍ଟି ଭାବେ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଦାମୋହରେ ରହୁଥିବା ଅଭିନେତ୍ରୀ ଚାହତ ପାଣ୍ଡେ…

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ , ମୃତକ ଙ୍କ ପରିବାର ପାଇଁ ୩ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ଗତ କାଲି ବାହୁଡା଼ ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ…

କେବେଠୁ ଆରମ୍ଭ ହେଇଥିଲା ମହାପ୍ରଭୁଙ୍କ ସୁନାବେଶ? କେଉଁଠୁ ଆସିଲା ଏତେ ସୁନା? ପଢନ୍ତୁ, ମହାପ୍ରଭୁଙ୍କ ସୁନାବେଶ ପଛର…

କନକ ବ୍ୟୁରୋ: ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ ।…