Daily Archives

May 31, 2022

ପୁରୁଣା ଗାଡି ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଜାଣନ୍ତୁ ବୁକିଂର ସବିଶେଷ ପ୍ରକ୍ରିୟା ।

କନକ ବ୍ୟୁରୋ: ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆସନ୍ତା ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍…

ମୌସୁମୀ ଜନିତ ବର୍ଷା ନେଇ ଆଇଏମଡିର ପୂର୍ବାନୁମାନ : ଏଥର ଜୁନ ମାସରେ ରାଜ୍ୟରେ ସ୍ୱାଭାବିକ ହେବ ବୃଷ୍ଟିପାତ

କନକ ବ୍ୟୁରୋ : ଏଥର ଜୁନ ମାସରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ହେବ । ତେବେ ଜୁନରୁ ସେପେଟମ୍ବର ମାସରେ ଯେଉଁ ପୂର୍ବାନୁମାନ କରାଯାଇଛି ସେଥିରେ କୁହାଯାଇଛି କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ଓ ଆଉ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ ବର୍ଷା ହୋଇପାରେ । ଦକ୍ଷିଣବର୍ତ୍ତୀ…

ଚୀନରେ କରୋନା ଭୟ: ଜଣେ ଭାଙ୍ଗିଲା ନିୟମ, ହଜାରେ ଜଣ ହେଲେ କ୍ୱାରେଣ୍ଟାଇନ

କନକ ବ୍ୟୁରୋ: ଚୀନରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛୁ । ଯେଉଁଥିପାଇଁ ସେଠାରେ ଏବେ ନିୟମ କଡାକଡି କରାଯାଇଛି । ହେଲେ ସେଠାରେ ଜଣେ ବ୍ୟକ୍ତି ଏଭଳି କାମ କରିଛନ୍ତି ଯେଉଁଥିପାଇଁ ହଜାରେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ସେଠାରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗି ନିଜ ଘର…

ୟୁପିଏସସି ପରୀକ୍ଷାରେ ଓଡ଼ିଆଙ୍କ କମୁଛି ସଫଳତା : ୨୦୧୭ରୁ ୨୦୨୧ ମଧ୍ୟରେ ମାତ୍ର ୨୭ ଜଣ ଓଡ଼ିଆ ଆଇଏଏସଙ୍କୁ ନିଯୁକ୍ତି

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ସଫଳତା କମୁଛି । ଗତ ୫ ବର୍ଷର ସିଭିଲ ସର୍ଭିସ ପରୀକ୍ଷାଫଳ ଏବଂ ରାଜ୍ୟ ପ୍ରଶାସନିକ ସେବାରେ ଓଡିଆ ଆଇଏଏସ ଅଫିସରଙ୍କ ଉପସ୍ଥାନକୁ ମିଳାଇ ଦେଖିଲେ ଅତି ଭୟାନକ ଚିତ୍ର ସାମ୍ନାକୁ ଆସୁଛି , ଯାହା ଶିକ୍ଷାବିତଙ୍କ ଚିନ୍ତାକୁ ବଢାଇଦେଇଛି । ୨୦୧୭ରୁ…

ମମତା ବାନାର୍ଜୀଙ୍କ ଫିଟନେସ୍ ଟିପ୍ସ । କର୍ମୀଙ୍କୁ ତାଙ୍କ ଓଜନ ଏବଂ ସ୍ୱାସ୍ଥ୍ୟକୁ ନେଇ କଥା ହେଉଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ମମତାଙ୍କ ଫିଟନେସ୍ ମନ୍ତ୍ର । ନିଜ ଦଳର ଜଣେ କର୍ମୀଙ୍କୁ ଦିଦି ଫିଟନେସ୍ ଟିପ୍ସ ଦେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦଳର ଜଣେ କର୍ମୀଙ୍କୁ ତାଙ୍କ ଓଜନ ଏବଂ ସ୍ୱାସ୍ଥ୍ୟକୁ ନେଇ କଥା ହେଉଥିବାର ନଜର ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରେ ସଲମାନ ଖାନଙ୍କ ପାଳି ! ଲରେନ୍ସ ବିଷ୍ଣୋଇଙ୍କ ଧମକ ଭିଡିଓ ହେଉଛି ଭାଇରାଲ ।

କନକ ବ୍ୟୁରୋ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଚର୍ଚ୍ଚା ଜୋର ଧରିଛି । ମୁସେୱାଲାଙ୍କ ପରେ ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ନେଇ ତାଙ୍କର ଧମକର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବର୍ଷକ ତଳେ ପୋଲିସ କଷ୍ଟଡିରେ ଥାଇବି…