Daily Archives

May 29, 2020

ଭାରତ-ଚୀନ ସୀମା ବିବାଦକୁ ନେଇ ଟ୍ରମ୍ପଙ୍କ ବଡ ବୟାନ: ଲଦାଖ ସୀମା ବିବାଦ ସମ୍ପର୍କରେ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ…

କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଏବେ ପୁଣି ଚର୍ଚାର ବିଷୟ ହୋଇଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉଷ୍ଣ ହୋଇଛି । ଏତିକି ବେଳେ ଲଦାଖ ସୀମା ବିବାଦକୁ ନେଇ ବଡ ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି ଲଦାଖ ସୀମା ବିବାଦ ସମ୍ପର୍କରେ ସେ ଭାରତ…

ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାରରେ କପଡ଼ାଗୁନ୍ଦା ଡିଜାଇନକୁ…

କନକ ବ୍ୟୁରୋ : ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଜୋତା, ବ୍ୟାଗ୍, ସାଲୱାର, ଶାଢ଼ି ଭଳି ବହୁ ସାମଗ୍ରୀରେ କପଡ଼ାଗୁନ୍ଦା ଡିଜାଇନକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି ବ୍ୟବସାୟୀ। ହେଲେ କପଡ଼ାଗୁନ୍ଦା ଡିଜାଇନ୍ ବ୍ୟବହାର କରିବାକୁ…

ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ: ରାଜନୈତକ ଦୃଷ୍ଟିକୋଣରୁ ପ୍ରତିଷ୍ଠାକୁ ଅକ୍ଷୂର୍ଣ୍ଣ ରଖିବାରେ ସମର୍ଥ…

କନକ ବ୍ୟୁରୋ: କରୋନା ଯୋଗୁଁ ତାଲାବନ୍ଦ ପରିସ୍ଥିତି ରାଜ୍ୟର ସମ୍ବଳ ସଂଗ୍ରହକୁ ପ୍ରଭାବିତ କରିଛି। ଆର୍ଥିକ ସଂକଟ ଦେଇ ଗତି କରୁଥିବା ଓଡ଼ିଶା ସରକାର କେବଳ ସ୍ବାସ୍ଥ୍ୟ ସେବା ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରିଛନ୍ତି। ଏପରି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ…

କମିଶନରେଟ୍ ପୁଲିସର କଡା ନିର୍ଦ୍ଦେଶାନାମା: ଡ୍ୟୁଟି ବେଳେ ଟ୍ରାଫିକ୍ କର୍ମଚାରୀଙ୍କୁ ମୋବାଇଲ୍ ମନା ; ସମସ୍ତ…

କନକ ବ୍ୟୁରୋ: ଡ୍ୟୁଟିରେ ଥାଇ ବସି ମୋବାଇଲ ଫୋନରେ ଖେଳୁଛନ୍ତି ଟ୍ରାଫିକ୍ କର୍ମଚାରୀ। କେହି କେହି ସୋସିଆଲ ମିଡିଆରେ ମାତିଥିବା ବେଳେ କେହି କେହି ଗପ କରୁଛନ୍ତି। ଫଳରେ ଟ୍ରାଫିକ୍ ପରିଚାଳନା ବିଶୃଙ୍ଖଳିତ ହେଉଛି। ଏଭଳି ଖବର ପ୍ରକାଶ ପାଇବା ପରେ କମିସନରେଟ୍ ପୁଲସ ପକ୍ଷରୁ ବାସ୍ତବତା ଯାଞ୍ଚ…

ସହଯାତ୍ରୀଙ୍କ ଖାଦ୍ୟ ପୁଡ଼ିଆ ଝାମ୍ପି ନେଉଛନ୍ତି ପ୍ରବାସୀ : ନିୟନ୍ତ୍ରଣ ପାଇଁ ‌ଷ୍ଟେସନରେ ନିୟୋଜିତ ହେବେ ଅଧିକ…

କନକ ବ୍ୟୁରୋ : ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ସାରା ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ଏବେ ସୁଦ୍ଧା ଦେଶରେ ପାଖାପାଖି ୪ ହଜାର ଟ୍ରେନ୍‌ ସେବା ଯୋଗାଇ ସାରିଲାଣି । କେବଳ ପୂର୍ବତଟ ରେଳପଥରେ ୨୦୦ରୁ ଅଧିକ ଟ୍ରେନ୍‌ ପ୍ରବାସୀଙ୍କୁ…

ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ

କନକ ବ୍ୟୁରୋ : ବ୍ରହ୍ମପୁରର ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବିଜେଡିର ଜଣେ ପରିଚିତ ନେତା ତଥା  ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଅଛନ୍ତି । ଭୋର ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ…