Daily Archives

November 29, 2022

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ। ଜଗତସିଂହପୁର ପକ୍ସୋ ଫାଷ୍ଟଟ୍ରାକ କୋର୍ଟଙ୍କ…

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପକ୍ସୋ ଫାଷ୍ଟଟ୍ରାକ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ  ଦୁଇ ଦୁଷ୍କର୍ମକାରୀଙ୍କୁ  ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।  ୨୦୧୪ ମସିହା ଅଗଷ୍ଟ ୨୧ ତାରିଖରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ …

ପାଠ ପଢିବାକୁ ଚାହୁଁଛି କୁନି ଝିଅ । ଅର୍ଥ ସାଜିଛି ବାଧକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ ଶୁଭଲକ୍ଷ୍ମୀ ।

କନକ ବ୍ୟୁରୋ: ପାଠ ପଢ଼ିବାକୁ ଚାହୁଁଛି କୁନି ପିଲା, ହେଲେ ଅର୍ଥ ସାଜିଛି ବାଧକ । ରୋଜଗାର କ୍ଷମ ମା ଘର ଛାଡି ଚାଲି ଯାଇଥିବାବେଳେ, କୃଷକ ବାପା ଝିଅର ପାଠପଢ଼ା ବୋଝ ଉଠାଇ ପାରୁନାହାଁନ୍ତି । ଆଉ ଏତିକିବେଳେ ଶିକ୍ଷୟିତ୍ରୀ ଥିବା ମାଙ୍କ ଦରମାରୁ ତାଙ୍କ ପାଠପଢା ଖର୍ଚ୍ଚ ଦେବାକୁ…

ଦୁର୍ଗମ ଅଞ୍ଚଳରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କଲେ ଡାକ୍ତରୀ ଟିମ୍। ‘ଦମନ’ କାର୍ଯ୍ୟକ୍ରମ ଜରିଆରେ କାମାକ୍ଷାନଗରର…

କନକ ବ୍ୟୁରୋ: ଫିଲ୍ମର କାହାଣୀ ବାସ୍ତବ ଜୀବନରେ କେମିତି ପ୍ରଭାବିତ କରେ, ତାର ଉଦାହରଣ ଦେଖିବାକୁ ମିଳିଛି । ରୋଗୀଙ୍କ ପାଖରେ ପହଞ୍ଚିବା ପାଇଁ ଡାକ୍ତର ଓ ତାଙ୍କ ଟିମ୍ କରୁଥିବା ଏହି ଉଦ୍ୟମର ଚିତ୍ର ସାମ୍ନାକୁ ଆସିଛି । ଏହି ଦୃଶ୍ୟ ଦେଖିବା ପରେ ଆପଣ ଛାଏଁ ଦମନ୍ କାହାଣୀର ଦୃଶ୍ୟ ମନକୁ ଚାଲି…

ପେଟ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ । ୯ ତାଲାରେ ଉଲ୍ଲଂଘନ ହେଲା ସରକାରୀ ନିୟମ

କନକ ବ୍ୟୁରୋ: ଅସହାୟ ସାଜିଛନ୍ତି ଶ୍ରମିକ । ପେଟ ପାଇଁ ବିନା ସୁରକ୍ଷା ବ୍ୟବସ୍ଥାରେ କାମ କରୁଛନ୍ତି ଶ୍ରମିକ । ତା ପୁଣି ଆଉ କେଉଁଠି ନୁହେଁ, ରାଜ୍ୟର ପ୍ରମୁଖ ସରକାରୀ କାଯ୍ୟାଳୟ ୯ ତାଲାରେ । ଯେଉଁଠି ବଡ ବଡ ଅଫିସର, ବାବୁ ସବୁବେଳେ କାରବାର ସେଠାରେ ଶ୍ରମିକମାନେ ଏମିତି କାମ କରିବା ଅନେକ…

ସରକାରଙ୍କ ସହିତ ଶିକ୍ଷକଙ୍କ ଆଲୋଚନା ବିଫଳ, ଆଜି ବି ଚାଲିପାରିଲାନି ବିଧାନସଭା। ଶିକ୍ଷକ ପ୍ରସଙ୍ଗରେ ବିରୋଧୀଙ୍କ…

କନକ ବ୍ୟୁରୋ: ରାଜଧାନୀରେ ଆନ୍ଦୋଳନ, ସ୍କୁଲରେ କେମିତି ଚାଲିଛି ପାଠପଢା ? ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ  ସ୍କୁଲରେ କେମିତି ଚାଲିଛି ପାଠପଢା ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଅସ୍ତରଙ୍ଗ ବ୍ଲକ କାଳିଆକଣ  ପ୍ରାଥମିକ ସ୍କଲର ରିୟାଲଟି ଚେକ୍…