Daily Archives

January 8, 2023

ଗେଣ୍ଡୁଫୁଲ ଚାଷ କରି ଚର୍ଚ୍ଚାରେ ପିପିଲିର ଦୁଇ ଭାଇ: କଲିକତାରୁ ୩ଟି କିସମର ଗେଣ୍ଡୁ ଚାରା ଆଣି ଜମିରେ କରିଛନ୍ତି ରୋପଣ

କନକ ବ୍ୟୁରୋ: ଚର୍ଚ୍ଚାରେ ପିପିଲି ଅଂଚଳର ଉଚ୍ଚଶିକ୍ଷିତ ଗେଣ୍ଡୁଫୁଲ ଚାଷୀ । ଧାନ ଚାଷ ଉପଯୋଗୀ ହେଉନଥିବା ଜମିରେ କରିଛନ୍ତି ଗେଣ୍ଡୁଫୁଲ ଚାଷ । କଲିକତାରୁ ବିଭିନ୍ନ କିଶମର ଗେଣ୍ଡୁ ମଂଜି କିଣି ନିଜ ଜମିରେ କରିଛନ୍ତି ଚାଷ । ଆଉ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ହେଉଛନ୍ତି ଲାଭବାନ ।…

ଉନ୍ନତମାନର କୁକୁଡ଼ା ଫାର୍ମ କରି ଚର୍ଚ୍ଚାରେ ଜୟଶ୍ରୀ: ଫାର୍ମରେ ଏକା ସଙ୍ଗରେ ୧୨ ହଜାର ୫୦୦ କୁକୁଡା ପାଳନର ରହିଛି…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ରାମଚନ୍ଦ୍ରପୁର ଗାଁର ଜୟଶ୍ରୀ ବସନ୍ତିଆ କରିଛନ୍ତି ଉନ୍ନତ ମାନର କୁକୁଡା ଫାର୍ମ । ଜୟଶ୍ରୀ ଜଣେ ଗୃହିଣୀ ହୋଇଥିବା ବେଳେ ପ୍ରଥମେ କିଛି କୁକୁଡ଼ା ରଖି ପରିବାର ପ୍ରତିପୋଷଣରେ ସହଯୋଗ କରୁଥିଲେ । ଘରର ଅର୍ଥିକ ସ୍ଥିତି ସୁଧାରିବା ପାଇଁ ତାଙ୍କ ମନରେ…

ଏସଏଚଜି ମହିଳାଙ୍କ ନିଆରା ପ୍ରୟାସ: ଘର ଘର ବୁଲି ଇଲେକ୍ଟ୍ରି ବିଲ ଆଦାୟ କରି କରୁଛନ୍ତି ରୋଜଗାର

କନକ ବ୍ୟୁରୋ: ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଂଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳା ମାନେ ବିଦ୍ୟୁତ ବିଲ ଆଦାୟ କରି ସ୍ୱାବଲମ୍ବୀ ହେବା ହୋଇ ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ।…

ପତଳା ହେବା ପାଇଁ ଆୟୁର୍ବେଦର ନୂଆ ଉପାୟ। ଆମେରିକାରୁ ଭାରତ ଆସୁଛନ୍ତି ଲକ୍ଷ ଲକ୍ଷ ଜନତା।

କନକ ବ୍ୟୁରୋ: ପତଳା ହେବା ପାଇଁ ସମସ୍ତେ ଚାହୁଁଛନ୍ତି । ପତଳା ହେବା ପାଇଁ ସବୁ ପ୍ରକାରର ପଦ୍ଧତି ଆପଣାଉଛନ୍ତି ଜନତା । ଏହାରି ଭିତରେ ମୋଟାପଣ କମେଇବାକୁ ଭାରତ ଆସୁଛନ୍ତି ବିଦେଶୀ । ଆୟୁର୍ବେଦର ନୂଆ ଉପାୟ ସେମାନଙ୍କୁ ଅଧିକ ସୁସ୍ଥ ରଖୁଥିବା ମତ ଦେଉଛନ୍ତି । ପତଳା ହେବା ପାଇଁ ବିଭିନ୍ନ…

ଯାଜପୁରର ଯୁବ ବ୍ୟବସାୟୀଙ୍କ ସଫଳତାର କାହାଣୀ: ଫୁଡ ପ୍ରୋସେସିଂ ୟୁନିଟ୍ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ: ବ୍ୟବସାୟରେ ବିଫଳତା ପରେ ଦୃଢ ସଙ୍କଳ୍ପ ଆଣିଦେଲା ସଫଳତା । ଚିନାବାଦାମ ସଂଗ୍ରହ କରି ପ୍ରୋସେସିଂ କରି ବିକ୍ରି କରିବା ବ୍ୟବସାୟରେ ବିଫଳ ହେବା ପରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ ୟୁନିଟ କରି ଏବେ ଚଢୁଛନ୍ତି ସଫଳତାର ପାହାଚ । ଆମେ କହୁଛୁ ଯାଜପୁର ଜିଲ୍ଳା ଜାରକାର ଶିକ୍ଷିତ…

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା। ସେମିଳିଗୁଡ଼ାରେ ସବୁଠୁ ଅଧିକ ଥଣ୍ଡା।

କନକ ବ୍ୟୁରୋ: ସେମିଳିଗୁଡ଼ା ଓ ଫୁଲବାଣୀରେ ଶୀତର ଲହରି, କେମିତି ରହିଛି ଏହି ଚିତ୍ର ହିଁ ବୟାନ କରୁଛି । ପାରଦ ଖସୁଥିବା ବେଳେ ଶୀତରେ ଥରହର ହେଉଛନ୍ତି ଲୋକେ । ରାଜ୍ୟରେ ଶୀତ ଲହରିକୁ ଦୃଷ୍ଟିରେ ରଖି, ସର୍ତକତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ଟି ଜିଲ୍ଲା- ଅନୁଗୁଳ,…