Daily Archives

May 29, 2022

ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ନିରଞ୍ଜନ…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ…

ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଓଡ଼ିଆ ପରିବାର । ପତ୍ନୀ, ପୁଅ, ଝିଅଙ୍କ ସହ ନେପାଳ ବୁଲିଯାଇଥିଲେ ଭୁବନେଶ୍ୱର…

କନକ ବ୍ୟୁରୋ: ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଛି ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ । ନେପାଳର ‘ପୋଖରା’ ନାମକ ଏକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଯିବାବେଳେ ଆକାଶରେ ନିଖୋଜ ହୋଇଯାଇଥିଲା ଏକ ୪୩ ବର୍ଷର…

ହଟିଲା ସୁରକ୍ଷା ବଢିଲା ବିପଦ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ବାଲାଙ୍କୁ ଗୁଳି କରି ହତ୍ୟା

କନକ ବ୍ୟୁରୋ : ସୁରକ୍ଷା ହଟିବା ପରେ ପଞ୍ଜାବରେ ଆରମ୍ଭ ହୋଇଛି ଆକ୍ରମଣ । ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେ ବାଲାଙ୍କୁ କିଛି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଛନ୍ତି । ପଞ୍ଜାବର ମାନସା ଠାରେ ଥିବା ଜବାହରକେ ଗାଁ ନିକଟରେ କିଛି ଲୋକ ସିଦ୍ଧୁ ମୁସେ ବାଲାଙ୍କ ଉପରେ ଅଚାନକ ଗୁଳି…

ନିଖୋଜ ବିମାନର ମିଳିଲା ପତ୍ତା । ଲାମଚେ ନଦୀ ମୁହାଁଣରେ ପଡିଛି ବିମାନ ।

କନକ ବ୍ୟୁରୋ: ନେପାଳରେ ନିଖୋଜ ବିମାନର ମିଳିଲା ପତ୍ତା । ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ । ଦୁର୍ଘଟଣାଗ୍ରସ୍ତ ହୋଇ ଲାମଚେ ନଦୀ ମୁହାଁଣରେ ବିମାନ ପଡିଥିବା ସୂଚନା ମିଳିଛି । ନେପାଳରେ ଦୁର୍ଘଟଣାରେ ଶିକାର ହୋଇଥିବା ବିମାନରେ ଥିଲେ ୪ ଓଡିଆ । ଏହି ବିମାନରେ…

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ବାଲାଙ୍କୁ ଗୁଳକରି ହତ୍ୟା, ଗୋଟିଏ ଦିନ ପୂର୍ବରୁ ସୁରକ୍ଷା ପ୍ରତ୍ୟାହାର କରିଥିଲେ ସରକାର

କନକ ବ୍ୟୁରୋ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେ ବାଲାଙ୍କ ଉପରେ ଗୁଳିମାଡ ହୋଇଛି । ମାନସାର ଜବାହରକେ ଗାଁ ନିକଟରେ ତାଙ୍କ ଉପରକୁ ଗୁଳି ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ମାନସା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ…

ଆଧାର କାର୍ଡକୁ ନେଇ ପୁଣି ଆସିଲା ବଡ ଖବର , ସରକାର ସକାଳେ ଜାରି କରିଥିବା ବୟାନ ସନ୍ଧ୍ୟାରେ କଲେ ପ୍ରତ୍ୟାହାର

କନକ ବ୍ୟୁରୋ : କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ସରକାର ରବିବାର ସକାଳେ ଆଧାର କାର୍ଡକୁ ନେଇ କିଛି ବୟାନ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା କି ଆପଣ ନିଜର ଆଧାର କାର୍ଡର ଫଟୋ ଅନ୍ୟ କାହାକୁ ସେୟାର କରନ୍ତୁ ନାହିଁ । ଏନେଇ ସରକାର କହିଥିଲେ କି ଏଥିରେ…