Daily Archives

April 11, 2020

ଆଇସିଏମଆରରୁ ଆସିଲା ଚମକାଇଦେଲା ଭଳି ତଥ୍ୟ: ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ମଧ୍ୟରୁ ୧୦୪ ଆକ୍ରାନ୍ତଙ୍କ ନାହିଁ…

କନକ ବ୍ୟୁରୋ: ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । ହେଲେ ଏହି ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ଆଇସିଏମଆରର ରିପୋର୍ଟ । ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ନା ନାହିଁ ତାହା ଜାଣିବା ପାଇଁ ଭାରତୀୟ ଚିକିତ୍ସା…

ଖେଳାଳୀଙ୍କୁ ଘରେ ଆବଦ୍ଧ କଲା ଲକଡାଉନ: ଅଭ୍ୟାସ ପାଇଁ ଛାତ ଉପରେ ସ୍କିପିଂ କଲେ ମାରିଅନ କୁଜୁର; ଧାନଖଳାରେ ଇଟା ରଖି ହକି…

କନକ ବ୍ୟୁରୋ: କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ରହିବାକୁ ବାଧ୍ୟ ହୋଇଥିବା ଓଡ଼ିଶା ହକିର ଦୁଇ ଉଦୀୟମାନ ମହିଳା ତାରକା ମାରିଆନା କୁଜୁର ଓ ଜୀବନକିଶୋରୀ ଟପ୍ପୋ ନିଜ ନିଜ ଘରର ଛାତ ଉପରେ ଅଭ୍ୟାସ କରି ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି। ନିଜ ନିଜର ହକି ପ୍ରତିଭାକୁ ମଧ୍ୟ ଆହୁରି ଶାଣିତ…

ସାମାଜିକ ଦୂରତା ପାଇଁ ରାଜ୍ୟରେ ଆଇପିଏସଙ୍କ ଅଭିନବ ପଦକ୍ଷେପ : ଡିଜିଙ୍କ ଠାରୁ ଆରମ୍ଭ କରି ଏଡିଜି ଓ ଏସପି କମାଇଲେ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟର ଆଇପିଏସ ଅଧିକାରୀମାନଙ୍କ ଏକ ଅଭିନବ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ସେନାଙ୍କ ପଏସିଓ ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ : ଲକଡାଉନ୍ ଅବଧି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖିଲେ କେଜ୍ରିୱାଲ

କନକ ବ୍ୟୁରୋ : ଦେଶରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ୍ ସଂକ୍ରମଣ  ରୋକିବା ନିମନ୍ତେ ଦେଶବ୍ୟାପୀ ଘୋଷିତ ୨୧ଦିନିଆ ଲକଡାଉନ୍ ସମୟସୀମା ବୃଦ୍ଧି କରାଯିବ କି, ନାହିଁ ତାହାର ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ୍…

ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୋଦିଙ୍କ ଆଶ୍ୱସନା: କରୋନା ବିରୋଧୀ ଲଢେଇରେ କେନ୍ଦ୍ର ଓ…

କନକ ବ୍ୟୁରୋ: ଦେଶରେ ତାଲାବନ୍ଦକୁ ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରିବାକୁ ଦାବି କଲେ କେଜରିୱାଲ । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ ଏପରି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜରିୱାଲ କହିଛନ୍ତି ଦେଶରେ ତାଲାବନ୍ଦ ଅବଧି ବୃଦ୍ଧି ନିଷ୍ପତି…

ରାଜଧାନୀରେ ୫ଟି ସ୍କୁଲରେ ସ୍ୱାବ ନମୂନା ସଂଗ୍ରହ: କୋଭିଡ ୧୯ ଟେଷ୍ଟ ପାଇଁ ସ୍କୁଲରେ ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ…

କନକ ବ୍ୟୁରୋ: ରାଜଧାନୀରେ ୫ଟି ସ୍କୁଲରେ ହେଉଛି ସ୍ୱାବ ନମୂନା ସଂଗ୍ରହ । କୋଭିଡ ୧୯ ଟେଷ୍ଟ ପାଇଁ ଦିନ ୯ଟାରୁ ୧୨ ଓ ୩ରୁ୫ ଯାଏ ସ୍କୁଲ ଖୋଲା ରହିବ । ଏହି ସମୟରେ ସ୍କୁଳରେ ଦୁଇ ଶିକ୍ଷକ, ସଫେଇ କର୍ମଚାରୀ, ରାତ୍ରି ଜଗୁଆଳି ଉପସ୍ଥିତ ରହିବେ । ଏହି ସମୟରେ ସନ୍ଦିଗ୍ଧ ମାନଙ୍କ ସ୍ୱାବ ନମୂନା…