Daily Archives

August 12, 2020

ଚୌଦ୍ୱାର ଅଂଚଳରେ ଗ୍ୟାରେଜରୁ ଜବତ ହେଲା ବେଆଇନ ପିଡିଏସ କିରୋସିନ: ପେଟ୍ରୋଲ ଓ ଡିଜେଲ ସହିତ ମିଶାଇ ବିକ୍ରି କରାଯାଉଥିବା…

କନକ ବ୍ୟୁରୋ: ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗୁଳି ନିକଟସ୍ଥ ଏକ ଗ୍ୟାରେଜରୁ ବିପୁଳ ପରିମାଣର କିରୋସିନ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ବିଶେଷସୁତ୍ରରୁ ଖବର ପାଇ ଏହି ଗ୍ୟାରେଜ ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବେଆଇନ ଭାବେ ଗଚ୍ଛିତ ଥିବା ୪୨ହଜାର ଲିଟର ପିଡିଏସ କିରୋସିନ ଜବତ…

ଆଜି ବିଶ୍ୱ ହସ୍ତୀ ଦିବସ : ଜୀବନ ଯାଉଛି… ଜୀବନ ନେଉଛି…ହାତୀ-ମଣିଷ ଲଢ଼େଇରେ ୬ ବର୍ଷରେ ମଲେଣି ୧୪୬ ହାତୀ, ୧୯୨ ମଣିଷ

କନକ ବ୍ୟୁରୋ: ଆଜି ହସ୍ତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ…

କରୋନା ଆକ୍ରାନ୍ତ ହେବା ପରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ପଚାରି ବୁଝିଲେ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେବା ପରେ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ ଯୋଗେ ସୌମ୍ୟରଞ୍ଜନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା…

ପିଜି ନାମଲେଖା ଲାଗି ଆଜିଠୁ ଆବେଦନ, :୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ; ଭିନ୍ନକ୍ଷମ ଓ…

କନକ ବ୍ୟୁରୋ : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନ ୨ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ‌ହୋଇ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ…

ବଲିଉଡ୍ ଅଭିନେତା ସଂଜୟ ଦତଙ୍କୁ କ୍ୟାନ୍ସର । ଫୁସଫୁସ୍ କ୍ୟାନସର ଷ୍ଟେଜ୍-ଥ୍ରୀରେ ଥିବା ଜଣାପଡ଼ିବା ପରେ ଆମେରିକା ଯାଇ…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଂଜୟ ଦତ ଫୁସଫୁସ୍ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଫୁସ୍ଫୁସ୍ କ୍ୟାନ୍ସର ଷ୍ଟେଜ୍-ଥ୍ରୀରେ ଥିବା ଜଣାପଡ଼ିବା ପରେ ଆମେରିକା ଯାଇ ଚିକିତ୍ସା କରିବେ ସଂଜୟ । ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ସଂକଟ ହେବା ଯୋଗୁଁ ଗତ ୮ ତାରିଖରେ ଚିକିତ୍ସା ପାଇଁ…

କାଲିଠୁ ପ୍ରବଳ ବର୍ଷିବ ! ରାଜ୍ୟରେ ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

କନକ ବ୍ୟୁରୋ: ମୌସୁମୀ ଟ୍ରଫ୍‌ ଏବେ ବିକାନେର୍‌, ଗ୍ବାଲିଅର୍‌, ସିଧି, ଦେହରି, ଧାନ ବାଦ୍‌ ଓ କୋଲ କାତା ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ମୁହାଁ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ…