Daily Archives

May 29, 2022

ସରିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର । ଭୋଟଗ୍ରହଣ ପାଇଁ ବୁଥ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି ।

କନକ ବ୍ୟୁରୋ: ମଙ୍ଗଳବାର ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଆଜି ଶେଷ ଦିନରେ ଭୋଟରକୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା । ଏଥର ବ୍ରଜରାଜନଗରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ସେପଟେ ମଙ୍ଗଳବାର ଦିନ…

ପାଟଣାଗଡ଼ରୁ ପାର୍ଲାମେଣ୍ଟ । ରାଜ୍ୟସଭା ସାଂସଦ ହେବେ ଆଦିବାସୀ ନେତା ନିରଞ୍ଜନ ବିଶି । ପଢନ୍ତୁ ତାଙ୍କ ଜୀବନଯାତ୍ରା…

କନକ ବ୍ୟୁରୋ: ପାଟଣାଗଡ଼ରୁ ପାର୍ଲାମେଣ୍ଟ । ରାଜ୍ୟସଭା ସାଂସଦ ହେବେ ଆଦିବାସୀ ନେତା ନିରଞ୍ଜନ ବିଶି । ଏ ଖବର ଜଣାପଡିବା ପରେ ସାରା ଜିଲ୍ଲାବାସୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଆଦିବାସୀ ଚେହେରା ଭାବେ ଲୋକଙ୍କ ଭିତରେ ନିଜର ପରିଚୟ ସୃଷ୍ଟି କରିଥିବା ନିରଞ୍ଜନଙ୍କ ପାଇଁ ପୂରା ସରପ୍ରାଇଜ ଥିଲା…

ବିଧାୟକଙ୍କ କ୍ୱାର୍ଟର ପାଇଁ ଚାଲିଛି ଆଖିବୁଜା ଗଛକଟା । ରାଜଧାନୀରେ ତାତି ବଢ଼ୁଥିବା ବେଳେ ପରିବେଶ ପାଇଁ ପରୱା ନାହିଁ ।

କନକ ବ୍ୟୁରୋ: ଖବର ବାଜୁଛି, ଆଉ ବେଧଡକ ରାଜଧାନୀ ଛାତିରେ ଚାଲିଛି ଗଛକଟା । ଆଜି ବି ଭୁବନେଶ୍ୱରର ୟୁନିଟ-୮ରେ ଗଛ କାଟିଛନ୍ତି ବନ କର୍ମଚାରୀ । ପ୍ରାୟ ୮ ଶହରୁ ଅଧିକ ଗଛ କଟାଯିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗଛ କଟାଗଲାଣି । ତେବେ ରାଜଧାନୀରେ ତାତି ବଢୁଥିବାବେଳେ ଏଭଳି…

ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବିବାଦ ତେଜୁଥିବା ବେଳେ କାଲି ମୋଦୀ-ନବୀନ ସାକ୍ଷାତ । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ…

କନକ ବ୍ୟୁରୋ: ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତରେ ପ୍ରଥମ ଦିନରେ ସେ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୀ…

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପୁଣିଥରେ ଚକମା ଦେଲେ ବିଜେଡି ସୁପ୍ରିମୋ । ନବୀନଙ୍କ ସରପ୍ରାଇଜ୍…

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ନିରଞ୍ଜନ ବିଶି ଜଣେ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ ଭାବେ ଉଭା ହୋଇଛନ୍ତି । ପଶ୍ଚିମ ଓଡିଶାର ଆଦିବାସୀ ନେତା ନିରଞ୍ଜନଙ୍କ ନାଁ କେହି ବି ଚିନ୍ତା କରିନଥିଲେ । ତାଙ୍କ ନାଁରେ କେଉଁଠାରେ ଆଲୋଚନା ମଧ୍ୟ ହୋଇନଥିଲା । ଦଳରେ ସେ କିଛି ଦିନ ତଳେ ସାମିଲ…

ବିବାଦୀୟ ସିଦ୍ଧୁ ମୁସେବାଲା । ବିବାଦୀୟ ଗାୟକଙ୍କର ପୂରା କାହାଣୀ ପଢନ୍ତୁ ..

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୧୯୯୩ ଜୁନ ୧୭ ତାରିଖରେ ସିଦ୍ଧୁ ମନସା ଜିଲ୍ଲାର ମୁସା ବାଲା ଗାଁରେ ଜନ୍ମ ହୋଇଥିଲେ । ପଞ୍ଜାବର ଜଣେ ଚର୍ଚ୍ଚିତ ଗାୟକ ଭାବେ ତାଙ୍କର ବେସ ପରିଚୟ ଥିଲା । ଅନେକ ଫ୍ୟାନ୍ସ ତାଙ୍କର ଦିୱାନା ଥିଲେ । ସିଦ୍ଧୁଙ୍କ…