Monthly Archives

April 2020

ଚୀନ୍‌କୁ ଟପିଲା ବ୍ରାଜିଲ୍‌; ୫,୧୦୭ ଜଣଙ୍କର କରୋନାରେ ମୃତ୍ୟୁ : ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୩୦ ହଜାର…

କନକ ବ୍ୟୁରୋ :  ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ଏବେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରାଜିଲ୍‌ରେ କ‌ରୋନା ମୃତ୍ୟୁସଂଖ୍ୟା ଚୀନ୍‌କୁ ଟପିଯାଇଛି। ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୪୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁସଂଖ୍ୟା ୫ ହଜାର ୧୦୭ ରହିଛି।…

ଚୀନ ଉପରେ ପୁଣି ବର୍ଷିଲେ ଆମେରିକା ରାଷ୍ଟ୍ରପତି । କହିଲେ , ଗୋଟିଏ ରାଷ୍ଟ୍ରର ବିଫଳତା ଲାଗି ସାରା ବିଶ୍ୱ ନର୍କ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ଚୀନ୍‌ ଉପରେ ପ୍ରବଳ ବର୍ଷିଛନ୍ତି। ଭାଇରସ୍‌ର ଆରମ୍ଭରୁ ହିଁ ଚୀନ୍‌ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଚୀନ୍‌ର ବିଫଳତା ପାଇଁ ଏବେ ୧୮୪ଟି ରାଷ୍ଟ୍ର ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ବିଶ୍ବର ଏହି ଅଦୃଶ୍ୟ ଶତ୍ରୁ ପାଇଁ…

ଖୋଲିଲା ରାଜଧାନୀ ବଜାର : ଦ୍ବନ୍ଦ୍ବ‌ରେ ଅଧା ଦୋକାନୀ, ବେପାର ମାନ୍ଦା

କନକ ବ୍ୟୁରୋ : କୋଭିଡ୍‌-୧୯ ସଂକ୍ରମଣଜନିତ କଟକଣା କୋହଳ ହେବା ପ‌ରେ ବୁଧବାର ରାଜଧାନୀ ବଜାର ଖୋଲିଥିଲା । ମାତ୍ର ଭୁବନେଶ୍ବର ମହନାଗର ନିଗମ(ବିଏମ୍‌ସି) ଓ କମିସନରେଟ୍‌ ପୁଲିସ ମଧ୍ୟରେ ତାଳମେଳ ନଥିବ‌ାରୁ ଉଭୟ ‌ବ୍ୟବସାୟୀ ଓ ଗ୍ରାହକମାନେ ସମସ୍ୟାରେ ପଡ଼ିଥିଲେ । ରାସ୍ତାରେ ପୁଲିସ କଟକଣା…

ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର । ଡାଏଲିସିସ୍‌ ଅଭାବରୁ ରୋଗୀ ମୃତ୍ୟୁ ଘଟଣା: ଯୁଦ୍ଧକାଳୀନ ଭିତ୍ତିରେ ମେସିନ୍‌…

କନକ ବ୍ୟୁରୋ :  ବୁର୍ଲା ବଡ଼ ଡାକ୍ତରଖାନାରୁ ଡାଏଲିସିସ୍‌ ପାଇଁ ରେଢ଼ାଖୋଲ ବ୍ଲକ ବଂଶଜାଲ ପଞ୍ଚାୟତ ହାଲି ଗ୍ରାମର ବିଶ୍ବମ୍ବର ଦେହୁରୀଙ୍କୁ କଟକ ରେଫର ପରେ ଆମ୍ବୁଲାନ୍ସ ନପାଇ ତାଙ୍କର ମୃତ୍ୟୁ ‌‌ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଖବର ପ୍ରକାଶ ପରେ ଡାକ୍ତରଖାନା…

ଏସ୍‌ସିବିରେ ଆରମ୍ଭ ହେବ ପ୍ଲାଜ୍‌ମାଥେରାପି, ଆଇସିଏମ୍‌ଆର ଅନୁମତିକୁ ଅପେକ୍ଷା

କନକ ବ୍ୟୁରୋ : କୋଭିଡ୍‌-୧୯ ମୁକାବିଲା ପାଇଁ ଏସ୍‌ସିବିରେ ଆରମ୍ଭ ହେବ ପ୍ଲାଜ୍‌ମାଥେରାପି ରିସର୍ଚ୍ଚ। ଏହାକୁ ଆରମ୍ଭ କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଆଇସିଏମ୍‌ଆର ଅନୁମତିକୁ ଅପେକ୍ଷା କରିଛନ୍ତି। ଏହି ଅନୁମତି ମିଳିଲେ ଏସ୍‌ସିବି ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ…

କରୋନାର ତାଜା ଖବର : ସରକାର କହିଲେ ରାଜ୍ୟରେ ୫୦ ପ୍ରତିଶତ ଆକ୍ରାନ୍ତ କେବଳ ସଂସ୍ପର୍ଶରୁ

କନକ ବ୍ୟୁରୋ : ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତହିଁରୁ କେବଳ ୫୦ ପ୍ରତିଶତ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ବିଦେଶ ଫେରାନ୍ତଙ୍କ ମଧ୍ୟରେ ସଂକ୍ରମଣ ୫ ପ୍ରତିଶତ ଥିବା ବେଳେ ଅନ୍ୟ ରାଜ୍ୟରୁ ଫେରାନ୍ତଙ୍କ…