Daily Archives

October 10, 2022

ବିବାଦ ଭିତରେ ଫିଲ୍ମ ଆଦିପୁରୁଷକୁ ମିଳିଲା ସମର୍ଥନ: ଫିଲ୍ମ ସମର୍ଥନରେ ବୟାନ ଦେଲେ ରାମାୟଣ ନିର୍ମାତା ରମାନନ୍ଦ ସାଗରଙ୍କ…

କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଅପକମିଂ ବଲିଉଡ ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ସେତିକି ତେଜିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟ ପରେ ତିସ୍ ହଜାର କୋର୍ଟରେ ଫିଲ୍ମର ରିଲିଜକୁ ରୋକ ଲଗାଇବା ପାଇଁ ପିଟିସନ ଦାଖଲ କରାଯାଇଛି । ଆଦିପୁରୁଷର ଚରିତ୍ର ଓ ଦୃଶ୍ୟକୁ ନେଇ କେବଳ ହିନ୍ଦୁ ସଂଗଠନ ନୁହେଁ…

ସାମ୍ପ୍ରଦାୟିକ ହିଂସାରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ: ମୋମିନପୁର ହିଂସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାକୁ ନେଇ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପୁଣି ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ମୋମିନପୁରରେ ହୋଇଥିବା ହିଂସା ଘଟଣାକୁ ନେଇ ରାଜ୍ୟରାଜନୀତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଟିଏମସି । ଘଟଣା ବାବଦରେ ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି । ମୋମିନପୁରରେ…

ଦଳୀୟ ଚିହ୍ନ ଉପରେ ଦାବି ଜଣାଇ ଉଦ୍ଧବ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଟଣାଓଟରା । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା…

କନକ ବ୍ୟୁରୋ: ଶିବସେନାର ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ଭିତରେ ବଡ଼ ନିଷ୍ପତି ନେଇଥିଲା ନିର୍ବାଚନ କମିଶନ । ଶିବସେନାର ଦଳୀୟ ଚିହ୍ନ ଧନୁ-ତୀର ଚିହ୍ନ ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ଏହାରି ଭିତରେ ଦିଲ୍ଲୀ ହାଇକୋର୍ଟରେ…

ଭେନେଜୁଏଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ: ୨୪ଘଂଟାରେ ୨୫ ମୃତ, ୮୫ ନିଖୋଜ

କନକ ବ୍ୟୁରୋ: ପ୍ରକୃତିର ବିତ୍ପାତ ଆଗରେ ଭାଙ୍ଗିପଡିଲାଣି ଭେନେଜୁଏଲା । ହଠାତ ଦକ୍ଷିଣ ଆମେରିକାରିୟ ଦେଶ ଭେନେଜୁଏଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍କଳନ  ଦେଖିବାକୁ ମିଳିଛି । ଏହା ଯୋଗୁଁ ଏଠାରେ ଭୟାବହ ସ୍ଥିତି ଦେଖା ଦେଇଛି । କିଛି ଦିନ ହେବ ଭେନଜୁଏଲାର ବିଭିନ୍ନ ସ୍ଥାନରେ ବର୍ଷା…

ୟୁକ୍ରେନ୍ ଉପରେ ରୁଷରୁ ପୁଣି ଆକ୍ରମଣ । ଜି-୭ ଦେଶ ସହ ବୈଠକ କରିବେ ଜେଲେନସ୍କି । 

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କି ଜି-୭ ଦେଶ ସହ ବୈ÷ଠକ କରିବେ । ମଙ୍ଗଳବାର ଏହି ବୈ÷ଠକ ବସିବ । ତେବେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଜେଲେନସ୍କି ଅପିଲ କରି କହିଛନ୍ତି । କୌଣସି ସ୍ଥିତିରେ ରୁଷ ଆଗରେ ୟୁକ୍ରେନ ମୁଣ୍ଡ…

ମୁଲାୟମ ଯାଦବଙ୍କ ଜୀବନଯାତ୍ରା: କେମିତି କୁସ୍ତି ଯୋଦ୍ଧାରୁ ହେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତରେ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଉତରପ୍ରଦେଶରେ ୩ଥର ମୁଖ୍ୟମନ୍ତ୍ରୀ…