Daily Archives

August 13, 2021

ତାମିଲନାଡୁ ସରକାରଙ୍କ ଘୋଷଣା : ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ, ମହିଳା ମାନଙ୍କୁ ୧୨ ମାସର ମାତୃତ୍ୱ ଛୁଟି

କନକ ବ୍ୟୁରୋ : ତାମିଲନାଡୁ ବିଧାନ ସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଏହି ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନୀବେଲ ତ୍ୟାଗରାଜନ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୩ ଟଙ୍କା ଟ୍ୟାକ୍ସ ଛାଡ…

ଜଙ୍ଗଲ ଜମି ପାଇଁ ଆନ୍ଦୋଳନ : ବିଲଡର ବିରୋଧରେ ଏକାଠି ହେଲେ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଗ୍ରାମବାସୀ

କନକ ବ୍ୟୁରୋ : ଜଙ୍ଗଲ ଜମି ପାଇଁ ଆନ୍ଦୋଳନ । ଏକାଠି ହେଲେ ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠରେ ଥିବା ନୂଆଗାଁର ଜଙ୍ଗଲ ଜମି ଜବରଦଖଲ କରିବାକୁ ଯୋଜନା କରିଥିବା ବିଲଡ଼ର ବିରୋଧରେ ଏକାଠି ହୋଇଛନ୍ତି ଗ୍ରାମବାସୀ । ବିଲଡ଼ର ସଂସ୍ଥା ପ୍ଲଟିଂ କରି ଜଙ୍ଗଲ ଜମି ବିକ୍ରି କରିବାକୁ ଚକ୍ରାନ୍ତ କରୁଥିବା…

ଆଫଗାନିସ୍ତାନର ସ୍ଥିତି ଗମ୍ଭୀର । ଭାରତୀୟଙ୍କ ସୁରକ୍ଷାକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା, ନାଗରିକଙ୍କୁ ଫେରାଇ…

କନକ ବ୍ୟୁରୋ : ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛନ୍ତି । ଏହାକୁ ନେଇ ଆଫଗାନିସ୍ତାନର ସ୍ଥତି ଏବେ ଗମ୍ଭୀର ରହିଛି । ଏଭଳି ସ୍ଥିତିକୁ ନଜରରେ ରଖି ଭାରତ ତରଫରୁ ଆଜି ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସେଠାରେ ଥିବା ଭାରତୀୟ…

କମିଶନରେଟ ପୋଲିସ ପଞ୍ଜାରେ ଚେନ୍ ଲୁଟେରା : ୭ଲକ୍ଷ ଟଙ୍କାର ୨୨ଟି ସୁନା ଚେନ ଜବତ

କନକ ବ୍ୟୁରୋ : କମିଶନରେଟ ପୋଲିସ ପଞ୍ଜାରେ ଚେନ୍ ଲୁଟେରା । ଲୁଟେରା ନିକଟରୁ ୨୨ଟି ସୁନା ଚେନ ଜବତ ହୋଇଛି । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଘରୁ ଲୁଟ ହୋଇଥିଲା ଏହି ସବୁ ସୁନା ଚେନ । ତାଙ୍କ ଡ଼୍ରାଇଭର ଏହି ଲୁଟରେ ସାମିଲ ଥିବାବେଳେ ଡ଼୍ରାଇଭର ସୁମନ ପ୍ରଧାନକୁ ଗିରଫ କରିଛି ସହିଦ ନଗର…

ଆଭ୍ୟନ୍ତରୀଣ କଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ : କହିଲେ, ବେନିୟମ କାମ କରୁଥିବା ଦଳୀୟ…

କନକ ବ୍ୟୁରୋ : ଅସନ୍ତୋଷ ପ୍ରକାଶ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ଜଗନ୍ନାଥ । ଏହି ନିର୍ବାଚନମଣ୍ଡଳୀରୁ ସେ ୩ ଥର ବିଧାନସଭା ନିର୍ବାଚନ ଲଢିଛନ୍ତି । ୨୦୦୯ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ପରେ ୨୦୧୪,…

ଆମେରିକାରେ କୋଭିଡ ଟିକାର ବୁଷ୍ଟର ଡୋଜକୁ ଅନୁମତି, କମ ରୋଗ ପ୍ରତିରୋଧକ ଶକ୍ତିଥିବା ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ

କନକ ବ୍ୟୁରୋ : ଆମେରିକା ଲୋକଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ଦେଇଛି । ଅର୍ଥାତ ଆମେରିକାରେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ ଟିକାର ତୃତୀୟ ଡୋଜ ଦିଆଯିବ । ଏବେ ମଡର୍ଣ୍ଣା ଓ ଫାଇଜର ଟିକାର ତୃତୀୟ ଡୋଜ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହି ଅନୁମତି ଫୁଡ ଆଣ୍ଡ ଡ୍ରଗ…