Daily Archives

April 11, 2020

ମାସ୍କ ପିନ୍ଧିଲେ ପ୍ରଧାନମନ୍ତ୍ରୀ । ସଂକ୍ରମଣରୁ ରକ୍ଷା ପାଇଁ ଘର ତିଆରି ମାସ୍କ ପିନ୍ଧିଲେ, ଦେଶବାସୀଙ୍କୁ ମାସ୍କ…

କନକ ବ୍ୟୁରୋ: କରୋନା ଭୂତାଣୁ ରୋକିବା ଦିଗରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏବଂ କେତେକ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ ମୋଦି ଘର ତିଆରି…

ଆସିଲା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା, ଜଣେ…

କନକ ବ୍ୟୁରୋ: ଆସିଲା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୪୯ ନମ୍ବର ଏବଂ ୫୦ ନମ୍ବର ନୂଆ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜଣାଇଲେ ସରକାର । ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ୫୦…

କରୋନା: ତାସ୍ ଖେଳକୁ କର ନା, କାଶ-ଛିଙ୍କରୁ କେମିତି ବ୍ୟାପିପାରେ କୋଭିଡ୍-୧୯ ଭୂତାଣୁ ? ସବିଶେଷ ତଥ୍ୟ ଦେଇ ସତର୍କ…

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ଏବଂ ସଚେତନତା ଏକମାତ୍ର ଅସ୍ତ୍ର ବୋଲି ବାରମ୍ବାର ରାଜ୍ୟ ସରକାର କହୁଥିବାବେଳେ ଗାଁ ଗହଳିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଁ ଗହଳି ମାନଙ୍କରେ ଲକ୍ ଡାଉନ୍ ସମୟରେ ତାସ୍ ଖେଳ ଆସର ଜମିଥିବା ଖବର ସରକାରଙ୍କ ଦୃଷ୍ଟିଗୋଚରକୁ…

ଲକଡାଉନର ସଫଳତା କଥା କହିଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣକୁ ମନ୍ଥର କଲା ଲକଡାଉନ ଓ କଣ୍ଟେନମେଣ୍ଟ କଟକଣା,…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଲକ୍ ଡାଉନ ଯୋଗୁଁ କଣ୍ଟେନ୍ମେଣ୍ଟ କଟକଣା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ଲକ ଡାଉନର ସଫଳତା କଥା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସେ କହିଛନ୍ତି କି, ମାର୍ଚ୍ଚ ୨୫ ପୂର୍ବରୁ କରୋନା ସଂକ୍ରମଣର ବେଗ ଯାହା ଥିଲା, ତାହା…

୨୧ ଦିନିଆ ତାଲାବନ୍ଦ ସରିବାକୁ ଆଉ ୩ ଦିନ ବାକି । ଲକଡାଉନ ଅବଧି ବୃଦ୍ଧି ପାଇଁ ସଙ୍କେତ ପରେ ଚିନ୍ତାରେ ଦିନ ମଜୁରିଆ,…

କନକ ବ୍ୟୁରୋ: ଦେଶରେ ୨୧ ଦିନିଆ ତାଲାବନ୍ଦ ସରିବାକୁ ଆଉ ୩ ଦିନ ବାକି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀମାନେ ଲକ ଡାଉନ୍ ଅବଧି ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି । ଆଉ ଏହାରି ଭିତରେ ଖୋର୍ଦ୍ଧା ବାଲୁଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି…

ଦେଶରେ ଆଉ ୨ ସପ୍ତାହ ବଢିପାରେ ଲକଡାଉନ ଅବଧି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୋଦି ଦେଲେ…

କନକ ବ୍ୟୁରୋ: ଦେଶରେ ଆଉ ୨ ସପ୍ତାହ ବଢିପାରେ ଲକଡାଉନ ଅବଧି । ଅବଧି ବୃଦ୍ଧି ନେଇ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ମାଧ୍ୟମରେ ୧୧ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୋଦି ଏନେଇ ସଂକେତ ଦେଇଛନ୍ତି । କହିଛନ୍ତି, ଜୀବନ ଅଛି ତ ବିଶ୍ୱ…