Daily Archives

September 29, 2022

ଫ୍ଲୋରିଡାରେ ଭୟଙ୍କର ଝଡ: ଉଛୁଳିଲା ସମୁଦ୍ର, ସହର ଭିତରକୁ ପଶିଆସିଲା ସାର୍କ ମାଛ; ଦେଢ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ

କନକ ବ୍ୟୁରୋ: ଆମେରିକା ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ ଇୟାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉପକୂଳବର୍ତ୍ତୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବୁଧବାର ଦିନ ଆମେରିକାର ଫ୍ଲୋରିଡା ଉପକୂଳରେ ସାମୁଦ୍ରିକ ଝଡ଼ ଇୟାନ୍ ପ୍ରବଳ ବର୍ଷା ପବନ ସୃଷ୍ଟି କରିଛି। ସାମୁଦ୍ରିକ ଝଡ଼ର…

ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ପଞ୍ଚମୀ ପୂଜାର୍ଚ୍ଚନା ହେବା ସହ ଚନ୍ଦନ ବେଶରେ ଦର୍ଶନ ଦେଉଛନ୍ତି ମା’ ବିରଜା

କନକ ବ୍ୟୁରୋ : ନବରାତ୍ରୀ ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ଦଶହରା ଅବସରରେ ଯାଜପୁରରେ ଅଧିଷ୍ଠାତୀ ମା’ ବିରଜାଙ୍କ ଚାଲିଛି ଷୋଡ଼ଶ ଉପଚାର ପୂଜା । ଆଜି ବିରଜାଙ୍କ ପୀଠରେ ମାଆଙ୍କ ପଂଚମୀ ପୂଜାର୍ଚ୍ଚନା କରାଯାଉଛି । ବୈତରଣୀ ନଦୀରୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କ ସ୍ନାନ…

ଜମ୍ମୁ-କାଶ୍ମୀରରେ ବସରେ ଲଗାତାର ବିସ୍ଫୋରଣ: ଘଣ୍ଟାକ ଭିତରେ ଦ୍ୱିତୀୟ ବିସ୍ଫୋରଣ

କନକ ବ୍ୟୁରୋ: ଆଜି ଭୋର ସମୟରୁ ଜମ୍ମୁ-କାଶ୍ମୀରର ଉଦ୍ଧମପୁର ବସଷ୍ଟାଣ୍ଡରେ ଲଗାତାର ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ୮ ଘଣ୍ଟା ଭିତରେ ଷ୍ଟାଣ୍ଡରେ ଥିବା ଦୁଇଟି ବସରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣ।।ରେ କାହାରି ମୃତାହତ ହୋଇଥିବା ଖବର ନଥିବାବେଳେ ବସର…

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବଢୁଛି ତାତି : ନିମାପଡାରେ ବିଜେପି-ବିଜେଡିି କର୍ମୀ ମୁହାଁମୁହିଁ;…

କନକ ବ୍ୟୁରୋ : ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ତାତି ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ନିମାପଡାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡା ଯାଇ ଡାକ…

କଂଗ୍ରେସ ସଭାପତି ନିର୍ବାଚନ: ଦ୍ୱନ୍ଦ୍ୱ ବଢାଉଛନ୍ତି ଅଶୋକ ଗେହଲଟ; ଆଜି ସୋନିଆଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ କରିବେ ନା…

କନକ ବ୍ୟୁରୋ : ଯେତେ ପାଖେଇ ଆସୁୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସେତେ ବଢୁଛି ସସପେନ୍ସ । ଦିଲ୍ଲୀ ଦରବାରରେ ଅଶୋକ ଗେହଲଟ ପହଞ୍ଚିଛନ୍ତି । ଆଜି ସୋନିଆଙ୍କୁ ଭେଟିବା ପରେ କରିବେ ନା ନାହିଁ ନାମାଙ୍କନ ସ୍ପଷ୍ଟ ହେବ । ରାଜସ୍ଥାନ ରାଜ‌ନୈତିକ ସଙ୍କଟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ବିଜୟୀ : ବୋଲରଙ୍କ କମାଲ ପରେ ରାହୁଲ ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ବଳରେ…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ବିଜୟୀ । ବୋଲରଙ୍କ କମାଲ ପରେ ରାହୁଲ ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ବଳରେ ବାଜିମାରିନେଲା ଟିମ୍ ଇଣ୍ଡିଆ । ୮ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି । ବୋଲରମାନେ ଭ୍ରମଣକାରୀ ଦଳର ପାଳିକୁ ୧୦୬/୮ରେ ସୀମିତ ରଖିବା ପରେ ଭାରତ…