Daily Archives

September 4, 2020

ବାଲେଶ୍ୱର ସିମୁଳିଆରେ ଗାଡିର ତାଲାଭାଙ୍ଗି ଚୋରି କରିବାବେଳେ ଧରାପଡିଲେ ଚୋର : ୩ ଯୁବକଙ୍କୁ କାବୁ କରି ଗାଁ ଲୋକଙ୍କ…

କନକ ବ୍ୟୁରୋ : ଘରୁ ବାଇକ ଚାବି ଭାଙ୍ଗି ଚୋରି କରି ନେଇଯିବା ବେଳେ ଧରା ପଡିଛନ୍ତି ଚୋର । ଗ୍ରାମବାସୀ ତିିନି ଜଣ ବାଇକ ଲୁଟେରାଙ୍କୁ କାବୁ କରି ଉତମମଧ୍ୟମ ଦେଇ ପୁଲିସ ଜିମା ଦେଇଛନ୍ତି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ । ତିନି ଜଣ ଯୁବକ ଆଜି ଭୋରରୁ…

ମୌସୁମୀ ଦୁର୍ବଳ : ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି; ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୬ ତାରିଖରେ ବୃଦ୍ଧି ପାଇବ…

କନକ ବ୍ୟୁରୋ : ରାଜ୍ୟରେ ଏବେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ବିକାନେର୍‌, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷିଣ ଆସାମ ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ…

ଲଦ୍ଦାଖରେ ଉତେଜନା ପରେ ଏଲଏସିରେ ଚୀନ ଠୁଳ କରୁଛି ସେନା : ଚୁସୁଲର ଅପରପାଶ୍ୱର୍ରେ ସଂଖ୍ୟାଧିକ ସଶସ୍ତ୍ର ସେନା ମୁତୟନ…

କନକ ବ୍ୟୁରୋ : ପୂର୍ବ ଲଦାଖର ଚୁସୁଲ ସେକ୍ଟର ଅପର ପକ୍ଷରେ ସଂଖ୍ୟାଧିକ ସେନା ଠୁଳ କରୁଛି ଚୀନ । ଏଲଏସିର ପୂର୍ବ ଲଦାଖ ଅଂଚଳର ଥାକୁଙ୍ଗ ଠାରୁ ଲେକିଙ୍ଗ-ଲା ଯାଏଁ ଉଚ୍ଚ ପାର୍ବତ୍ୟ ଅଂଚଳ ତଥା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡିକରେ ଭାରତୀୟ ସେନାଙ୍କ କବଜା ପରେ ଚୀନ ବିଚଳିତ ହୋଇଛି…

ସୁଶାନ୍ତ ଆତ୍ମହତ୍ୟା ମାମଲା । ଗାର୍ଲଫ୍ରେଣ୍ଡ ରିୟାଙ୍କ ମୁମ୍ବାଇ ଘରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଟିମ, ଡ୍ରଗ୍ସ…

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କ ଘରେ ରେଡ କରିିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ସକାଳେ ଏନସିବିର ଏକ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରୁଛନ୍ତି । ଡ୍ରଗ୍ସ ଆଂଗଲକୁ ନେଇ ରିୟାଙ୍କ ଘରେ ଏନସିବି ଟିମ ସର୍ଚ୍ଚ କରୁଥିବା…

ଜେଲ୍ ସଂକ୍ରମଣ ରୋକିବାକୁ ଗୃହ ବିଭାଗର ନୂଆ ଏସ୍ଓପି, ପିପିଇ କିଟ୍ ପିନ୍ଧିବାକୁ ଏସକର୍ଟଙ୍କୁ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜେଲରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂଆ ଏସ୍ଓପି ଜାରି କରିଛି ଗୃହ ବିଭାଗ। ପୁଲିସ, ଭିଜିଲାନ୍ସ, ଅବକାରୀ ଓ ଜଙ୍ଗଲ ବିଭାଗ ଦ୍ୱାରା ଗିରଫ ଅଭିଯୁକ୍ତଙ୍କ ପାଇଁ ନୂଆ ଏସ୍ଓପି କରାଯାଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର…

୫ ମାସରେ ବିଏମ୍‌ସିର ଆୟ ୧୦ କୋଟି : ୭୬୮ କୋଟିର ବଜେଟ୍‌ ସ୍ୱପ୍ନ

କନକ ବ୍ୟୁରୋ :  ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ଅଭାବ ଯୋଗୁଁ ବିଭିନ୍ନ ବିଭାଗକୁ ଅର୍ଥ ଦିଆଯାଉନି। ଏହି ଫାଶରେ ଏବେ ବିଏମ୍‌ସି ପଡ଼ି ଯାଇଛି। ବିଏମ୍‌ସିକୁ ବି କୌଣସି ନୂଆ ପ୍ରକଳ୍ପ ପାଇଁ ଟଙ୍କା ମିଳିବାର…