Daily Archives

December 27, 2021

ସେଲଫି ସବୁ ସାରିଦେଲା । ସେଲଫି ନେବା ବେଳେ ନଦୀରେ ଭାସିଗଲା ପୂରା ପରିବାର ।

କନକ ବ୍ୟୁରୋ : ଗତ ରବିବାର ଦିନ ସେଲଫି ନେବାବେଳେ ଚେଙ୍ଗଲପଟ୍ଟୁର ପାଲାର ନଦୀରେ ଗୋଟିଏ ପରିବାରର ପୂରା ସଦସ୍ୟ ଭାସି ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ନଦୀରୁ କୌଣସି ମୃତଦେହକୁ ଉଦ୍ଧାର କରାଯାଇ ନଥିଲା। ନିଖୋଜଙ୍କ ମଧ୍ୟରେ ଲିୟୋନସିଂହ ରାଜା ରହିଛନ୍ତି । ଯିଏ…

କେମିତି କମିବ ରାଜ୍ୟର ଗରିବୀ ସଂଖ୍ୟା? ପଢନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କ’ଣ କହିଲେ ବିଶେଷଜ୍ଞ…

କନକ ବ୍ୟୁରୋ: କେମିତି କମିବେ ଗରିବ ତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବିଜେଡିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରିବେ । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଗରିବ ସଂଖ୍ୟା କମାଇବା ପାଇଁ ଲୋକଙ୍କୁ ରୋଜଗାର ଓ…

ବିଜେପି ସାଂସଦଙ୍କ ଟାର୍ଗେଟରେ ବିଜେପି ସାଂସଦ । ରବି କିଷାନ କହିଲେ, ଶସ୍ତା ବୟାନ ଦେଉଛନ୍ତି ବରୁଣ ଗାନ୍ଧୀ ।

କନକ ବ୍ୟୁରୋ : ବିଜେପି ସାଂସଦଙ୍କ ଟାର୍ଗେଟରେ ବିଜେପି ସାଂସଦ । ନାଇଟ କର୍ଫ୍ୟୁ ଓ ରାଜନୈତିକ ରାଲିକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ଦେଇଥିବା ବୟାନର କଡା ଜବାବ ରଖିଛନ୍ତି ଗୋରଖପୁରରୁ ସାଂସଦ ରବି କିଷାନ । ବରୁଣ ଏଭଳି ଶସ୍ତା ବୟାନବାଜି ବନ୍ଦ କରନ୍ତୁ । କିଛି ଲାଇକ ପାଇଁ ଟ୍ୱିଟରରେ…

ମୁଣ୍ଡ ନେଉଛି ମାଞ୍ଜା ସୂତା । କଟକଣାକୁ ବେଖାତିର୍ କରି କିଭଳି ଉଡୁଛି ଗୁଡି?

କନକ ବ୍ୟୁରୋ: ସୂତା ସହ କାଚଗୁଣ୍ଡ ଲଗାଇ ତିଆରି କରାଯାଇଥିବା ମାଞ୍ଜା ସୂତା ଜୀବନ ପାଇଁ କେତେ ବିପଦଜନକ ହୋଇପାରେ ତାହା ଗତକାଲିର ଘଟଣା ହିଁ ବୟାନ କରିସାରିଛି । ରାସ୍ତାରେ ସ୍ତ୍ରୀଙ୍କ ସହ ବାଇକରେ ଯାଉଥିବାବେଳେ ମାଞ୍ଜାସୂତାରେ ଯୁବକଙ୍କ ବେକ କଟିଯାଇଛି ଆଉ ପ୍ରାଣ ହରାଇଛନ୍ତି ଜଗତପୁର…

୧୯ ବର୍ଷରୁ କମ ଏସିଆ କପ୍ : ଆଫଗାନିସ୍ତାନକୁ ମାତ୍ ଦେଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ । 

କନକ ବ୍ୟୁରୋ :  ୧୯ ବର୍ଷରୁ କମ ଏସିଆ କପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଆଫଗାନିସ୍ତାନକୁ ମାତ୍ ଦେଇ ସେମିଫାଇନାଲ ଟିକେଟ ହାତେଇଛି ଭାରତ । ସୋମବାର ଖେଳାଯାଇଥିବା ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାଜିତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ଆଉ ଟିମ୍ ଇଣ୍ଡିଆର ଏହି…

ପିସିସି ପ୍ରତିଷ୍ଠା ଦିବସରେ ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ…

କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ପାୱାର ସୋ । ପ୍ରଦେଶ କଂଗ୍ରେସ ତାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ନବରଙ୍ଗପୁରରେ ବିଶାଳ ସମାବେଶର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଛି ଦଳ । ତେବେ ଏଥିରେ ଆକର୍ଷଣ ପାଲଟିଥିଲେ ଦଳର ଦୁଇ ନେତା, ଜିଗ୍ନେସ ମେୱାନୀ ଓ କହ୍ନେୟା କୁମାର ।…