Daily Archives

May 19, 2020

ଓଡିଶାକୁ ପାଖେଇ ଆସୁଛି ଅମ୍ଫାନ । ୧୮ କି.ମି ବେଗରେ ସ୍ଥଳଭାଗକୁ ମାଡି ଆସୁଛି ମହାବାତ୍ୟା । ଏସଆରସି କହିଲେ ଆଜି ରାତିରୁ…

କନକ ବ୍ୟୁରୋ: ଓଡିଶାକୁ ପାଖେଇ ଆସୁଛି ମହାବାତ୍ୟା । ୧୮ କି.ମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ । ଏବେ ପାରାଦୀପ ଠାରୁ ୩୫୦ କି.ମି ଦୂରରେ ଏବଂ ଦୀଘା ଠାରୁ ୫୧୦ କି.ମି ଦୂରରେ ଅଛି ଅମ୍ଫାନ । ତେବେ ୨୦ ତାରିଖ ଦିନ ଅପରାହ୍ନରେ ଏହା ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ…

ଅଫିସ୍ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍ । ଜଣେ କି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ପୂରା ଅଫିସ୍…

କନକ ବ୍ୟୁରୋ: କରୋନା ଭାଇରସ୍‌ ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ‌ହୋଇଛି । ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଅନେକ କିଛି ପରିବର୍ତ୍ତନ ଆସିଥିବା ବେଳେ କାର୍ଯ୍ୟକ୍ଷେତ୍ରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ‌ ଜାରି…

୧୫ କି.ମି ବେଗରେ ଗତି କରୁଛି ‘ଅମ୍ଫାନ’ । ମହାବାତ୍ୟା ମୁକାବିଲା ପାଇଁ ୨୦ଟି ଏନଡିଆରଏଫ ଟିମ୍ ମୁତୟନ । ୭ ଜିଲ୍ଲାରେ ୧୫…

କନକ ବ୍ୟୁରୋ: ମଝି ସମୁଦ୍ରରୁ ମାଡି ଆସୁଛି ମହାବାତ୍ୟା । ଅମ୍ଫାନ ଏବେ ୧୫ କି.ମି ବେଗରେ ଗତି କରୁଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର୍ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୮୫ କି.ମି ରହିବ । ତେବେ ୧୯୯୯ ପରେ ଅମ୍ଫାନ ସବୁଠାରୁ ବଡ ମହାବାତ୍ୟା…

ବର୍ଷା ପାଇଁ ସତର୍କ ସୂଚନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାରେ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ! ପାଣିପାଗ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ପ୍ରବଳ…

ସୁରତରେ ପ୍ରବାସୀ ଓଡିଆଙ୍କ କରୋନାରେ ମୃତ୍ୟୁ । କୋଭିଡ-ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୨୭ ବର୍ଷିୟ କୃଷ୍ଣଚନ୍ଦ୍ର…

କନକ ବ୍ୟୁରୋ: ସୁରତରେ ପ୍ରବାସୀ ଓଡିଆ ଶ୍ରମିକଙ୍କର କରୋନାରେ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝରପାଲି ପଂଚାୟତ ବାଡୁକା ଗାଁର ମାତ୍ର ୨୭ ବର୍ଷ ବୟସର କୃଷ୍ଣଚନ୍ଦ୍ର ବିଷୋୟୀଙ୍କର ମୃତ୍ୟୁ ହୋଇଛି । ସୁରତର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

ତାଲାବନ୍ଦ ସମୟରେ ଅନ୍ୟ ରାଜ୍ୟ ତଥା ସହରକୁ ଯିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ…

କନକ ବ୍ୟୁରୋ: ଲକଡାଉନ ମଧ୍ୟରେ କୌଣସି ଦରକାରୀ କାମ ପାଇଁ ଆପଣଙ୍କୁ ବି ଅନ୍ୟ ସହର ତଥା ରାଜ୍ୟ ଯିବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଆପଣଙ୍କ ବଡ ଚ୍ୟାଲେଂଜ ହୋଇଥାଏ କି, କେମିତି ଯିବେ ? କେଉଁଠି ମିଳିବ ପରମିଟ୍ ? ଆଉ ଏଥିପାଇଁ କେତେ ସମୟ ଲାଗିପାରେ? ଏଭଳି ସବୁ ପ୍ରଶ୍ନର ଜବାବର ଏକମାତ୍ର…