Daily Archives

February 21, 2022

ନୂଆ ଲୁକରେ ନବୀନ । ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ…

କନକ ବ୍ୟୁରୋ : ନୂଆ ଲୁକରେ ନବୀନ । ଟ୍ରାକ ପ୍ୟାଣ୍ଟକୁ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଟେନିସ କୋର୍ଟ ଓ ଇଣ୍ଡୋର ଷ୍ଟାଡିୟମ ବୁଲି…

ଯାଜପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ଫେରାର: ୧୧ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା 

କନକ ବ୍ୟୁରୋ: ବିଂଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର । ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଜଣଙ୍କୁ ଗିରଫ କରାଯାଇଛି । ଏସପି କହିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାରେ ୧୧ଜଣ ଗିରଫ କରାଯାଇଛି ଆଗକୁ ଜାରି ରହିବ ଗିରଫଦାରୀ ।…

ବିଞ୍ଝାରପୁରରେ ମହିଳା ବନାମ ପୋଲିସ: ସାମ୍ବାଦିକଙ୍କୁ ଆକ୍ରମଣ ପରେ ଉତ୍ୟକ୍ତ ମହିଳା ଓଗାଳିଲେ ପୁଲିସର ବାଟ

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବିଂଝାରପୁର ବାଛୋଳ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ । ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗାଁ ଉପରେ ତୀକ୍ଷ୍ଣ ନଜର ରହିଛି । ପୁଲିସ ଗାଁରେ ପଇଁତରା ମାରୁଛି । ଆଉ ଏତିକି ବେଳେ ପୁଲିସ ଓ ଗାଁର ମହିଳା ମୁହାଁମୁହିଁ…

ଥମୁନି ରାଜନୈତିକ ହିଂସା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ…

କନକ ବ୍ୟୁରୋ: ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନର ପଡିବ ଭୋଟ୍ । ୧୭ ହଜାର ୮୯ଟି ବୁଥରେ ହେବ ମତଦାନ । ଏଥିପାଇଁ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ସାମିଲ ହେବେ । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ବୁଥ ।…

୨୨ ବର୍ଷ ହେଲା ବନ୍ଦ ହୋଇପଡ଼ିଛି ବଡ଼ମ୍ବା ଚିନିକଳ । ହ୍ରାସ ପାଉଛି ଆଖୁ ଉତ୍ପାଦନ, ବେକାର ବସିଛନ୍ତି କର୍ମଚାରୀ ।

କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବଡ଼ମ୍ବା ଚିନିକଳ । ଏହି ଚିନିକଳ ଦ୍ୱାରା ଅଞ୍ଚଳର ଚାଷୀ ଓ କର୍ମଚାରୀ ଉପକୃତ ହେଉଥିଲେ । ୨୨ ବର୍ଷ ହେଲା ଏହି ଚିନି କଳ ବନ୍ଦ ହୋଇ ପଡ଼ିଥିବା ବେଳେ ଆଖୁ ଉତ୍ପାଦନ ହ୍ରାସ ପାଇଛି । ଚିନିକଳରେ କାମ କରୁଥିବା କର୍ମଚାରୀ ବେକାର ହୋଇ ବସିଛନ୍ତି ।…

ପୁଅ ଶୋଇଯା ନହେଲେ କେଜ୍ରିୱାଲ ଆସିଯିବେ । ଶୋଲେ ଫିଲ୍ମର ଡାଇଲଗ ମାରି ବିରୋଧୀଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ ।

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ବଡ ବୟାନ ଦେଇଥିଲେ ତାଙ୍କର ପୁରୁଣା ସାଥୀ କୁମାର ବିଶ୍ୱାସ । ଏପରିକି କେଜ୍ରିୱାଲଙ୍କର ଖଲିସ୍ଥାନୀ ସମର୍ଥକଙ୍କ ସହ ସୁ-ସମ୍ପର୍କ ଥିବା କହିଥିଲେ କୁମାର ବିଶ୍ୱାସ । ଆଉ…