Monthly Archives

April 2020

ପୁରୁଣା ସାଇକେଲ କିଣି ବେଙ୍ଗାଲୁରରୁ ମାଲକାନଗିରି ଫେରିଲେ ୩ ଶ୍ରମିକ : ଗୁୁଗୁଲ ମ୍ୟାପ ସହାୟତାରେ ୭ ଦିନ ଧରି ଯାତ୍ରା…

କନକ ବ୍ୟୁରୋ : ସାଇକେଲରେ ବାଙ୍ଗାଲୋରରୁ ମାଲାକାନଗିରି ।  ପୁରୁଣା ସାଇକେଲ କିଣି ବାଙ୍ଗାଲୋର ରୁ ମାଲକାନଗିରି ଫେରିଛନ୍ତି ୩ ଶ୍ରମିକ । ଚେନ୍ନାଇରୁ ନୂଆପଡ଼ା ପରେ ଏବେ ବାଙ୍ଗାଲୋର ରୁ ସାଇକେଲ ଯୋଗେ ୧୧ ଶହ କିଲୋମିଟର ଯାତ୍ରା କରି ମାଲକାନଗିରି ମାଥିଲି କୁ ଫେରିଛନ୍ତି ତିନି ଯୁବ ଶ୍ରମିକ ।…

ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁର : ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ, ଟ୍ୱିଟ୍…

କନକ ବ୍ୟୁରୋ : ବଲିଉଡ଼୍ ପାଇଁ କଳାଦିନ । କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ଜଗତ । ୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର ।  ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ । କିଛି…

ଯାଜପୁରର ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା : ୨ ଜଣ ପୁରୁଷ ଓ ଜଣେ ଯୁବତୀ ଚିହ୍ନଟ, ଜଣେ ପଶ୍ଚିମବଙ୍ଗ ଫେରନ୍ତା,…

କନକ ବ୍ୟୁରୋ : ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ସମସ୍ତ ଆକ୍ରାନ୍ତର ଯାଜପୁରର । ୨ ଜଣ ପୁରୁଷ ଓ ଜଣେ ଯୁବତୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷର ଯୁବତୀ, ୫୬ ବର୍ଷର ପୁରୁଷ ଓ ୬୫ ବର୍ଷୀୟ ବୃଦ୍ଧ ଅଛନ୍ତି । ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଆଉ ୨…

ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ୧୧୯, ୧୨୦ ,୧୨୧,୧୨୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର

କନକ ବ୍ୟୁରୋ : ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୧୧୯ ନମ୍ବର ଆକ୍ରାନ୍ତ ଝାରସୁଗୁଡା ବ୍ରଜରାଜନଗର ୧୮ ବର୍ଷୀୟା ଯୁବତୀ ଏପ୍ରିଲ ୨୨ରୁ ପଶ୍ଚିମବଙ୍ଗ ବଡବଜାରରୁ ଗାଡି କରି ଫେରିଥିଲେ । ୨୩ରୁ ୨୯ ଯାଏ ବୁଢିଜାମରେ ଥିବା ସଂଗରୋଧ…

ସୁରଟରୁ ୪ଟି ବସରେ ଗଞ୍ଜାମରେ ପହଞ୍ଚିଲେ ପ୍ରବାସୀ ଓଡିଆ : ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଆଗଲା ଶେରଗଡ ଓ ଧରାକୋଟ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାକୁ ଫେରିଲେ ସୁରଟରୁ ଆସିଥିବା ପ୍ରବାସୀ ଓଡିଆ ଶ୍ରମିକ । ସୁରଟରୁ ୨୨୮ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ବୁଧବାର ରାତିରେ ଜିଲ୍ଲାରେ ପହଁଚିଛି । ପୂର୍ବ ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡରେ ପହଁଚିଛି । ଅନ୍ୟ ୨ଟି ବସ୍ ଧରାକୋଟ୍ ରେ ପହଁଚିଛି ।…

ବଢ଼ୁଛି କରୋନା ସଂକ୍ରମିତଙ୍କ ତାଲିକା : ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଆକ୍ରାନ୍ତ ଯାଜପୁରର ସୂଚନା

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ବଢ଼ିବାରେ ଲାଗିଛି । ଦେଶ ତଥା ରାଜ୍ୟ ଲକଡାଉନରେ ଥିଲେ ସୁଦ୍ଧା ସଂକ୍ରମଣ କମୁନି । ଲୋକେ ଘରେ ଥିଲେ ସୁଦ୍ଧା କମିବା ପରିବର୍ତ୍ତେ ବଢ଼ୁଛି ସଂକ୍ରମଣ । ଆଜି ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ…