Daily Archives

May 30, 2022

ମହୁମାଛି ଆକ୍ରମଣରେ ଗଲା ଇଂଜିନିୟରିଂ ଛାତ୍ରଙ୍କ ଜୀବନ: ବାଙ୍କୀ ପାଣ୍ଡବ ବଖରା ଗୁମ୍ଫା ବୁଲିବା ବେଳେ ଘଟିଲା ଅଘଟଣ

କନକ ବ୍ୟୁରୋ: କଟକ ବାଙ୍କୀରେ ଥିବା ପର୍ଯ୍ୟଟନସ୍ଥଳୀ ପାଣ୍ଡବ ବଖରା ବୁଲିବାକୁ ଯାଇ ମହୁମାଛି ଆକ୍ରମଣରେ ଇଂଜିନିୟରିଂ ଛାତ୍ର ମୃତ । ମୃତକ ହେଉଛନ୍ତି ତାଳଚେର ଅଂଚଳର ଶୁଭେନ୍ଦୁ ସାହୁ । ସେ ତାଙ୍କ ସାଙ୍ଗ ଜାଗୃତି ଦାସ ଓ ଅବିନାଶ ଦାସଙ୍କ ସହ ପାଣ୍ଡବ ବଖରା ଗୁମ୍ଫା ବୁଲିବାକୁ ଯାଇଥିଲେ ।…

ଆଇଏଏସ୍ ପରୀକ୍ଷାରେ ପଛରେ ପଡିଲେ ପୁଅ । ସର୍ବଭାରତୀୟ ରାଙ୍କରେ ପ୍ରଥମ ୩ ଜଣ ଝିଅ ।

କନକ ବ୍ୟୁରୋ: ଶ୍ରୁତି ଶର୍ମା, ଅଙ୍କିତା ଅଗ୍ରୱାଲ, ଗାମିନି ସିଙ୍ଗ୍ଲା । ଶ୍ରୁତି ଶର୍ମା ଆଇଏଏସ୍ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ଅଙ୍କିତା ଅଗ୍ରୱାଲ । ୟୁପିଏସସି ପରୀକ୍ଷାରେ ତୃତୀୟ ରାଙ୍କ ହାସଲ କରିଛନ୍ତି ଗାମିନି ସିଙ୍ଗ୍ଲା । ଅର୍ଥାତ ଆଇଏଏସ ପରୀକ୍ଷାରେ ପ୍ରଥମ ତିନିଟି…

ସଧବା ନାରୀଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ବ୍ରତ । ମହାଆଡମ୍ବରରେ କିନ୍ନର ପାଳିଲେ ବ୍ରତ । 

କନକ ବ୍ୟୁରୋ:  ଦୁଇ ବର୍ଷର କରୋନା କଟକଣା ପରେ ଏବର୍ଷ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ସଧବା ମହିଳାମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କେହି କେହି ଘରକୁ ବ୍ରାହ୍ମଣକୁ ଡାକି ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି । ସଧବା ନାରୀଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ…

ମୁଁ ବୁଢ଼ା ନୁହେଁ: ପାଟ୍ଟଶାଣୀ । ଏବେ ଠିଆ କଲେ ମୁଁ ଜିତିବି ।

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ । ହେଲେ, ଏବେ ବି ଆଶା ଛାଡି ନାହାଁନ୍ତି । ଦଳରେ ଥିବା ଯାଏ କାମ କରିବେ ବୋଲି କହିଛନ୍ତି । ଏବଂ ପଜିଟିଭ୍ ଚନ୍ତାଧାର ନେଇ କାମ କରୁଛନ୍ତି ବୋଲି…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନବୀନ: କହିଲେ, ସୌଜନ୍ୟ ମୂଳକ ସାକ୍ଷାତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହେଲା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା, ଏକ ଏଭଳି ସମୟରେ ହୋଇଛି, ଯେତେବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଆବଶ୍ୟକ କରୁଛନ୍ତି, ଅନ୍ୟପଟେ ମୋଦୀ ସରକାର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆବଶ୍ୟକ କରୁଛନ୍ତି । ଅବଶ୍ୟ…

ରାଜଧାନୀରେ ଗଛକଟାକୁ ବିରୋଧ। ଦାୟାର ହେଲା ଏଫଆଇଆର ।

କନକ ବ୍ୟୁରୋ: ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ଗଛ କଟାଯିବାକୁ ନେଇ ଭିତରେ ଭିତରେ ଅସନ୍ତୋଷ କୁହୁଳୁଥିବାବେଳେ, ଆରମ୍ଭ ହୋଇଛି ବିରୋଧ । ମହାନଦୀ ବଂଚାଅ ଆନ୍ଦୋଳନର କର୍ମକର୍ତାମାନେ ଘଟଣାସ୍ଥଳକୁ ଯାଇ ଗଛ କଟାକୁ ବିରୋଧ କରିଛନ୍ତି । ଗଛ କାଟୁଥିବା ଲୋକଙ୍କ ଆଉ ଗଛ ନକାଟିବାକୁ କହିଛନ୍ତି ।…