Daily Archives

October 6, 2022

ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ : ୭ ପୋଲିସ ଓ ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ । ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ଏଥିରେ ମେୟର କାନରୋଡ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ : ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅପରାହ୍ଣ ସାଢେ ଗୋଟାଏ ବେଳେ ମ୍ୟାଚ୍ ଖେଳାଯିବ । ଯୁବ ବାହିନୀଙ୍କୁ ନେଇ ସାଉଥ୍ ଆଫ୍ରିକା ବିରୋଧରେ ମ୍ୟାଚ୍ ଖେଳିବ ଭାରତ । ରଜତ ପଟିଦାର ତାଙ୍କର ପ୍ରଥମ…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ : ଗାମ୍ବିଆରେ ୬୬ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା…

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ ହେଉଥିବା କଫ୍ ସିରପ୍ । ଭାରତୀୟ କଫ୍ ସିରପ୍ ଯୋଗୁଁ ଗାମ୍ବିଆରେ ୬୬ ଜଣ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏଥିପାଇଁ ଭାରତୀୟ କମ୍ପାନୀ ମୈଡେନ୍ ଫାର୍ମାସ୍ୟୁଟିକାଲ ପ୍ରସ୍ତୁତ କରିଥିବା ୪ଟି କଫ୍…

ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ : ବନ୍ୟା ଜଳରେ ଭାସି ଯାଇ ୭ ଜଣଙ୍କ ମୃତ୍ୟୁ; ୩୦ରୁ ୪୦ ଜଣ ଏବେ ବି ନିଖୋଜ

କନକ ବ୍ୟୁରୋ : ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ । ହଠାତ୍ ବଢିଲା ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ ନଦୀର ଜଳସ୍ତର । ବନ୍ୟା ଜଳରେ ଭାସି ଯାଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ୪୦ ଜଣ ଏବେ ବି ନିଖୋଜ ଅଛନ୍ତି । ଗତକାଲି ରାତିରେ ଏହି ଅଘଟଣ ଘଟିଛି । #WATCH | WB: Flash flood hits…

ସରିଲା ଦଶହରା, ଆଜି ଭସାଣି : ବିଦାୟ ନେବେ ମା’ ଜଗତଜନନୀ : ଟ୍ୱିନ୍ ସିଟିରେ ଅସ୍ଥାୟୀ ପୋଖରୀରେ ହେବ ମୃଣ୍ମୟୀ ମୂର୍ତ୍ତି…

କନକ ବ୍ୟୁରୋ : ଶେଷ ହୋଇଛି ଜଗତଜନୀନ ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ଆଜି ଧରାପୃଷ୍ଠରୁ ବିଦାୟ ନେବେ ଦେବୀ ଦୁର୍ଗା । ଦୁଇ ବର୍ଷର କୋଭିଡ୍ କଟକଣା ପରେ ଏବର୍ଷ ପୁଣି ଭସାଣୀ ଉତ୍ସବ ଆୟୋଜନ ହେଉଛି । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି…

ଆହୁରି ୫ ଦିନ ଲାଗି ରହିବ ବର୍ଷା : ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଯଦିଓ ଲଘୁଚାପ ଦୁର୍ବଳ ହୋଇଛି, ତଥାପି ରାଜ୍ୟରେ ଆଗାମି ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ…