ଆଇଏଏସ ସ୍ତରରେ ଅଦଳ ବଦଳ : ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିସନର; ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ସହ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅତିରିକ୍ତ ଦାୟିତ୍ୱ

ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ: ଖଣି ଓ ଇସ୍ପାତ ବିଭାଗ ସଚିବ ହେଲେ ସୁରେନ୍ଦ୍ର କୁମାର

795

କନକ ବ୍ୟୁରୋ : ଆଇଏଏସ ସ୍ତରରେ ଅଦଳ ବଦଳ । ରାଜକୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିସନର । ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ସହ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏମଏସଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଖଣି ଓ ଇସ୍ପାତ ବିଭାଗ ସଚିବ ହେଲେ ସୁରେନ୍ଦ୍ର କୁମାର । ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.