Daily Archives

May 20, 2020

ମାଟି ଛୁଇଁଲା ମହାବାତ୍ୟା । ସମୁଦ୍ରରୁ ଯାଇ ସ୍ଥଳଭାଗରେ ଅମ୍ଫାନର ଶେଷ ଯାତ୍ରା । ସୁନ୍ଦରବନରେ ଲ୍ୟାଣ୍ଡଫଲ ପରେ ଭୟଙ୍କର…

କନକ ବ୍ୟୁରୋ: ଓଡିଶା ପ୍ରତି ଟଳିଲା ବିପଦ । ଶେଷ ହେଲା ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରୁ ସୁ ସୁ ଗର୍ଜନ କରି ଆସୁଥିବା ମହାବାତ୍ୟା ସୁନ୍ଦରବନରେ ମାଡ ହୋଇଛି । ତେବେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।…

ମେ ୨୫ରୁ ଉଡିବ ବିମାନ : ସୋମବାର ଠାରୁ ଦେଶରେ ବିମାନ ଚଳାଚଳ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ…

କନକ ବ୍ୟୁରୋ: ମେ ୨୫ରୁ ପୁଣି ଆରମ୍ଭ ହେବ ଯାତ୍ରୀବାହୀ ବିମାନ ସେବା । ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା  ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି ଯେ, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହନକାରୀ…

ସଞ୍ଜରେ ବହିବ ସାଙ୍ଘାତିକ ପବନ । ବାଲେଶ୍ୱର, ଭଦ୍ରକରେ ୯୦ରୁ ୧୦୦ କି.ମି ବେଗରେ ବହିବ । ଲ୍ୟାଣ୍ଡଫଲ ବେଳେ ଉତ୍ତର…

କନକ ବ୍ୟୁରୋ: ଉତ୍ତର ଓଡିଶାରେ ବଢୁଛି ପବନର ବେଗ । ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଗତି କଲା ବେଳେ ଏହାର ପ୍ରଭାବ ଉତ୍ତର ଓଡିଶାରେ ପଡୁଛି । ବାଲେଶ୍ୱରରେ ଏବେ ୯୧ କି.ମି ବେଗରେ ପବନ ବହୁଛି । ସେହିପରି ଚାନ୍ଦବାଲିରେ ୭୪ କି.ମି ବେଗରେ ପବନ ବହୁଛି । ତେବେ ବାଲେଶ୍ୱର, ଭଦ୍ରକରେ ସନ୍ଧ୍ୟାରେ…

ପବନ କମିବା ପରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ । ଶକ୍ତିମନ୍ତ୍ରୀ କହିଲେ, ନିଜର ରଖିଛନ୍ତି ସରକାର, ଯୁଦ୍ଧକାଳୀନ ଭିତିରେ…

କନକ ବ୍ୟୁରୋ; ବାତ୍ୟା ଯୋଗୁ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଖୁବ ଶୀଘ୍ର ଯେଉଁଠାରେ ସମ୍ଭବ ସେଠାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିଲେ । ପ୍ରଭାବିତ…

କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ଼ ଘୋଷଣା । ଲକଡାଉନ କଟକଣା ମୁକ୍ତ ହେଲା ସିବିଏସଇ ପରୀକ୍ଷା, ସାମାଜିକ ଦୂରତା ସହ ସଚେତନ…

କନକ ବ୍ୟୁରୋ: ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । କେନ୍ଦ୍ର ସରକାର ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ ଲକଡାଉନ କଟକଣାରୁ ମୁକ୍ତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।…

ପଶ୍ଚିମବଙ୍ଗକୁ ମାଡୁଛି, ପ୍ରଭାବ ପକାଉଛି… ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ୪ ଘଣ୍ଟା ଲାଗି…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଆଡକୁ ମାଡି ଚାଲିଛି ବାତ୍ୟା ଅମ୍ଫାନ । ଘଂଟାକୁ ୨୮ କିଲୋମିଟର ବେଗରେ ସୁନ୍ଦରବନ ଆଡକୁ ଗତି କରୁଛି । ପାରାଦୀପରୁ ଦୂରେଇବା ସହ ଉଗ୍ର ରୂପ ନେଇ ପଶ୍ଚିମବଙ୍ଗ ଆମ୍ମୋଡି ଚାଲିଛି ଅମ୍ଫାନ । ତେବେ ପଶ୍ଚିମବଙ୍ଗକୁ ପ୍ରବେଶ କରୁଛି ବାତ୍ୟା । ମହାବାତ୍ୟା ଅମ୍ଫାନର…