Daily Archives

January 19, 2023

ପୁଣି ତେଜିଲା ଚାଉଳ ରାଜନୀତି। ବଣ୍ଟନ କେନ୍ଦ୍ରରେ ମୋଦୀଙ୍କ ବ୍ୟାନର ମାରିବ ବିଜେପି।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ନୂଆ ଯୋଜନା କରୁଛି ବିଜେପି । ରାଜ୍ୟର ଗରିବ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ମୋଦୀ ଦେଉଛନ୍ତି, ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଏଥିପାଇଁ ରାଜ୍ୟର ସମସ୍ତ ସାଧାରଣ ବଣ୍ଟନ…

ପୁଣି ଚର୍ଚ୍ଚାରେ ଗାଙ୍ଗୁଲି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ମିଳିପାରେ…

କନକ ବ୍ୟୁରୋ : ବେଙ୍ଗଲ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେବେଳେ ମମତା ବାନାର୍ଜୀଙ୍କ ବୟାନ ଶିରୋନାମା ପାଲଟିଥାଏ ତ କେତେବେଳେ ମିଥୁନ ଚକ୍ରବର୍ତୀ କିମ୍ବା ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ହଇଚଇ ସୃଷ୍ଟି କରିଥାଏ । ଏହାରି ଭିତରେ ଦାଦା ଓ ଦିଦିଙ୍କ…

ସରକାରଙ୍କ ଅଜବ ନିୟମ। ପୁରୁଣା ବାଇକ୍ ପାଇଁ ତାଲିକାରୁ ବାଦ!

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତର ଶଙ୍କର ରାଉତ । ଭଙ୍ଗା ଦଦରା ଚାଳ ଛପର ଘରେ କଟୁଛି ଦିନ । କିନ୍ତୁ ଘର ପାଇବାକୁ ପ୍ରକାଶ ପାଇଥିବା ସମ୍ଭାବ୍ୟ ତାଲିକାରେ ନାହିଁ ଶଙ୍କରଙ୍କ ନାଁ । କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବ୍ୟବସାୟ ପାଇଁ ସୋସାଇଟିରୁ ଲୋନ୍ ନେଇ…

ଯୁଦ୍ଧ ଭିତରେ ରୁଷ୍ ରାଷ୍ଟ୍ରପତିଙ୍କ ଉପରେ ଜେଲେନସ୍କିଙ୍କ ବଡ଼ ବୟାନ– ପୁଟିନ ଜୀବିତ ଅଛନ୍ତି ନା ନାହିଁ, ପ୍ରଶ୍ନ…

କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ପୁଟିନଙ୍କୁ ଏକଛତ୍ରବାଦ ଶାସକ କହିବା ସହ ସେ ଜୀବିତ ଅଛନ୍ତି ନା…

ସାମ୍ନାକୁ ଆସିଲା ରାଜଧାନୀ ଦିଲ୍ଲୀରେ ଆଉ ଏକ ଚାଂଚଲ୍ୟକର ଘଟଣା । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କୁ ୧୫ ମିଟର ଘୋଷାରି…

କନକ ବ୍ୟୁରୋ : ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାରରେ ୧୫ କିଲୋମିଟର ଘୋଷଡି ନେବା ଘଟଣା ମନରୁ ଲିଭିନଥିବା ବେଳେ ଏହାଠୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ ରାସ୍ତାରେ ଅସଦାରରଣ କରିବା ସହ କିଛି ବାଟ ଘୋଷାଡି ନେଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଦୂର୍ଘଟଣାରେ ଶୀକାର…

୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସିର ଡକ୍ୟୁମେଂଟାରୀକୁ ନେଇ ବିବାଦ । କଡ଼ା ପ୍ରତିକ୍ରିୟାଶୀଳ ହେଲେ ଭାରତ ସରକାର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆନ୍ତର୍ଜାତୀୟ ଖବର ପରିବେଷଣ ସଂସ୍ଥା ବିବିସି ଏକ ସିରିଜ ରିଲିଜ କରିଛି । ଯାହାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । ପକ୍ଷପାତ କରାଯାଇଥିବା ଏକ ପ୍ରୋପାଗଣ୍ଡା ତଥା ମନ୍ଦ ପ୍ରଚାର କରାଯାଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଅବା…