Daily Archives

February 20, 2023

ସୁପ୍ରିମକୋର୍ଟରେ ପହଁଚିଲା ଶିବସେନା ଲଢ଼େଇ: ଉଦ୍ଧବ ଠାକରେଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ମନା କଲେ…

କନକ ବ୍ୟୁରୋ: ଝଟକା ପରେ ଝଟକା । ମହାରାଷ୍ଟ୍ରରେ ଚାଲିଥିବା ଶିବସେନା ଚିହ୍ନ ଲଢେଇରେ ସୋମବାର ଉଦ୍ଧବ ଗୋଷ୍ଟୀକୁ ନିରାଶ ହେବାକୁ ପଡିଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ଉଦ୍ଧବ ଗୋଷ୍ଠୀ ଯେଉଁ ଆବେଦନ କରିଥିଲେ ଏହା ଉପରେ ତୁରନ୍ତ ଶୁଣାଣୀ କରିବାକୁ ମନା କରିଛନ୍ତି…

ଯୁଦ୍ଧ ଭିତରେ ୟୁକ୍ରେନରେ ପହଁଚିଲେ ଆମେରିକା ରାଷ୍ଟ୍ରପତି: କିଭରେ ପହଁଚି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ…

କନକ ବ୍ୟୁରୋ: ୟୁକ୍ରେନ ରାଜଧାନୀ କିଭରେ ପହଁଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୋମବାର ହଠାତ କିଭରେ ପହଁଚିଛନ୍ତି ବାଇଡେନ୍ । ଯେଉଁ ସମୟରେ ୟୁକ୍ରେନ ରାଜଧାନୀ କିଭରେ ପାଦ ଦେଲେ ବାଇଡେନ ସେତେବେଳେ ଆକ୍ରମଣର ସର୍ତକ ଘଂଟି ବା ସାଇରନ ଜୋରଦାର ବାଜିବାକୁ ଲାଗିଥିଲା । କିନ୍ତୁ କଡ଼ା…

ଚର୍ଚ୍ଚାରେ ପ୍ରଶାସକଙ୍କ ପ୍ରେମକାହାଣୀ। ଅନନ୍ୟାଙ୍କ ସହ ଚଞ୍ଚଳ ରଣାଙ୍କ ନିର୍ବନ୍ଧ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏହି ଫଟୋ ଯେତିକି ଭାଇରାଲ ହେଉଛି । ଦୁଇ ପ୍ରଶାସନିକ ଅଧିକାରୀଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚା ବି ହେଉଛି । ଫଟୋରେ ଅଛନ୍ତି ସମ୍ବଲପୁର ଜିଲ୍ଲାପାଳ ଚଞ୍ଚଳ ରଣା ଓ ବଲାଙ୍ଗିର ଜିଲ୍ଲାପାଳ ଅନନ୍ୟା ଦାସ । ଶୀଘ୍ର ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗିର…

ବାଲେଶ୍ୱର କନ୍ୟାଶ୍ରମରେ ଜାପାନୀ ଜ୍ୱର ଆତଙ୍କ। ଜଣେ ମୃତ, ୨୯ରୁ ଅଧିକ ଅନ୍ତେବାସୀ ଆକ୍ରାନ୍ତ।

କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେବା ପରେ ଚିକିତ୍ସା ଚାଲିଛି । ଔଷଧ ଦେଇ କିଛି ହେବ ନାହିଁ ବୋଲି ଡାକ୍ତର କହୁଛନ୍ତି । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସହପାଠୀ ଆଖି ବୁଜିବା ପରେ ଛାତ୍ରୀମାନେ ଭୟରେ ଜଡସଡ ହୋଇଯାଉଛନ୍ତି । ସୋର ପୌରପାଳିକା ପୁରୁବାଇ କନ୍ୟାଶ୍ରମରେ ୨୬ ଜଣ…

ମୋବାଇଲରେ ବିତାଉଛନ୍ତି କି ଅଧିକ ସମୟ? ସାବଧାନ! ଟେକ୍ସଟ ନେକ୍ ସିଣ୍ଡ୍ରୋମରେ ହୋଇପାରନ୍ତି ଶିକାର

କନକ ବ୍ୟୁରୋ: ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଚକ୍ରଧର ବାରିକ । କିଛି ସମୟ ମିଳିଛି କି ନାହିଁ ମୋବାଇଲରେ ହୋଇଗଲେ ବ୍ୟସ୍ତ । କେବଳ ଚକ୍ରଧର କାହିଁକି ତାଙ୍କ ପାଖରେ ବସିଥିବା ଅନ୍ୟ ଯୁବକଙ୍କର ବି ସମାନ ଅବସ୍ଥା । ସମସ୍ତେ ଫୋନରେ ବ୍ୟସ୍ତ । ଘଂଟା ଘଂଟା ଧରି ଫୋନରେ କିଛି ଲେଖିବା, ବା…

ଜେଲରେ ଗୋପାଳ ଦାସର ଯୋଗ ମୁଦ୍ରାକୁ ନେଇ ବଢ଼ିଲା ଚର୍ଚ୍ଚା। ପ୍ରତିଦିନ ପଢ଼ୁଛି ଖବରକାଗଜ।

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ, କାହିଁକି ତାଙ୍କୁ ମାରିଲା, କ୍ରାଇମବ୍ରାଞ୍ଚ ତାର କାରଣ ଖୋଜି ପାଉନି । ଆଉ ଏତିକିବେଳେ ନଜର ଅଟକିଛି ଚୌଦ୍ୱାର ମଣ୍ଡଳ କାରାଗାରରେ ଥିବା ଅଭିଯୁକ୍ତ ଗୋପାଳ ଦାସ ଉପରେ । ସେ ଜେଲ ଭିତରେ କଣ କରୁଛି? ସ୍ୱାଭାବିକ ଭାବେ ଆଚରଣ…