Daily Archives

May 15, 2022

ନୃସିଂହନାଥଙ୍କ ବୈଶାଖ ମେଳା: ଚିରସ୍ରୋତା ଝରଣାର ମଜ୍ଜା ନେଉଛନ୍ତି ଭକ୍ତ

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଦର୍ଶନୀୟ ତଥା ଛତିଶଗଡର ଗଙ୍ଗା ଭାବରେ ବେଶ ପରିଚିତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ନୃସିଂହନାଥ ପୀଠ । କାହିିଁ କେଉଁ କାଳରୁ ଆଦିବାସୀ ସଂପ୍ରଦାୟର କନ୍ଧ ମାନେ ନୃସିଂହନାଥଙ୍କୁ ପୂଜା କରିଆସୁଥିଲେ । ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ଅବିବାହିତ ବ୍ରାହ୍ମଣ…

ସିପି ଛକରେ ଫ୍ରି ଫାୟାର ଖେଳୁଥିବା ନେଇ ପୋଲିସ ସ୍କାନରରେ ଥିଲେ କିଛି ପିଲା, ଏବେ ଚାଲିଗଲା ଯୁବକଙ୍କ ଜୀବନ

କନକ ବ୍ୟୁରୋ : ଫ୍ରି ଫାୟାର ଖେଳ ଜଣେ ପରେ ଜଣେ ଯୁବକଙ୍କ ଜୀବନ ନେବାରେ ଲାଗିଛି । ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଜଗତସିଂପୁର ଜିଲ୍ଲା ଜୟବଡ ଗ୍ରାମରେ ଜଣେ ପିଲା ଫ୍ରି ଫାୟାର ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣଙ୍କ ପିନ୍ଧିଥିବା ଲୁଗାକୁ ବେକରେ ବାନ୍ଧି ପଙ୍ଖାରେ…

ମନରେଗାରେ ବଡ଼ ଲୁଟ୍: ଶ୍ରମିକଙ୍କୁ ମଳୁନି କାମ, ଦାଦନ ମୁହାଁ ଓଡ଼ିଶା ଶ୍ରମିକ

କନକ ବ୍ୟୁରୋ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନଶ୍ଚିନ୍ତ ଯୋଜନା ତଥା ମନରେଗାରେ ଶ୍ରମିକଙ୍କୁ ମିଳୁନି କାମ । ମେସିନ୍ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଶ୍ରମିକ କାମ ନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । କେତକ କ୍ଷେତ୍ରରେ ମନରେଗାରେ ଶ୍ରମିକଙ୍କୁ ଜବ୍ କାର୍ଡ…

ଓଡ଼ିଶାରୁ ବାଇକରେ କେଦାରନାଥ ଯାତ୍ରା: ୧୫ ଦିନରେ ୫ ହଜାର କିଲୋମିଟରର ବାଟ ଅତିକ୍ରମ କଲେ ୬ ଯୁବକ

କନକ ବ୍ୟୁରୋ: ଓଡ଼ିଶାରୁ ବାଇକରେ କେଦାରନାଥ ଯାତ୍ରା । ପ୍ରାୟ ୫ ହଜାର କିଲୋମିଟର ଦୂରତା ଏହି କଠିନ ଯାତ୍ରାରେ ସଫଳ ହୋଇଛନ୍ତି ୬ ଓଡ଼ିଆ ଯୁବକ । ନବରଙ୍ଗପୁର ରାଇଘର ବ୍ଲକରୁ ୬ ଯୁବକ ତିନିଟି ବାଇକ୍ ନେଇ ୧୫ ଦିନରେ ଲକ୍ଷ୍ୟ ସ୍ଥଳ ଉତରାଖଣ୍ଡ କେଦାରନାଥରେ ପହଂଚି ପୁଣି ଫେରି ଆସିଛନ୍ତି । ସ୍ଥାନୀୟ…

ଲୋକଙ୍କ ଜୀବନ ସହ ଖେଳ: ୧୦ ବର୍ଷ ହେଲାଣି ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ, ଆସୁନାହାଁନ୍ତି ଡାକ୍ତର ଓ କର୍ମଚାରୀ 

କନକ ବ୍ୟୁରୋ: ୨୦୧୨ରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପଳାସୋଳ ପଂଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା । ପଳାସୋଳ ପଂଚାୟତ ସହ ଆଖପାଖ ୫ ଟି ପଂଚାୟତର ୧୦ ହଜାରରୁ ଅଧିକ ଲୋକଙ୍କ ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଂଚାଇବା ଲକ୍ଷ୍ୟ ରଖାଯାଇଥିଲା । ହେଲେ…

ଗସ୍ତ ପୂର୍ବରୁ ନେପାଳକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ,ଉଭୟ ପକ୍ଷର ସଂପର୍କକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଆସନ୍ତା କାଲି ଅର୍ଥାତ ମଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତରେ ଯାଉଛନ୍ତି । ହେଲେ ଗସ୍ତ ପୂର୍ବରୁ ଆଜି ସେ ନେପାଳ ଓ ଭାରତର ସଂପର୍କକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଭାରତ  ସହ ନେପାଳର ଅଦ୍ୱିତୀୟ ସଂପର୍କ ରହିଛି । ଏହାସହ ପୂର୍ବ…