Daily Archives

June 24, 2023

ରୁଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ବଢ଼ିଲା ସଙ୍କଟ । ସରକାର ବିରୋଧରେ ଘରୋଇ ସେନା ୱାଗନର ଆରମ୍ଭ କଲା ବିଦ୍ରୋହ ।

କନକ ବ୍ୟୁରୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢିଲାଣି ଅଡୁଆ । ତାଙ୍କ ବିରୋଧରେ ଏବେ ବାହାରିଛି ବିଶ୍ୱସ୍ତ ଘରୋଇ ସେନା ୱାଗନର । ସେନାର ମୁଖ୍ୟ ୟେଭଗେନି ପ୍ରିଗୋଝିନ ରୁଷ ସେନା ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଯେକୌଣସି ମୁହୁର୍ତରେ ରୁଷରେ ଗୃହଯୁଦ୍ଧ ଆରମ୍ଭ ହେବା ଆଶଙ୍କା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀକୁ ନେଇ ତେଜିଲା ବୟାନବାଜି: ଦୋଷୀଙ୍କୁ ଜେଲ ପଠାଇବାକୁ ଧମକ ଦେଲେ…

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ବୟାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ଘର କଳି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଧମକ ଦେଇ କହିଛନ୍ତି, ଆବାସକୁ ନେଇ ଦୁର୍ନୀତି ହୋଇଛି । ଏ ସମ୍ପର୍କରେ ପ୍ରମାଣ ମିଳିଲେ…

ବିଦ୍ୟୁତ ଦେୟରେ ହେବ ପରିବର୍ତ୍ତନ: ଦିନ ଓ ରାତି ପାଇଁ ହେବ ଅଲଗା ଦର 

କନକ ବ୍ୟୁରୋ: ବିଜୁଳି ବିଲ୍ ପାଇଁ ନୂଆ ନିୟମ । ବିଜୁଳି ବିଲ୍ ବାବଦକୁ ଆପଣଙ୍କୁ ଦେବାକୁ ପଡିପାରେ ଅଧିକ ଟଙ୍କା । ଦିନରେ କମ୍ ଓ ରାତିରେ ବେଶୀ ବିଜୁଳି ବିଲର କଥା ଏହି ନିମୟାବଳୀରେ ଲେଖାଯାଇଛି । ସକାଳର ପିକ୍ ଆୱାରରେ ବିଜୁଳି ବିଲରେ ସାମାନ୍ୟ ରିହାତି ମିଳିବ । ଏବଂ ରାତିର ପିକ୍ ଆୱାର ବା…

ଆଜି ପବିତ୍ର ହେରାପଞ୍ଚମୀ: ସାଙ୍ଗରେ ନେଇନଥିବାରୁ ଅଭିମାନରେ ଶ୍ରୀ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ମାଆ ଲକ୍ଷ୍ମୀ 

କନକ ବ୍ୟୁରୋ: ଆଜି ପବିତ୍ର ହେରା ପଂଚମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀଙ୍କୁ ଆସିଛନ୍ତି ମହାପ୍ରଭୁ । ହେଲେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥୀରେ ଆଣି ନାହାନ୍ତି । ତେଣୁ ସ୍ୱାମୀଙ୍କ ଅନୁପସ୍ଥିତିରେ ମନର ଦୁଃଖ ଭଉଣୀ ମା’ ବିମଳା ଦେବୀଙ୍କ ନିକଟରେ କହିଛନ୍ତି । ଭଉଣୀଙ୍କ ପରାମର୍ଶ ପାଇବା…

ମେସିନ ଗଣୁଛି ବାବୁଙ୍କ ଟଙ୍କା: ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

କନକ ବ୍ୟୁରୋ: ଉପାନ୍ତ ଅଂଚଳର କୋଟିପତି ବାବୁ । ସରକାରୀ କ୍ଷମତା ର ଅପବ୍ୟବହାର କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦୁର୍ନୀତିଖୋର ଅଧିକାରୀ ମାନେ । ବିଶେଷ କରି ମାଲାକନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଆଦି ଜିଲ୍ଲା ମାନଙ୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ଙ୍କ ନାନା ଉନ୍ନୟନ…

କେଉଁଠୁ ଆସିଲା ଏତେ ଟଙ୍କା? ଜବତ କୋଟି କୋଟି ଟଙ୍କା କାହାର? ଟଙ୍କାକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ଗୋଟିଏ ପଟେ ବାବୁଙ୍କ ଘରେ କୋଟି କୋଟି ଟଙ୍କା । ଅନ୍ୟପଟେ ଏହାକୁ ନେଇ ରାଜନୈତିକ ତାତି । ବାବୁଙ୍କ ଟଙ୍କା ବାବୁଙ୍କର ତ? ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । କାହାର ହାତ ନଥିଲେ ବାବୁ ଏତେ ଟଙ୍କା କୋଉଠୁ ଆଣିଥାନ୍ତେ ବୋଲି କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି ।…