Daily Archives

July 18, 2020

ପାଠ୍ୟ ପୁସ୍ତକରେ ଏବେ ବି ବଦଳିନି କଳାହାଣ୍ଡି: ଦାରିଦ୍ର୍ୟ ଓ ଆନାହାରର ଭୂଖଣ୍ଡ ଭାବେ ଚିତ୍ରଣ କଲା ଏନସିଆରଟି; ଉଠିଲା…

କନକ ବ୍ୟୁରୋ: ସମୟ ବଦଳିଛି, ସମୟ ସହ ତାଳ ଦେଇ ଆଗକୁ ବଢୁଛି କଳାହାଣ୍ଡି । ହେଲେ ପାଠ୍ୟ ପୁସ୍ତକରେ ବଦଳି ପାରୁନି କଳାହାଣ୍ଡିର ଚିତ୍ର । ଏନସିଇଆରଟି ଦ୍ୱାରା ପଂଚମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ବିବାଦୀୟ ବର୍ଣ୍ଣନା ରହିଛି । ଏଥିରେ…

ଜୁଲାଇ ମାସରେ କରୋନା ସ୍ଥିତି ଗମ୍ଭୀର । ମାସ ଶେଷ ସୁଦ୍ଧା ୨୫ ହଜାର ଛୁଇଁପାରେ ଆକ୍ରାନ୍ତଙ୍କ ସଂଖ୍ୟା । ସରକାରୀ ମଡେଲ…

କନକ ବ୍ୟୁରୋ : ଚଳିତମାସ ରାଜ୍ୟରେ କରୋନା ସଂକ୍ରମଣ ୨୫ହଜାର ଛୁଇଁପାରେ। ସରକାରଙ୍କ କରୋନା ନେଇ ଚାଲିଥିବା ଗାଣିତିକ ବା ମାଥମେଟିକାଲ ମଡେଲ ଏଭଳି ସୂଚନା ଦେଉଛି । ମାତ୍ର କେତେ ସଂଖ୍ୟକ ମୃତ୍ୟୁ ହେବ ତାହା ଏହି ମଡେଲରେ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମଡେଲ ସଂପର୍କରେ…

ଅଧା ବାଟରେ ମୌସୁମୀ ନିଖୋଜ ! ରାଜ୍ୟରେ ଆଗକୁ ବେଶି ବର୍ଷା ନାହିଁ

କନକ ବ୍ୟୁରୋ : ରାଜ୍ୟରେ ସମୁଦାୟ ଭାବେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ଜୁନ୍‌ ଓ ଜୁଲାଇ ମାସରେ ଉପକୂଳ ଜିଲ୍ଲାଗୁଡ଼ିକରେ ଅଭାବୀ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୨ ସପ୍ତାହରେ ମଧ୍ୟ ରାଜ୍ୟରେ ବିଶେ‌ଷ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଦୁର୍ବଳ…

୪ ଜିଲ୍ଳାରେ ୧୪ ଦିନ ଯାଏଁ ସାଲିସ୍ ନାହିଁ: ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା; କହିଲେ, କଡାକଡି ଭାବେ…

କନକ ବ୍ୟୁରୋ: ପ୍ରଥମେ ପ୍ରାୟ ୭୦ ଦିନ ଧରି ଲକ୍ଡାଉନ୍ ରହିବା ପରେ ଅନ୍ଲକ୍ ପର୍ଯ୍ୟାୟ ଭିତରେ ପଶିଥିଲା ଓଡିଶା । ହେଲେ ବିଶେଷ କିଛି ଫଳ ମିଳିଲା ନାହିଁ । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିଲା କରୋନା । କିନ୍ତୁ ସରକାର ଆଉ କିଛି ବାଟ ନପାଇ ପୁଣି ଥରେ ସେହି…