Daily Archives

May 13, 2020

ଟ୍ୱିନସିଟିରେ ଗଡିଲା ବସ୍ : ୩୦ ଟଙ୍କା ଭଡା ଦେଇ ରାଜଧାନୀକୁ ଆସିଲେ ସରକାରୀ କର୍ମଚାରୀ,ସେପଟେ ଗ୍ରୀନ ଜୋନରେ ବସ ଚଳାଚଳ…

କନକ ବ୍ୟୁରୋ : କଟକ ଭୁବନେଶ୍ୱର ମଧ୍ୟରେ ଗଡିଲା ବସ୍ । କଟକରୁ ସରକାରୀ କର୍ମଚାରୀଙ୍କୁ ନେଇ ବସ୍ ଭୁବନେଶ୍ୱର ପହଂଚିଛି । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଅଫିସ ସମୟରେ ଗୋଟିଏ ବସ ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ…

ରାଜ୍ୟରେ ସଂକ୍ରମଣ ବେଗ କ୍ଷୀପ୍ର : ୨ ଦିନରେ ୧୨୪ ଏବଂ ମାତ୍ର ୧୩ ଦିନରେ ୩୯୫ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ବେଗ କ୍ଷୀପ୍ର ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପିଥିବା ବେଳେ ୨ ଦିନରେ ରାଜ୍ୟରେ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ ଜଣ ଓ ଆଜି ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ରାଜ୍ୟରେ…

ଦାଦନଙ୍କ ଦୁର୍ଦ୍ଦଶାର କଥା । ରାଜରାସ୍ତାରେ ପ୍ରସବ ପରେ ଦେଢଶହ କିଲୋମିଟର ଚାଲିଲେ ମଧ୍ୟପ୍ରଦେଶର ମହିଳା । ଜନ୍ମ ପରେ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ବେଶ କଷ୍ଟ ସହି କରି ନିଜ ନିଜ ଘରକୁ ଫେରୁଛନ୍ତି ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ । ଶହ ଶହ କିଲୋମିଟର ରାସ୍ତା ପାଦରେ ଚାଲି ଫେରୁଥିବା ଏହି ଶ୍ରମିକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ମୁମ୍ବାଇ ନାସିକରୁ…

ରାଜ୍ୟରେ ଆଜି ରେକର୍ଡ ୧୦୧ କରୋନା ପଜିଟିଭି ଚିହ୍ନଟ : ଗଞ୍ଜାମରେ ସର୍ବାଧକ ୫୨, ବାଲେଶ୍ୱରରୁ ବି ୩୩ ନୂଆ କରୋନା ରୋଗୀ

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶହେ ଛୁଇଁଲା କରୋନା ପଜିଟିଭ । ଆଜି ୧୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମରେ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୩ ନୂଆ ଆକ୍ରାନ୍ତ, ସୁନ୍ଦରଗଡରେ ୭ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ…

ଗୁମର ଖୋଲୁଛି କରୋନା : ଛୁଆଙ୍କ ରାସନ୍‌ ବି ବାବୁ, ବାବୁଆଣୀଙ୍କ ପେଟରେ

କନକ ବ୍ୟୁରୋ : ଲୋକଙ୍କ ଦୁର୍ଦ୍ଦଶା ବେଳେ ବି ଛାଡ଼ୁନାହାନ୍ତି। ଦାଦନଙ୍କ ଖାଦ୍ୟ, ଭତ୍ତା, ପିଡିଏସ୍‌ ରାସନ୍‌, ରିଲିଫ୍‌, ସଂଗରୋଧ କେନ୍ଦ୍ର ସାମଗ୍ରୀ, ସଂଗରୋଧୀଙ୍କ ଖାଦ୍ୟ ଏମିତିକି ମାସ୍କ୍‌ ପର୍ଯ୍ୟନ୍ତ ବି ଚରି ଯାଉଛନ୍ତି କିଛି ସରକାରୀ ଓ ସରକାରୀକଳ ସହ ସଂପୃକ୍ତ ବେସରକାରୀ ବାବୁ। ସରକାର…

କ୍ୱାରେନଟାଇନ ସେଂଟର ନାଁ ଗାଇଗୁହାଳ !! ୧୧ କେନ୍ଦ୍ରରେ ତାଲା ଝୁଲୁଛି, ରାତିରେ ଖଟି ବି ହେଉଛି

କନକ ବ୍ୟୁରୋ :  ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ଅନେକ ସଂଗରୋଧ କେନ୍ଦ୍ର‌ରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପାଖାପାଖି ୧୧ଟି କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଆଉ କିଛି କେନ୍ଦ୍ର ଗୁହାଳ ଘର ପାଲଟିଛି। କେନ୍ଦ୍ରକୁ ଲାଗି ରହିଥିବା ପରିତ୍ୟକ୍ତ ଶ୍ରେଣୀଗୃହରେ ଗୃହପାଳିତ ପଶୁ ବନ୍ଧା…