Daily Archives

May 13, 2020

ଘରବାହୁଡ଼ାଙ୍କ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା । କ୍ଷତି ସହି ଅସହାୟ ଭୋକିଲା ମଣିଷ ମୁହଁରେ ହସ ଫୁଟାଉଛନ୍ତି ଚର୍ଚ୍ଚିତ…

କନକ ବ୍ୟୁରୋ : ଗହଳି ଆଖିରୁ ନିଦ ହଜାଇଛି କରୋନା । ତାଲାବନ୍ଦରେ ଅଭାବୀ ପେଟକୁ ଅସ୍ତବ୍ୟସ୍ତ କରୁଛି ଭୋକ । ଭାଇରସ୍ ଭୟ ସାଙ୍ଗକୁ ଲକଡାଉନ୍ ଲକ୍ଷ୍ମଣରେଖା ତିଳ ତିଳ ଜାଳୁଛି । ଝାଳୁଆ ମଧ୍ୟାହ୍ନରେ ଘରବାହୁଡ଼ାଙ୍କୁ ଦାଣ୍ଡରେ ଛିଡାକରିଛି ନିଆଁଲଗା ପେଟ । ସଂକ୍ରମଣ ସନ୍ଦେହରେ ଆପଣାର ଲୋକ ପର…

ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲା ଗୁଜୁରାଟରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ : ଫେରିଲେ ବାଲେଶ୍ୱର ଓ…

କନକ ବ୍ୟୁରୋ : ଆଜି ଟ୍ରେନ ଯୋଗେ କିଛି ପ୍ରବାସୀ ଓଡିଆ ଓଡିଶା ଫେରିଛନ୍ତି । ପ୍ରବାସୀ ଓଡିଆଙ୍କୁ ନେଇ ଗୁଜୁରାଟରୁ ଆସି ଟ୍ରେନ ବାଲେଶ୍ୱରରେ ପହଂଚିଛି । ଏଥିରେ ୭୧୬ ଜଣ ପ୍ରବାସୀ ଓଡିଆ ଅଛନ୍ତି । ସମସ୍ତଙ୍କ ଘର ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାରେ । ଏମାନେ ଷ୍ଟେସନରେ ପହଚିଂବା ପରେ…

ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ପାଇଁ ଚାଲିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଘରୋଇ ବିମାନ । ମେ ୧୯ରୁ ଜୁନ ୨ ଯାଏ କରିବ…

କନକ ବ୍ୟୁରୋ : ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କ ପାଇଁ ଚାଲିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ଘରୋଇ ବିମାନ । ମେ ୧୯ ଏବଂ ଜୁନ ୨ ଭିତରେ ଭାରତର ବିଭିନ୍ନ ସହରରୁ ଉଡ଼ାଣ ଭରିବ ଏୟାର ଇଣ୍ଡିଆର ଘରୋଇ ବିମାନ । ବିଭିନ୍ନ ସ୍ଥାନରେ ଫସିରହିଥିବା ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏୟାର ଇଣ୍ଡିଆ ବିମାନ…

ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦୁଃଖଦ ଚିତ୍ର : ଲକଡାଉନରେ ହାଇଦ୍ରାବାଦରୁ ଚାଲିଚାଲି ଫେରିଲେ ଶ୍ରମିକ, କର୍ଣ୍ଣାଟକରୁ…

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦୁଃଖଦ ଖବର ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି । ଆଜି ହାଇଦ୍ରାବାଦରୁ ବାହାରିଥିବା ପ୍ରବାସୀ ଓଡିଆ ଶହ ଶହ କିଲୋମିଟର ଚାଲି ଚାଲି ଭୁବନେଶ୍ୱର ପହଂଚିଛନ୍ତି । ହାଇଦ୍ରାବାଦରୁ ଭୁବନେଶ୍ୱର ଆସିବା ମଧ୍ୟରେ ସେମାନେ ଅନେକ ପ୍ରତିକୂଳ ପରିସ୍ଥିତିର…

ଗ୍ରୀନ ଜୋନରେ ଗଡିବ ସରକାରୀ ବସ୍ । ଘରୋଇ ବସ ମାଲିକ ସଂଘ ରାଜି ନହେବାରୁ ଚଳାଚଳ କରିବ ଓଏସଆରଟିସି ବସ । ଯାତ୍ରୀଙ୍କୁ…

କନକ ବ୍ୟୁରୋ : ଗ୍ରୀନ ଜୋନରେ ଗଡିବ ସରକାରୀ ବସ୍ । ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ଘରୋଇ ବସ ମାଲିକ ରାଜି ନହେବାରୁ ଓଏସଆରସି ବସ ଚଳାଚଳ କରିବ । ଗ୍ରୀନ ଜୋନରେ ବସ୍ ଚଳାଚଳ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣ ବସ ଭଡା…

ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ । ରେଳଷ୍ଟେସନରେ ସାମାଜିକ ଦୂରତାକୁ ମାନି ଦିଲ୍ଲୀ ଗଲେ ଯାତ୍ରୀ

କନକ ନ୍ୟୁଜ: ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ । ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବାହାରିଛି ସ୍ୱତନ୍ତ୍ର ଟ୍ରେନ । ଦିଲ୍ଲୀ ଯିବାପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଗାଇଡଲାଇନ ଅନୁସାରେ ଲୋକେ ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା…