Daily Archives

July 13, 2020

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଟଙ୍କା ଉଠାଇଲେ ଲାଗିବ ଟ୍ୟାକ୍ସ । ଜମାଖାତାରୁ କ୍ୟାସ୍ ବାହାର କଲେ ଏବେ…

କନକ ବ୍ୟୁରୋ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ବ୍ୟାଙ୍କରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଟ୍ୟାକ୍ସ । ଏନେଇ ଟ୍ୱଟ କରି ସୂଚନା ଦେଲା ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏନେଇ ସତର୍କ କରାଇଛି ଯେ, ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇଲେ…

ଗାଡ଼ି ପଞ୍ଜୀକରଣ ପୂର୍ବରୁ ଫାସ‌ଟ୍ୟାଗ୍ ବିବରଣୀ ନେବାକୁ ନିର୍ଦେଶ : ଏଣିକି ନୂଆ ଗାଡ଼ି ପଞ୍ଜୀକରଣ ବେଳେ ଦେବାକୁ ପଡିବ…

କନକ ବ୍ୟୁରୋ : ଗାଡ଼ିର ପଞ୍ଜୀକରଣ କରିବା କିମ୍ବା ଫିଟ୍‌ନେସ୍ ସାର୍ଟିଫିକେଟ୍ ଜାରି କରିବା ପୂର୍ବରୁ ଫାସ୍‌ଟ୍ୟାଗ୍ ବିବରଣୀ ସଂଗ୍ରହ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟ କରିବା ଲାଗି ନ୍ୟାସନାଲ୍ ଇନଫର୍ମେଟିକ୍ ସେଣ୍ଟର୍‌ ଏନ୍‌ଆଇସିକୁ ନିର୍ଦେଶ ଦିଆଯାଇଛି। ଏନ୍‌ଆଇସିକୁ…

କରୋନା କଟକଣା ଓ ସୀମା ବିବାଦ ଭିତରେ ବିବାହ: ବିଦେଶୀନିଙ୍କ ହାତ ଧରିଲେ ଓଡିଆ ଯୁବକ; ନେପାଳରୁ ବାଲେଶ୍ୱର ଭାୟା ମୁମ୍ବାଇ

କନକ ବ୍ୟୁରୋ: ପ୍ରେମ ଆଗରେ ହାର ମାନିଲା ଲକଡାଉନ୍ କଟକଣା ଓ ସୀମା ବିବାଦ । ବିଦେଶୀନିଙ୍କ ହାତ ଧରିଲେ ଓଡିଆ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ୍ ଗୋଲିହା ଗାଁର କ୍ଷିରୋଦ, ମୁମ୍ବାଇରେ କାମ କରୁଥିବା ବେଳେ ନେପାଳୀ ଯୁବତୀ ପ୍ରଣିତା ବିସ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିିଲା…

ଅକ୍ଟୋବର ବେଳକୁ ଦେଶରେ କରୋନା ସ୍ଥିତି ନିୟନ୍ତ୍ରିତ ହୋଇଯିବ ?ଜାଣନ୍ତୁ ଏମିତି ରିପୋର୍ଟ ପ୍ରକାଶ କଲା କିଏ !

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି କରୋନା। ଗତ ଚାରି ମାସ ହେବ ଏହି କରୋନା ଭାଇରସ୍‌ ଆମ ଦେଶ ଭାରତରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍‌ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍‌ କରି ସାରିଲାଣି। କେବେ ହଟିବ ଏହି ସଂକଟ? କେବେ…

ହସ୍ପିଟାଲ୍‌ ପାଲଟିଛି କରୋନା ହଟ୍‌ସ୍ପଟ୍ : ବେକାବୁ ହେବାରେ ଲାଗିଛି କରୋନା

କନକ ବ୍ୟୁରୋ : କଟକ ସହରରେ କରୋନାର ହଟ୍‌ସ୍ପଟ୍‌ ସାଜିଛି ବିଭିନ୍ନ ହସ୍ପିଟାଲ୍‌। ସହରରେ ଚିହ୍ନଟ ହୋଇଥିବା ୨୪୮ ଜଣ ସଂକ୍ରମିତଙ୍କ ମଧ୍ୟରୁ କେବଳ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୨୦ ଜଣ ଅଛନ୍ତି। ସେହିପରି ୧୮ ଜଣ ସଂକ୍ରମିତ ଏସ୍‌ସିବି ମେଡିକାଲ କଲେଜରୁ ଚିହ୍ନଟ ହୋଇଛନ୍ତି‌ ବୋଲି…

ସଟଡାଉନ୍ ହଟିଲା ସହର ଖୋଲିଲା: ସକାଳ ୫ରୁ ସନ୍ଧ୍ୟା ୬ ଯାଏ ଖୋଲା ରହିବ କଟକର ସମସ୍ତ ଦୋକାନ ବଜାର; କଟକଣା ମାନି ସପିଂ ମଲ…

କନକ ବ୍ୟୁରୋ: ପ୍ରାୟ ସପ୍ତାହେ ଯାଏ ବନ୍ଦ ରହିବା ପରେ ଆଜିଠାରୁ ସ୍ୱାଭାବିକ ହେବ କଟକ ସହର । ସିଲଭରସିଟିରୁ ସଟଡାଉନ୍ ହଟିବା ସହ ଆଜିଠାରୁ ଦୋକାନ ବଜାର ଖୋଲିବ । ତେବେ ଏଥିରେ ଟିକେ ପରିବର୍ତନ ହୋଇଛି । ବର୍ତମାନ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତି ହୋଇଛି ।…