Daily Archives

April 15, 2022

ଅଧା ବାଟରୁ ଫେରିଗଲେ ଆନ୍ଧ୍ର ଅଧିକାରୀ : କୋଟିଆରେ ବିଜୟ ଦିବସ ପାଳିବାକୁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କୁ ଫେରାଇଲେ…

କନକ ବ୍ୟୁରୋ : ଅଧା ବାଟରୁ ଫେରିଗଲେ ଆନ୍ଧ୍ର ଅଧିକାରୀ । କୋଟିଆରେ ବିଜୟ ଦିବସ ପାଳନ କରିବାକୁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି କୋଟିଆ ଗ୍ରାମବାସୀ । ଆନ୍ଧ୍ର ଅଫିସରମାନେ ମିଛ ପ୍ରତିଶୃତି ଦେଇ କାମ ହାସଲ କରୁଥିବା ଅଭିଯୋଗ କରଛନ୍ତି ଗ୍ରାମବାସୀ । ଆନ୍ଧ୍ରର ସାଲୁର ବିଧାୟକ…

ଦୁବାଇରେ ଥିବାବେଳେ ଅଘଟଣ । ପୁଅ ସହ ହସ୍ପିଟାଲରେ କଣ୍ଠଶିଳ୍ପୀ ଆଶା ଭୋଁସଲେ

କନକ ବ୍ୟୁରୋ: ପୁଅ ଆନନ୍ଦଙ୍କ ସହ ଦୁବାଇରେ କିଛି ଦିନ ରହିବାକୁ ଯାଇଥିଲେ ବଲିଉଡର ସୁନାମଧନ୍ୟା କଣ୍ଠଶିଳ୍ପୀ ଆଶା ଭୋଁସଲେ । ତାଙ୍କ ସହ ରହୁଥିଲେ ସାନ ପୁଅ ଆନନ୍ଦ ଭୋଁସଲେ । ହେଲେ ସେଠାରେ ଅଚାନକ ଆନନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ଏବେ ପୁଅ ସହ ହସ୍ପିଟାଲରେ ଅଛନ୍ତି ଆଶା ଭୋଁସଲେ ।…

ଫ୍ରି-ଫାୟାର ଗେମକୁ ନେଇ ନାବାଳକକୁ ହତ୍ୟା । ପଥରରେ ଛେଚି ଛେଚି ହତ୍ୟା କଲେ ୨ ଅଭିଯୁକ୍ତ ।

କନକ ବ୍ୟୁରୋ: ଫ୍ରି-ଫାୟାର ଗେମକୁ ନେଇ ନାବାଳକକୁ ହତ୍ୟା । କୋରାପୁଟ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ମସିପୁଟ ଗାଁରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ମୋବାଇଲ୍ ଖେଳିବାକୁ ନଦେବାରୁ ଜଣେ ନାବାଳକକୁ ହତ୍ୟା କରାଯାଇଛି । ୨ ଜଣ ଯୁବକ ପଥରରେ ଛେଚି ଛେଚି ନାବାଳକକୁ ହତ୍ୟା…

ହକି ବିଶ୍ୱକପକୁ ଆଖିରେ ରଖି ରାଜଧାନୀ ଆସିଥିଲା କୋକେନ୍ ! ବିଦେଶୀ ଦର୍ଶକଙ୍କୁ ଟାର୍ଗେଟ କରିଥାନ୍ତେ ବ୍ୟବସାୟୀ,…

କନକ ବ୍ୟୁରୋ : ରାଜଧାନୀରୁ କୋକେନ୍ ମିଳିବା ଘଟଣାରେ ବଡ ଖୁଲାସା । ହକି ବିଶ୍ୱକପକୁ ଆଖି ଆଗରେ ରଖି ଭୁବନେଶ୍ୱରକୁ କୋକେନ୍ ଆସିଥିଲା ବୋଲି ଏସଟିଏଫକୁ ସୂଚନା ମିଳିଛି । କନକ ନ୍ୟୁଜକୁ ସୂଚନା ଦେଇ ଏସଟିଏଫ କହିଛି, ଦିଲ୍ଲୀର ତୁର୍କମାନ ଗେଟରୁ କୋକେନର ମୁଖିଆ ଅପରେସନ କରୁଥିଲା । ଆସନ୍ତାବର୍ଷ…

ଝାରସୁଗୁଡାରେ ଅନ୍ଧବିଶ୍ୱାସ । ପୁଅ ବଞ୍ଚିଯିବା ଆଶାରେ ମନ୍ଦିରରେ ମୃତଦେହ ରଖି ଅଧିଆ ପଡିଲେ ବାପା-ମାଆ

କନକ ବ୍ୟୁରୋ : ୧୯ ବର୍ଷର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇସାରିଛି । କିନ୍ତୁ ଏହାକୁ ବିଶ୍ୱାସ କରିପାରନୁହାଁନ୍ତି ବାପା, ମାଆ । ପୁଅକୁ ପୁନର୍ବାର ଜୀବୀତ କରିବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛନ୍ତି । ଯେଉଁ ମହାଦେବଙ୍କ ନିଟକରେ ପୂଜା କରି ପୁଅଟେ ପାଇଥିଲେ ସେହି ମହାଦେବଙ୍କ…

ମାହାଙ୍ଗା କୁସୁପୁରରେ ହତ୍ୟା : ଡେମୋ ଦେଖାଇଲା ଶିବ ପ୍ରସାଦ ସାହୁ; କେମିତି ୫ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି…

କନକ ବ୍ୟୁରୋ : ମାହାଙ୍ଗା କୁସୁପୁରରେ ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ ସାହୁ । ଅଭିଯୁକ୍ତ ଦେଖାଉଥିବା ଡେମୋର ୨ଟି ଭିଡିଓ ଗ୍ରାର୍ଫି କରାଯାଇଛି । ଏହା ସହ କ୍ରାଇମ…