Daily Archives

September 4, 2020

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ : ହଟିଲା ନାକାବନ୍ଦୀ ସହ ଅନ୍ୟାନ୍ୟ କଟକଣା, ହୋଟେଲ୍‌ ବୁକିଂ ପାଇଁ ମିଳିଲା ଅନୁମତି

କନକ ବ୍ୟୁରୋ : ପର୍ଯ୍ୟଟନ ସହର ପୁରୀକୁ ଶେଷରେ ପର୍ଯ୍ୟଟକଙ୍କ ପାଇଁ ମୁକ୍ତ କରାଯାଇଛି। କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ପର୍ଯ୍ୟଟକଙ୍କ…

ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଆଇପିଏଲର ଖେଳସୂଚୀ । ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ସୂଚନା । ସେପ୍ଟେମ୍ବର…

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଆଇପିଏଲ ସିରିଜ୍ ପୁରା ସମୟସୂଚୀ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗତକାଲି ଏହି ସୂଚନା ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ସେ କହିଛନ୍ତି, ଆଇପିଏଲ କାର୍ଯ୍ୟସୂଚୀ ବାହାରିବାରେ ବିଳମ୍ବ ହୋଇଛି । କିନ୍ତୁ ଏହା ଶେଷ…

ବିପଦରେ ଚିଲିକା : ନଷ୍ଟ ହେଉଛି ଜୈବ ବିବିଧତା, ୯୩୬୪ ହେକ୍ଟର ଇଲାକାରେ ମାଟି ଘେରି; ଏକର ଏକର ମାଡ଼ି ଚାଲିଛି ନଳ ଘାସ

କନକ ବ୍ୟୁରୋ : ନୀଳାମ୍ବୁ ଚିଲିକା ଏବେ ବିପଦ ଆଡ଼କୁ ମୁହାଉଁଛି। ଏସିଆ ମହାଦେଶର ଏହି ବୃହତ୍ତମ ଲୁଣା ହ୍ରଦ ପାଇଁ ବିପଦ ସାଜିଛି ବେଆଇନ ଚିଙ୍ଗୁଡ଼ି ଘେରି ଏବ˚ ନଳ ଘାସ। ଚିଲିକାକୁ ଘେରି ଗଢ଼ି ଉଠିଛି ଚିଙ୍ଗୁଡ଼ି ଚାଷ ପାଇଁ ହଜାର ହଜାର ହେକ୍ଟର ମାଟି ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି…

ସଂସଦ ଅଧିବେଶନ : ସାଂସଦ ଏବଂ ପରିବାର ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରିବା ବାଧ୍ୟତାମୂଳକ କଲା ସଂସଦ ସଚିବାଳୟ ।…

କନକ ବ୍ୟୁରୋ : ସଂସଦ ଅଧିବେଶନରେ ଯୋଗଦେବା ପୂର୍ବରୁ ସମସ୍ତ ସାଂସଦ ଏବଂ ସେମାନଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରିଛି ସଂସଦ ସଚିବାଳୟ । ଏଥିପାଇଁ ସଂସଦ ମଧ୍ୟରେ ଏକ ପରୀକ୍ଷଣ କେନ୍ଦ୍ର ଖୋଲାଯାଇଛି । ସେମାନେ ସେଠାରେ ଆଂଟିଜେନ୍ ଟେଷ୍ଟ କରିପାରିବେ…

ସୁଧୁରିବା ଆରମ୍ଭ କଲାଣି ଶିଳ୍ପ ଅର୍ଥନୀତି : ଏପ୍ରିଲ୍ ପରେ ଆସିଲାଣି ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ

କନକ ବ୍ୟୁରୋ : କରୋନା ମହାମାରୀ ସାରା ବିଶ୍ବରେ ଭୟ ସୃଷ୍ଟି କରିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ମାତ୍ର ଓଡ଼ିଶା ଅର୍ଥନୀତି ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇନାହିଁ। ଗତ ଏପ୍ରିଲ୍‌ରୁ ଅଗଷ୍ଟ ଭିତରେ ଓଡ଼ିଶା ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ ହାସଲ…

କରୋନା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଚିନ୍ତା ବଢାଉଛି କଟକ ଓ ଭୁବନେଶ୍ୱର : କୋଭିଡ ରଣନୀତିକୁ ସଠିକ ଭାବେ…

କନକ ବ୍ୟୁରୋ : ଜାତୀୟସ୍ତରରେ କୋଭିଡ୍ ସ୍ଥିତି ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛିା କିନ୍ତୁ ଚିନ୍ତା ବଢାଉଛି କଟକ ଓ ଭୁବନେଶ୍ୱର । ଗତ କିଛି ଦିନ ହେଲା ଏହି ଦୁଇ ସହରରେ ସଂକ୍ରମଣ ବହୁ ମାତ୍ରାରେ ବଢିଛି । ଏହା ରାଜ୍ୟର କରୋନା ଚିତ୍ରକୁ ଉଦ୍ବେଗଜନକ କରୁଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ…