Daily Archives

July 23, 2020

କରୋନା ନେଲା ଆଉ ୬ଜଣଙ୍କ ଜୀବନ । ମୋଟ ମୃତ୍ୟୁସଂଖ୍ୟା ୧୧୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କନକ ବ୍ୟୁରୋ : ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା । ଓଡ଼ିଶାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନୂଆ ୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଲା । ଗଞ୍ଜାମରୁ ୫ଜଣ ଓ ଖୋର୍ଦ୍ଧାରୁ ଜଣେ…

ରାଜ୍ୟରେ ବଢିଲା କରୋନାର କାୟା : ଆଜି ଦିନକରେ ୧୨୬୪ ସର୍ବାଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ଗଞ୍ଜାମରୁ ସର୍ବାଧିକ…

ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମହାମାରୀ । ଆଜି ଗୋଟିଏ ଦିନରେ ସର୍ବାଧିକ ୧୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ କୁ ବୃଦ୍ଧି ହୋଇଛି। କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪୭…

ସୋନପୁରର ବିନିକାରେ ଟ୍ରିପଲ ମର୍ଡର : ବାପା, ମାଆ ସହ ୨୫ ବର୍ଷର ପୁଅକୁ ନର୍ମମ ହତ୍ୟା; କାରଣ ଅସ୍ପଷ୍ଟ 

କନକ ବ୍ୟୁରୋ : ସୋନପୁରର ବିନିକାରେ ଟ୍ରିପଲ ମର୍ଡର ।  ଏହି ଅଂଚଳର ସିଲଟି ଗାଁରେ ସ୍ୱାମୀ, ସ୍ତ୍ରୀ ଓ ପୁଅକୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ମୃତ ୩ ଜଣ ହେଲେ  ବୁଲୁ ଭୋଇ, ତାଙ୍କ ସ୍ତ୍ରୀ  ବୈଦେହି ଭୋଇ ଓ ପୁଅ ଶିବ ଭୋଇ ।  ତେବେ କେଉଁ କାରଣରୁ  ଏମାନଙ୍କୁ ହତ୍ୟା କରାଯାଇଛି  ତାହା …

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଲା ହ୍ୟାଣ୍ଡରାଇଟ ବ୍ୟୁରୋର ରିପୋର୍ଟ : ହାତଲେଖା ଚିଠି ଆଦିତ୍ୟଙ୍କର ବୋଲି ସ୍ପଷ୍ଟ;…

କନକ ବ୍ୟୁରୋ : ଆସିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍ ର ସତ । ହାତଲେଖା ଡାଏରୀ ଆଦିତ୍ୟଙ୍କର । ହ୍ୟାଂଡ ରାଇଟିଂ ବ୍ୟୁରୋରୁ ଆସିଥିବା ରିପୋର୍ଟରୁ ଏହା ଜଣାପଡିଛି । ଏକ୍ସପର୍ଟଙ୍କ ମତାମତ ପରେ ଜିଆରପିକୁ ଏହି ରିପୋର୍ଟ ହସ୍ତାନ୍ତର କରାଯାଇଛି । ହାତଲେଖା ଡାଇରୀ ଚିଠି ଆଦିତ୍ୟଙ୍କର…

ଦେଶରେ କରୋନାର ଭୟଙ୍କର ସ୍ଥିତି : ୨୪ ଘଂଟାରେ ୪୫ ହଜାରରୁ ଅଧିକ ପଜିଟିଭ୍ ସହିତ ଦେଶରେ ୧୨ ଲକ୍ଷ ଟପିଲା ମୋଟ୍…

ଗତ ୨୪ ଘଂଟାରେ ୪୫ ହଜାରରୁ ଅଧିକ ପଜିଟିଭ୍ ସହିତ ଦେଶରେ ୧୨ ଲକ୍ଷ ଟପିଲା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ହଜାରେରୁ ଅଧିକ ମୃତ୍ୟୁ ସହିତ ଦେଶରେ ୨୯ ହଜାର ଅତିକ୍ରମ କରିଛି କରୋନା ମୃତ୍ୟୁ । ଯାହାକି ଗୋଟିଏ ଦିନରେ ରେକର୍ଡ ପରିମାଣର ବୃଦ୍ଧି । ଗତ ୨୪ ଘଂଟାରେ ସାରା ଦେଶରେ ୪୫…

କରୋନା ଭୟରେ ଶବକୁ ମିଳିଲାନ ସମ୍ପର୍କୀୟଙ୍କ କାନ୍ଧ : ୭୫ ବର୍ଷିୟା ବୃଦ୍ଧାଙ୍କ ପଡିରହିଲା ମୃତଦେହ; ସଂରପଚ ଓ ସ୍ଥାନୀୟ…

କନକ ବୁରୋ : ବୃଦ୍ଧାଙ୍କୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ସାହାହେଲେ ସଂରପଚ ଓ ସ୍ଥାନୀୟ ଯୁବକ । ଏଭଳି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଅଂଚଳରୁ । ଏଠାକାର ବୋରିଗାଁଓ ପଂଚାୟତ ଜାକରପଲ୍ଲୀ ଗାଁର ୭୫ ବର୍ଷିୟ ବୃଦ୍ଧା ଜି ବୁଡିଆତ୍ମାଙ୍କ ମୃତ୍ୟୁ ହୋଇଥିଲା । କରୋନା ଭୟରେ…