Daily Archives

May 29, 2020

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ: ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଭୁବନେଶ୍ୱରରେ

କନକ ବ୍ୟୁରୋ: ଓଡିଶା ଫେରିଲେ କେରଳରେ ଫସିଥିବା ୧୬୯ ଓଡିଆ ଝିଅ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ସେମାନେ ଭୁବନେଶ୍ୱର ଫେରିଛନ୍ତି । ଯୁବତୀ ମାନେ କେରଳର ଏର୍ଣ୍ଣିକୁଲମ ଜିଲ୍ଲାରେ କିଟେକ୍ସ ପୋଷାକ କାମ କରୁଥିଲେ । ସମସ୍ତେ କେନ୍ଦ୍ରାପଡା ରାଜନଗର ଅଂଚଳରେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ…

୧୫ ଜିଲ୍ଲାରୁ ଆଉ ୬୩ ନୂଆ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଞ୍ଚିଲା; ସଂକ୍ରମିତଙ୍କ ଭିତରୁ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା । ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ୪ ଜଣ, ବାଲେଶ୍ୱର ୩ ଜଣ, ଖୋର୍ଦ୍ଧାରୁ ୧୨ ଜଣ, କଟକରୁ ୩ ଜଣ, ପୁରୀରୁ ଜଣେ, ନୟାଗଡରୁ…

କେବେ ସରିବ ଶ୍ରମିକଙ୍କ ଦୁଃଖ? ଅଧା ରହିଗଲା ଘର ବାହୁଡା…ଚାଲି ଚାଲି ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରୁଥିବା…

କନକ ବ୍ୟୁରୋ: ରାସ୍ତା ଉପରେ ଟଳି ପଡିଲେ ପ୍ରବାସୀ ଶ୍ରମିକ । ଚାଲି ଚାଲି ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ୧୬ ନଂବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଇଲୟର ମହମ୍ମଦ ।…

ଦେଶରେ ବଢୁଛି କରୋନା ପ୍ରକୋପ: ଦିନକରେ ସର୍ବାଧିକ ୭ ହଜାର ୪୬୬ ନୂଆ ଆକ୍ରାନ୍ତ, ୧୭୫ ମୃତ; ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ସାଢେ ୪ ହାଜର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ହଜାର ୭୦୬କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫୧ହଜାର ୭୯୯ରେ…

ଜିରୋ ଟଲରେନ୍ସ ନବୀନ । ଦୁର୍ନୀତିଗ୍ରସ୍ତଙ୍କୁ ନିସ୍ତାର ନାହିଁ । ଯେତେବେଳେ ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ…

କନକ ବ୍ୟୁରୋ : ୨୦୧୯ ମେ’ ୨୯ ତାରିଖ । ପୁଣି ଥରେ ଓଡ଼ିଶା ରାଜନୀତି ଇତିହାସର ପୁନରାବୃତି ହେଲା । ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ସ୍ୱାଗତ କରିବା ପାଇଁ ଦେଶବାସୀ ପ୍ରସ୍ତୁତ…

ପିଶାଚ ପାଲଟିଲା ବାପା ! ପୁଅକୁ ହତ୍ୟା ପରେ ଘର ବାରିପଟେ ପୋତିଦେଲା; ୭ ଦିନ ପରେ ମୃତଦେହ ଜବତ

କନକ ବ୍ୟୁରୋ: ପୁଅକୁ ହତ୍ୟା କରି ବାଡିରେ ପୋତିଦେଲା ବାପା । ଏଭଳି ପୈଶାଚିକ କାଣ୍ଡ ଘଟିଛି ଆଠଗଡ ପାଖ ଗରୁଡିଝାଟିଆ ଥାନା ଅଂଚଳର ଗୋବରା ଗାଁରେ । ହତ୍ୟାକାଣ୍ଡର ୭ ଦିନ ପରେ ମୃତଦେହକୁ ଜବତ କଲା ପୁଲିସ । ମୃତକ ହେଲେ କୁନା ଦେହୁରୀ । ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀକୁ ଥାନାରେ ଅଟକ ରଖି…