Daily Archives

November 26, 2020

ପେଟପାଟଣା ପାଇଁ…ପୁଣି ଫେରୁଛନ୍ତି ଦାଦନ : ଖଟିବା ପାଇଁ ଓଡିଶାରୁ ବାହାର ରାଜ୍ୟକୁ ଯାଉଛନ୍ତି ଶ୍ରମିକ 

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦେଶରେ ଲକ୍ଡାଉନ୍ ଆରମ୍ଭ ହେବା ପରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କଳକାରଖାନା, ଦୋକାନ ବଜାର ବନ୍ଦ ରହିବା ଫଳରେ ରାଜ୍ୟ ବାହାରେ କାମ କରୁଥିବା ଲୋକେ ନିଜ ନିଜ ରାଜ୍ୟକୁ ଫେରି ଥିଲେ । ଓଡିଶାକୁ ମଧ୍ୟ ଫେରିଥିଲେ ପ୍ରବାସୀ ଓଡିଆ । କିନ୍ତୁ…

୧୨ ମାସ ସଂଘର୍ଷର ଅନ୍ତ : ଜଗାକୁ ଛାଡ଼ି ଚାଲିଗଲା ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ

କନକ ବ୍ୟୁରୋ : କଟକ ଏସସିବିରେ ଆଖି ବୁଜିଲା କାଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଛି । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ନେଇ ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଦିଲ୍ଲୀ ଏମସରେ ଯୋଡା ମୁଣ୍ଡ…

ଓସ୍କାର ଆୱାର୍ଡ ପାଇଁ ଭାରତରୁ ଯିବ ମାଲାୟଲମ ଫିଲ୍ମ ଜଲିକାଟୁ : ବଲିଉଡ, ମରାଠୀ ଫିଲ୍ମକୁ ପଛରେ ପକାଇ ଜଲିକାଟୁ ହେଲା…

କନକ ବ୍ୟୁରୋ : ୯୩ ଓସ୍କାର ଆୱାର୍ଡ ପାଇଁ ମାଲାୟଲମ ଫିଲ୍ମ ଜଲିକାଟୁ ଭାରତ ପକ୍ଷରୁ ମନୋନୀତ ହୋଇଛି । ଓସ୍କାରରେ ବେଷ୍ଟ ଇଂଟରନେସନାଲ ଫିଚର ଫିଲ୍ମ ଶ୍ରେଣୀରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ପଠାଯିବ । ଓସ୍କାର ଯିବା ପାଇଁ ଏକାଧିକ ଫିଲ୍ମ ଦୌଡରେ ରହିଥିଲେ ବି ବାଜି ମାରିନେଇଛି ମାଲାୟଲମ ଫିଲ୍ମ…

ନଭେମ୍ବର ୨୯ ରେ ଆଉ ଏକ ଲଘୁଚାପ : ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା; ବଢ଼ିବ ଶୀତର ପରିମାଣ

କନକ ବ୍ୟୁରୋ : ନଭେମ୍ବର ୨୯ ବେଳକୁ କେନ୍ଦ୍ରୀୟ ବ‌ଙ୍ଗୋପସାଗରର ଦକ୍ଷିଣ ଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ କ’ଣ ରହିବ ସେନେଇ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ପରପାରିରେ ବିଶିଷ୍ଟ ଫୁଟବଲର ମାରାଡୋନା : ୬୦ ବର୍ଷ ବୟସରେ ହୃଦଘାତରେ ଆର୍ଜେଂଟିନାର ଏହି ବିଶ୍ୱ ବିଜୟୀ ଖେଳାଳିଙ୍କ…

କନକ ବ୍ୟୁରୋ : ପରପାରିରେ ବିଶିଷ୍ଟ ଫୁଟବଲର ଡିଏଗୋ ମାରାଡୋନା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆର୍ଜେଂଟିନାର ଏହି ଖ୍ୟାତନାମା ଫୁଟବଲର ନିଜ ସମୟରେ ବିଶ୍ୱ ପ୍ରସିଦ୍ଧ ଥିଲେ । ଆର୍ଜେଂଟିନା ଗଣମାଧ୍ୟମର ସୂଚନା ଅନୁସାରେ ଏହି ୬୦…

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା :  ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ ୟୁନିୟନ

କନକ ବ୍ୟୁରୋ : ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଭାରତ ବନ୍ଦ ଡାକରା । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା । ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ ୟୁନିୟନ । ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍…