Daily Archives

April 30, 2023

ତୁଟିବ କି ମହାନଦୀ ବିବାଦ? ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

କନକ ବ୍ୟୁରୋ: ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛି । ଦୁର୍ଗ ଜିଲ୍ଲାର କୁମ୍ଭାରୀ ଆନିକଟରେ ଟ୍ରିବ୍ୟୁନାଲ ଟିମ୍ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ କୋରବା, ଜାଞ୍ଜଗିର ଚାମ୍ପା ଓ ବିଲାସପୁରର ବିଭିନ୍ନ ପ୍ରକଳ୍ପ…

ପୋଷା କୁକୁରଙ୍କ ପାଇଁ ଆସିବ କଡା ନିୟମ। କାମୁଡ଼ିଲେ ସର୍ବାଧିକ ୧୦ହଜାର ଜରିମାନା!

କନକ ବ୍ୟୁରୋ: ଭୁବନେଶ୍ୱରରେ ବୁଲାକୁକୁରଙ୍କ ଆତଙ୍କ ବଢୁଛି, କିନ୍ତୁ ପୋଷାକୁକୁରଙ୍କ ପାଇଁ କଡା ନିୟମ ଆଣିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ଏବେ ପେଷାକୁକୁରଙ୍କୁ ରଖିବା ପାଇଁ ବିଏମସି ଆଣିବାକୁ ଯାଉଛି ନୂଆ ନିୟମ । ନୂଆ ନିୟମ ଅନୁସାରେ, ପୋଷାକୁକୁର କାମୁଡିଲେ କୁକୁର ମାଲିକଙ୍କୁ ୧୦…

ଗ୍ୟାସପୁରାର ବିଷାକ୍ତ ଗ୍ୟାସ ନେଲା ଜୀବନ। ଚାଲିଗଲା ୧୧ ଜୀବନ, ୧୦ରୁ ଅଧିକ ଅସୁସ୍ଥ।

କନକ ବ୍ୟୁରୋ: ସକାଳୁ ସକାଳୁ ପଞ୍ଜାବରେ ବଡ ଅଘଟଣ ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ବିଷାକ୍ତ ଗ୍ୟାସ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପଞ୍ଜାବ ଲୁଧିଆନାର ଗ୍ୟାସପୁରା ଅଞ୍ଚଳରେ ଏକ ପୁରୁଣା କାରଖାନା ବନ୍ଦ ହୋଇ ପଡିଥିଲା । ଯେଉଁଠି ଏକ ବଡ ଗାତ ରହିଥିଲା । ଯେଉଁଥିରେ ବିଭିନ୍ନ…

ସେଞ୍ଚୁରୀ ମାରିଲା ‘ମନ କି ବାତ୍’, ମୋଦୀ କହିଲେ, ଜନ ଆନ୍ଦୋଳନ ପାଲଟିଛି କାର୍ଯ୍ୟକ୍ରମ।

କନକ ବ୍ୟୁରୋ: ଦିନ ୧୧ଟାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ରେଡିଓ ଜରିଆରେ ଭାସି ଆସିଥିଲା, ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ । ଏହା କେବଳ ସଫଳତାର ଶହେତମ ସଂସ୍କରଣ ନଥିଲା ବରଂ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା ବିଶ୍ୱ ।…

ଗୁଇନ୍ଦା ବିଭାଗ ଚିଠିକୁ ନେଇ ତେଜିଲା ରାଜନୀତି। ସମ୍ବଲପୁର ହିଂସା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ।

କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ ହଟିଯାଇଛି, ସହରରେ ଶାନ୍ତି ଫେରି ଆସୁଛି, କିନ୍ତୁ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଏବେ ସମ୍ବଲପୁର ଏସପି ଓ ରାଜ୍ୟ ସରକାରଙ୍କୁ ଗୁଇନ୍ଦା ବିଭାଗ ଆଗୁଆ ସତର୍କ କରିଥିଲେ ବି କାହିଁକି ହିଂସା ରୋକା ଯାଇ…

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କୋରାପୁଟ ଲାଣ୍ଡିଗୁଡାର ଦିବ୍ୟାଙ୍ଗ ବୃଦ୍ଧା ରୁକୁଣା ଗୌଡ଼ଙ୍କୁ ମିଳିଲା ସହୟତା ।

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିବା ପରେ ଚେତିଲା ପ୍ରଶାସନ । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଦିବ୍ୟାଙ୍ଗ ବୃଦ୍ଧା ରୁକୁଣା ଗୌଡଙ୍କୁ ମିଳିଲା ସହାୟତା । ବୃଦ୍ଧାଙ୍କ ଗାଁକୁ ଯାଇ କୋରାପୁଟ ପୌରପାଳିକା ଏକ ଟ୍ରାଇ ସାଇକେଲ ଦେବା ସହ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି । ଆଉ ଏହି ଭତ୍ତା…