Daily Archives

May 30, 2022

ସିଭିଲ ସର୍ଭିସ ପରୀକ୍ଷା: ୬୩ ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ । ପରିବେଶ ପାଇଁ କାମ କରିବାର ଇଚ୍ଛା ରହିଛି…

କନକ ବ୍ୟୁରୋ : ସିଭିଲ ସର୍ଭିସ ପରୀକ୍ଷାରେ ୬୩ ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ ରହିଛନ୍ତି । ଦିଲ୍ଲୀରେ ସେ ନିଜର ପ୍ରସ୍ତୁତି କରିବା ସହ ଏହି ସଫଳତା ପାଇଛନ୍ତି । କୋଭିଡ ସମୟରେ ପ୍ରସ୍ତୁତି କରିବାବେଳେ ଅନେକ କଷ୍ଟର ସାମ୍ନା କରିଥିଲେ କାର୍ତ୍ତିକ । ମେନ୍ସ ପରୀକ୍ଷା ପରେ ସେ…

ଆପଣଙ୍କ ପାଖରେ ଥିବା ଆଧାରକାର୍ଡ ନକଲି କି ଅସଲି? ଏହି ଉପାୟରେ ଜାଣିପାରିବେ

କନକ ବ୍ୟୁରୋ: ଆଧାରକାର୍ଡ ଆମ ଜୀବନରେ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇସାରିଛି । ଏହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଉଛି । ହସ୍ପିଟାଲଠାରୁ ଆରମ୍ଭ କରି ପିଲାଙ୍କ ପାଠ ପଢିବା ଓ କଲେଜରେ ଆଡମିସନ କରିବା ସବୁ କ୍ଷେତ୍ରରେ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ତେବେ ଆପଣଙ୍କ ପାଖେ…

ସିଭିଲ ସର୍ଭିସ ପରୀକ୍ଷା ଫଳ ଘୋଷଣା । ୮୬ ତମ ସ୍ଥାନରେ ଓଡିଶାର ଗୌରବ ଅଗ୍ରୱାଲ ।

କନକ ବ୍ୟୁରୋ : ସିଭିଲ ସର୍ଭିସ ପରୀକ୍ଷାର ଫଳ ଘୋଷଣା ହୋଇଛି । ୮୬ ତମ ସ୍ଥାନରେ ଓଡିଶାର ଗୌରବ ଅଗ୍ରୱାଲ ରହିଛନ୍ତି । ତାଙ୍କର ଇଚ୍ଛା ରହିଛି ସେ ଭାରତୀୟ ବିଦେଶ ସେବା (ଆଇଏଫଏସ)ରେ ଯୋଗଦାନ କରିବେ । କଲେଜବେଳ ତାଙ୍କୁ ଅନ୍ତର୍ଜାତୀୟ ପ୍ରସଙ୍ଗରେ ରୁଚି ଥିବାରୁ ସେଏଥିରେ ଯୋଗଦେବା ପାଇଁ…

ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ମାମଲା : ଆକ୍ସନ ମୋଡରେ ପଞ୍ଜାବ ପୋଲିସ, ଉତ୍ତରାଖଣ୍ଡରୁ ୬ ଗିରଫ

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡରେ ପଞ୍ଜାବ ପୋଲିସ ଡେରାଡୁନରୁ ପୁଣି ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ସେମାନଙ୍କ ପଚରା ଉଚରା ପାଇଁ ପୋଲିସ ନିଜ ହେପାଜତକୁ ନେଇଛି । ସମସ୍ତଙ୍କୁ ନେଇ ପୋଲିସ ପଞ୍ଜାବ ଅଭିମୁଖେ ଯାତ୍ରା କରିଛି । କୁହାଯାଉଛି କି, ଗିରଫ…

ଏହି ଦେଶ ଲାଗୁକଲା ନୂଆ ନିୟମ, ଏଣିକି ସପ୍ତାହକୁ ଗୋଟିଏ ଦିନ ନୁହେଁ ବରଂ ୩ ଦିନ ମିଳିବ ଛୁଟି

କନକ ବ୍ୟୁରୋ : ଅନେକ ଦେଶ ଏବେ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ନେଇ ପରିବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଏବେ ବ୍ରିଟେନ ସବୁଠାରୁ ଆଗରେ ରହିଛି । ବ୍ରିଟେନ ସରକାରଙ୍କ ସୂଚନା ମୁତାବକ ଏବେ କର୍ମଚାରୀମାନଙ୍କୁ ସପ୍ତାହକୁ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବାକୁ…

ତିହାଡ ଜେଲରୁ ମୁସେୱାଲା ହତ୍ୟାର ଷଡଯନ୍ତ୍ର! ଲରେନ୍ସ ବିଷ୍ଣୋୟୀର ହତ୍ୟା ଲିଙ୍କ ଥିବା ମିଳିଲା ସୁରାକ ।

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ପ୍ଲାନର ଖୁଲାସା ହୋଇଛି । ଦିଲ୍ଲୀ ତିହାଡ ଜେଲରୁ ଏ ପୂରା ପ୍ଲାନ ପ୍ରସ୍ତୁତ ହୋଇଥିବା ନେଇ ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ହତ୍ୟା ସହ ଜଡିତ ଥିବା ଗୋଟିଏ ଫୋନ ନମ୍ବର ଲିଙ୍କ ତିହାଡ ଜେଲ ସହ ଥିବା ଚର୍ଚ୍ଚା…