କନକ ବ୍ୟୁରୋ: ରେକର୍ଡ଼ କଲେ ୪ ବର୍ଷିୟ ଝିଅ । ଏତେ କମ୍ ବୟସ... କଥା କହିବା ବି ଜାଣିନାହାନ୍ତି । ହେଲେ ଦେଶର ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟ ଓ ରାଜଧାନୀର ନାମ, ରାଜ୍ୟର ବିଭିନ୍ନ ଜିଲ୍ଲାର ନାମ ବେଶ ସ୍ପଷ୍ଟ ଭାବେ କହି ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଛନ୍ତି କୁନିଝିଅ । ଏହା ସହ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ଅନେକ ପୁରସ୍କାର ପାଇଛନ୍ତି । ୩୦ ସେକେଣ୍ଡରେ ବିଶ୍ୱର ୩୦ଟି ବୈଜ୍ଞାନିକଙ୍କ ନାମ କହି କଲାମ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ହାତେଇଛନ୍ତି କୁନିଝିଅ ଆରାଧ୍ୟା ।
ରେକର୍ଡ଼ କଲେ ୪ ବର୍ଷିୟ କୁନି ଝିଅ ଆରାଧ୍ୟା । କଲାମ୍ ୱାଲ୍ଡ ରେକର୍ଡର ହେଲେ ଅଧିକାରୀ ।
/kanak/media/post_attachments/wp-content/uploads/2024/06/Screen-Shot-2024-06-29-at-2.23.06-PM.png)