Daily Archives

March 3, 2021

ଥଟାମଜାରୁ ଦୁଇ ଛାତ୍ରଙ୍କ ମଧ୍ୟରେ ଛୁରାମାଡ : ଛୁରାମାଡରେ ଜଣେ ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ସ୍କୁଲ ଭିତରେ ଛୁରା ମାଡ । ଗଂଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଖବର । ଭଂଜନଗର ବୋରସିଂ ହାଇସ୍କୁଲରେ ଦସ୍ୱବ ଜଣ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଛି । ଥଟ୍ଟାମଜାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଉଭୟ ଛାତ୍ରଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ଜଣାପଡିଛି । ଜଣେ ଛାତ୍ରଙ୍କୁ…

ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରସ୍ତୁତ : ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ସିଇଓ

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ…

ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଟ୍ୱିଟ, କହିଲେ, ଶିମିଳିପାଳରେ ନିଆଁ…

କନକ ବ୍ୟୁରୋ : ବିପଦରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ଶିମିଳିପାଳ ଜଙ୍ଗଳ ଜଳିବା ଏସିଆ ପାଇଁ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଘଟଣା ପ୍ରତି ଜାତୀୟ…

ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ । କହିଲେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କହିବା…

କନକ ବ୍ୟୁରୋ : ଅନୁଛେଦ ୩୭୦ ଉପରେ ଟିପ୍ପଣୀ ଦେବାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରେଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ମିଳିଥିବା ସୂଚନା ମୁତାବକ ରଜତ୍ ଶର୍ମା ନାମକ ଜଣେ ବ୍ୟକ୍ତି…

ଦିଲ୍ଲୀ ନଗର ନିଗମ ଉପ-ନିର୍ବାଚନ ଫଳାଫଳ : ୫ ଆସନରୁ ୪ଟିରେ ଆପ୍ ର ବାଜିମାତ, ଗୋଟିଏରେ କଂଗ୍ରେସ, ବିଜେପିର ହାତ ଖାଲି

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ମୋଟ ୫ ଟି ଆସନରୁ ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ବିଜୟଲାଭ କରିଥିବା ବେଳେ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ତ୍ରୈଲୋକ୍ୟପୁରୀ, ରୋହିଣୀ, କଲ୍ୟାଣପୁରୀ ଓ ଶାଲିମାର ବାଗ ଆସନରେ ଆପ୍ ବାଜିମାତ୍…

କେନ୍ଦ୍ରାପଡା ରାଜନଗରରେ ମହାଦୁର୍ନୀତି ଅଭିଯୋଗ : ରାସ୍ତା କାମ ପାଇଁ ଗୋଟିଏ ମାସରେ ଦୁଇ ଦୁଇ ଜଣ ଠିକାଦାରଙ୍କୁ…

କନକ ବ୍ୟୁରୋ : ରାସ୍ତା କାମରେ ମହାଦୁର୍ନୀତି । ଗୋଟିଏ ରାସ୍ତା କାମ ପାଇଁ ଦୁଇ ଥର ଟେଣ୍ଡର । ମାଟି, ବାଲି ଓ ମୋରମ୍ କାମ ପରେ ସେହି ରାସ୍ତାରେ ପୁଣି ମାଟି କାମ କରିବା ପାଇଁ ଟେଣ୍ଡର ହୋଇଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜନଗରରୁ । ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆଖିବୁଜା…