Daily Archives

July 27, 2020

ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା :  ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା…

କନକ ବ୍ୟୁରୋ : ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି,   ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ ।  ତାପରେ ଦିଲ୍ଲୀ, ମୁମ୍ବାଇ ଭଳି ସଂଖ୍ୟା କମିବ ।ବସ୍ତିରେ ଏବେ ଅଧିକ ସଂଖ୍ୟକ ପଜିଟିଭ ବାହାରୁଛି । ତେଣୁ ବସ୍ତିରେ…

କୋଭାକ୍ସିନ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଉତ୍ସାହଜନକ ଥିବା ଦାବି କଲେ ପିଜିଆଇଏମସର ଟିକା ପରିକ୍ଷଣ ମୁଖ୍ୟ : କହିଲେ,…

କନକ ବ୍ୟୁରୋ : ଭାରତର ସ୍ୱଦେଶୀ କରୋନା ଟିକା କୋଭାକସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍ ଉତ୍ସାହଜନକ ରହିଛି । ରୋହତକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସରେ ଟିକା ପରୀକ୍ଷଣ ଟିମର ମୁଖ୍ୟ ଡାକ୍ତର ସବିତା ବର୍ମା ଏହି ଦାବି କରିଛନ୍ତି । ସେ କହିଛନ୍ତି, ରୋହତକ ସ୍ଥିତ ପିଜିଆଇଏମସରେ…

ସାନିଟାଇଜରକୁ ନେଇ ସତର୍କ କରାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ: ଶରୀର ପାଇଁ ଭାରି ବିପଦ ହ୍ୟାଣ୍ଡ ସାନିଟାଇଜର? ଆଖି, ନାକ…

କନକ ବ୍ୟୁରୋ: ବିଶ୍ୱ ବ୍ୟାପୀ ଭୟଙ୍କର ତାଣ୍ଡବ ରଚିଚାଲିଛି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ପରିଷ୍କାର-ପରିଚ୍ଛନ୍ନ ରହିବା ସହ ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷାକରିବାକୁ…

ଆଇଏଏସ ସ୍ତରରେ ଅଦଳ ବଦଳ : ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିସନର; ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରମୁଖ…

କନକ ବ୍ୟୁରୋ : ଆଇଏଏସ ସ୍ତରରେ ଅଦଳ ବଦଳ । ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ସହ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏମଏସଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ…

ଦେଶ ତୁଳନାରେ ଓଡିଶାରେ ସୁସ୍ଥ ହାର ଅଧିକ ଓ ମୃତ୍ୟୁ ହାର କମ୍ : ସର୍ବଭାରତୀୟ ସ୍ତରରେ ସୁସ୍ଥ ହାର ୬୧.୬୯ ପ୍ରତିଶତ…

କନକ ବ୍ୟୁରୋ : ଭାରତ ଅପେକ୍ଷା ଓଡିଶାରେ କରୋନା ଆକ୍ରାନ୍ତ ବୃଦ୍ଧି ହାର ଅଧିକ । ତଥ୍ୟ ଅନୁସାରେ, ଭାରତରେ ପଜିଟିଭ୍ ହାର ୯ ଦଶମିକ ଛଅ ନଅ ପ୍ରତିଶତ ଥିବାବେଳେ ଓଡିଶାରେ ଏହି ହାର ୧୬ଦଶମିକ ୧୧ ପ୍ରତିଶତ ରହିଛି । ସେହିପରି ଦୈନିକ ଆକ୍ରାନ୍ତଙ୍କ ବୃଦ୍ଧି ହାର ଭାରତରେ ୩ ଦଶମିକ ୬ ପ୍ରତିଶତ…

କଟକରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ ଯିବାକୁ ନାରାଜ ଆକ୍ରାନ୍ତ : ୧୦୦ ଜଣଙ୍କ ନାଁରେ ଲାଲବାଗ ଥାନାରେ…

କନକ ବ୍ୟୁରୋ : କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲ ଯିବାକୁ ନାରାଜ ଆକ୍ରାନ୍ତ । ଖଡବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ପରେ ଏହି ଅଂଚଳରୁ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ କଟକ ମହାନଗର ନିଗମ ପକ୍ଷରୁ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାକୁ…