Daily Archives

May 21, 2020

କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ।…

କନକ ବ୍ୟୁରୋ: କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନିତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ…

ମଝି ରାସ୍ତାରେ ବର୍ବରତା । ବୋଲଗଡ ବାଘମାରୀ ଅଞ୍ଚଳରେ ସାମାନ୍ୟ ଦୁର୍ଘଟଣାକୁ ନେଇ ଅମାନବୀୟ କାଣ୍ଡ । କାର୍ ସହ ଧକ୍କା…

କନକ ବ୍ୟୁରୋ : ମଝି ରାସ୍ତାରେ ବର୍ବରତା । ସାମାନ୍ୟ ଦୁର୍ଘଟଣାକୁ ନେଇ ଗାଁର କିଛି ଯୁବକ ମିଶି ଟ୍ରାକ୍ଟର ମାଲିକଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି । ବୋଲଗଡ, ବାଘମାରି ଥାନା କୋରାଡିହ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ଗାଁରେ ଥିବା ଏକ କାର୍ ସହ ଏକ…

ପାଣି କାଢିବା ବେଳେ କୂଅକୁ ଖସିପଡିଲେ ବୃଦ୍ଧା । ଉଦ୍ଧାର କଲେ ସ୍ଥାନୀୟ ଯୁବକ, ଗୁରୁତର ଅବସ୍ଥାରେ ବାଙ୍କୀ…

କନକ ବ୍ୟୁରୋ: ପାଣି କାଢ଼ୁଥିବା ବେଳେ କୂଅକୁ ଖସି ପଡ଼ିଲେ ୬୦ ବର୍ଷର ବୃଦ୍ଧା । ୩୫ ଫୁଟର କୂଅ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ । ବାଙ୍କୀ ଥାନା ନିକଟରେ ଥିବା ନୂଆ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ବୃଦ୍ଧା ଜଣଙ୍କ କୂଅରୁ ପାଣି କାଢ଼ୁଥିବା ବେଳେ ଭାରସାମ୍ୟ ହରାଇ…

ନବରଙ୍ଗପୁର, ମାଲକାନଗିରି ପରେ ସୁବର୍ଣ୍ଣପୁରରେ ପୁଣି ଲୁଣର ଅଭାବ ବିକ୍ରି ନେଇ ଗୁଜବ । ଦର ଦୁଇଗୁଣ ବୃଦ୍ଧି କଲେ ବେପାରୀ…

କନକ ବ୍ୟୁରୋ : ପୁଣି ଲୁଣ ଅଭାବ ଗୁଜବ । ନବରଙ୍ଗପୁର ମାଲକାନଗିରି ପରେ ସୁବର୍ଣ୍ଣପୁରରେ ଲୁଣ ମିଳୁନଥିବାର ଗୁଜବ । ସହରରେ ଲୁଣ ମିଳୁନଥିବା ଗୁଜବ ପ୍ରଚାର ହେବା ପରେ ଆବଶ୍ୟକତା ଠାରୁ ଅଧିକ ଲୁଣ କିଣୁଛନ୍ତି ଲୋକ । ଲୁଣ କିଣିବା ପାଇଁ ଦୋକାନରେ ଗ୍ରାହକଙ୍କ ଲାଗିଛି ଲମ୍ବା ଲାଇନ୍ । ଗ୍ରାହକଙ୍କ…

ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ …

କନକ ବ୍ୟୁରୋ : ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । କରୋନା ପରିପ୍ରେକ୍ଷୀରେ ରେ ଘରୋଇ ବିମାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।  ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ…

ପେରୁରେ ଫସିଛନ୍ତି ୨ ଓଡିଆ ହସ୍ତଶିଳ୍ପୀ । ଅନ୍ତର୍ଜାତୀୟ ମେଳାରେ ଯୋଗ ଦେବାକୁ ଯାଇ ଫେରି ପାରୁନାହାନ୍ତି ରାଜ୍ୟକୁ,…

କନକ ବ୍ୟୁରୋ: ଦକ୍ଷିଣା ଆମେରିକା ପେରୁ ଦେଶର ଲିମା ସହରରେ ଫଶି ରହିଛନ୍ତି ଦୁଇ ଓଡିଆ । ମାର୍ଚ୍ଚ ମାସରୁ ସେମାନେ ସେଠାରେ ଫଶିରହିଛନ୍ତି । ଅନ୍ତର୍ଜାତୀୟ ମେଳାରେ ଯୋଗ ଦେବାକୁ ଯାଇ ରାଜ୍ୟକୁ ଫେରି ପାରୁନାହାନ୍ତି । ସୂଚନା ଅନୁଯାୟୀ, ଓଡିଶାର ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଂଚାଇବାକୁ…