Daily Archives

January 2, 2023

ୟୁକ୍ରେନର ବାଣିଜ୍ୟ ନଗରୀରେ ରୁଷ କରୁଛି ଡ୍ରୋନରେ ଜୋରଦାର ଆକ୍ରମଣ: କ୍ରେମଲିନର ଟାର୍ଗେଟରେ ବ୍ରୟାଂକସ୍ତରେ…

କନକ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ରୁଷର ଆକ୍ରମଣରେ ଥରିଛି ୟୁକ୍ରେନ । ୟୁକ୍ରେନର ବାଣିଜ୍ୟନଗରୀ କୁହାଯାଉଥିବା ବ୍ରୟାଂକସ୍ତରେ ସୋମବାର ସକାଳୁ ସକାଳୁ ଡ୍ରୋନରେ ଆକ୍ରମଣ କରିଛି କ୍ରେମଲିନ । ଏହା ଦ୍ୱାରା ରାଜ୍ୟରେ ବଡ କ୍ଷତି ହେବା ସହ ବିଜୁଳି ଓ ପାଣି ସେବା ସମ୍ପୂର୍ଣ୍ଣଭାବେ ବାଧାପ୍ରାପ୍ତ…

ଚୀନର ମୁକାବିଲା ପାଇଁ ଏକାକୀ ଭାରତ ହିଁ ସକ୍ଷମ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଭଳି ଭାରତ ବିରୋଧରେ ପ୍ରସ୍ତୁତ ହେଉଛି…

କନକ ବ୍ୟୁରୋ : ଭାରତ-ଚୀନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କୌଣସି ପଶ୍ଚିମ ଦେଶ ନୁହେଁ ଚୀନର ମୁକାବିଲା କେବଳ ଭାରତ କରିପାରିବ ବୋଲି ରାହୁଲ ଏକ ସାକ୍ଷାତକାରରରେ କହିଛନ୍ତି । ନିକଟରେ ଅଭିନେତା ତଥା ରାଜନେତା କମଲ ହାସନଙ୍କ ସହ ରାହୁଲ ଏକ ସାକ୍ଷାତକାର…

ବର୍ଷର ପ୍ରଥମ କାରବାର ଦିନରେ ଚମକିଲା ସେୟାର ମାର୍କେଟ: ସେନସେକ୍ସ ୩୬୯ ପଏଂଟ ବୃଦ୍ଧି ପାଇ ୬୧,୨୦୯. ୫୮ରେ ହେଲା ବନ୍ଦ

କନକ ବ୍ୟୁରୋ: ନୂଆବର୍ଷର ପ୍ରଥମ ଦିନରେ ସେୟାର ବଜାରରେ ଦେଖିବାକୁ ମିଳିଛି ଉତ୍ସାହ । ସୋମବାର ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୩୬୮.୮୪ ପଂଏଟ ବୃଦ୍ଧି ପାଇ ୬୧,୨୦୯.୫୮ରେ ବନ୍ଦ ହୋଇଛି । ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଂଜର ନିପ୍ଟି ୧୦୧.୬୦ ଅଙ୍କ ବୃଦ୍ଧି ପାଇ ୧୮,୨୦୬.୯୦ ବୃଦ୍ଧି ପାଇ…

ପୋଲିସ ନଜରରେ ଦୁର୍ଘଟଣା, ପରିବାର ନଜରରେ ଦୁଷ୍କର୍ମ ସହ ହତ୍ୟା । ଦିଲ୍ଲୀରେ କାରରେ ଘୋଷାଡି ହୋଇ ଯୁବତୀଙ୍କ ମୃତ୍ୟୁ…

କନକ ବ୍ୟୁରୋ : ଲୋମହର୍ଷଣକାରୀ ଘଟଣାକୁ ନେଇ ନୂଆବର୍ଷରେ ଥରି ଉଠିଛି ରାଜଧାନୀ ଦିଲ୍ଲୀ । ପ୍ରଥମେ କାର ସହ ଜଣେ ଯୁବତୀଙ୍କ ସ୍କୁଟି ଧକ୍କା ହୁଏ । ପରେ କାର ଚାଳକ ଗାଡିକୁ ଅଟାକାଇବା ବଦଳରେ ଯୁବତୀଙ୍କୁ ପ୍ରାୟ ୧୨ କିଲୋମିଟର ଯାଏଁ ଘୋଷାଡି ଘୋଷାଡି ନେବା ପରି ଭୟଙ୍କର ଘଟଣା ବଖାଣିଛି ସିସିଟିଭି…

ରୁଷୀୟ ପର୍ଯ୍ୟଟକଙ୍କର କେମିତି ହେଲା ମୃତ୍ୟୁ? ରାୟଗଡା ଏସପିଙ୍କୁ ରିପୋର୍ଟ ମାଗିଲେ ଏନଏଚଆରସି

କନକ ବ୍ୟୁରୋ: ରାୟଗଡା ହୋଟେଲରେ ରୁଷୀୟ ପର୍ଯ୍ୟଟକଙ୍କ କେମିତି ମୃତ୍ୟୁ ହେଲା? କିଭଳି ଓ କେଉଁ ପରିସ୍ଥିତିରେ ମାତ୍ର ୪୮ଘଂଟା ଭିତରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା? ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ସେ ନେଇ ରାୟଗଡା ଏସପିଙ୍କ ରିପୋର୍ଟ ମାଗିଛନ୍ତି…

ନୀତିକାନ୍ତି ବନ୍ଦ, ଉପାସରେ ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀ ବିବାଦ ମଧ୍ୟରେ ପୂଜାର୍ଚ୍ଚନାରେ ବାଧା ।

କନକ ବ୍ୟୁରୋ : ନୂଆବର୍ଷରେ ଦୁଇଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ଜଣେ ଅଣସେବାୟତ ଭୋଗମଣ୍ଡପରେ ପଶିଯାଇଥିଲେ । ସେ କ୍ଷମା ମାଗିସାରିଥିଲେ ବି ଭୋଗକୁ ନେଇ ଦୁଇ ନିଯୋଗ ମୁହାଁମୁହିଁ ହୋଇଛନ୍ତି । ଫଳରେ ଦୁଇଦିନ ହେଲା ନୀତିକାନ୍ତି ବନ୍ଦ ରହିଛି । ପ୍ରଶାସନ ସମସ୍ୟାର ସମାଧାନ…