Daily Archives

April 3, 2020

ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରୁ ଫେରିଥିଲେ ଷଷ୍ଠ କରୋନା ଆକ୍ରାନ୍ତ । କୋଭିଡ୍– ୧୯ ମୁଖପାତ୍ରଙ୍କ ସୂଚନା, ଓଡିଶାକୁ…

କନକ ବ୍ୟୁରୋ: ଚତୁର୍ଥ ଓ ପଂଚମ ଆକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାର ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏବେ ଷଷ୍ଠ ଆକ୍ରାନ୍ତ ସରକାରଙ୍କ ସମସ୍ୟାକୁ ଦ୍ୱିଗୁଣିତ କରି ଦେଇଛି । କାରଣ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ସେ ଓଡ଼ିଶା ଫେରିଥିଲେ । ଏହି ସମାବେଶରେ ଯୋଗ ଦେଇ ଫେରିଥିବା…

ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ବମିଖାଲ ଅଞ୍ଚଳର । ରାଜ୍ୟରେ ୯କୁ ଛୁଇଁଲା…

କନକ ବ୍ୟୁରୋ: ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ବମିଖାଲ ଅଞ୍ଚଳର । ୩ ଆକ୍ରାନ୍ତ ନେଇ ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ତେବେ ୩ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ୱର ସଟ୍ ଡାଉନ: କେଉଁ ଥାନା ଅଧିନରେ କେଉଁ ମେଡିସିନ୍ ଷ୍ଟୋର ଖୋଲା ରହିବ? ପୂରା ତାଲିକା ଦେଲା ବିଏମସି,…

କନକ ବ୍ୟୁରୋ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହାକୁ ସମ୍ପୂର୍ଣ୍ଣ ସଟ୍ଡାଉନ ବୋଲି କହିଛନ୍ତି ସରକାର । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ…

କରୋନା ଚେନ୍ ଭାଙ୍ଗିବାକୁ ୪୮ ଘଂଟାର କର୍ଫ୍ୟୁ ଲଗାଇଲେ ସରକାର । ଭୁବନେଶ୍ୱରର କେଉଁ କେଉଁ ଅଞ୍ଚଳ ରହିବ ସଟ୍ ଡାଉନ୍?…

କନକ ବ୍ୟୁରୋ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଂଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହାକୁ ସମ୍ପୂର୍ଣ୍ଣ ସଟ୍ଡାଉନ ବୋଲି କହିଛନ୍ତି ସରକାର । ଅର୍ଥାତ୍ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ ଲାଗି ରହିବ କର୍ଫ୍ୟୁ । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ…

କରୋନା ମୁକାବିଲା ପାଇଁ ସ୍ୱଚ୍ଛତା ଅସ୍ତ୍ର: ରାଜ୍ୟର ବିଭିନ୍ନ ସହରରେ କରାଗଲା ରାସାୟନିକ ବିଶୋଧନ, ଭୂତାଣୁକୁ ପ୍ରତିହତ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସହର ଭିତରେ ଚାଲିଛି ବିଶୋଧନ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ପ୍ରଶାସନ ସହାୟତାରେ ସର୍ବସାଧାରଣ ସ୍ଥାନକୁ କରାଯାଉଛି ବିଶୋଧନ । ବିଶୋଧକ ବ୍ୟବହାର କରି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରାଯାଉଛି । ଗତକାଲି ଡାକ୍ତରଖାନାରେ ବିଶୋଧନ…

କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଉଦ୍ୟମ । ବିଭିନ୍ନ ଘରୋଇ ଡାକ୍ତରଖାନା ସହ ମିଶି ପ୍ରସ୍ତୁତ ହେଲା…

କନକ ବ୍ୟୁରୋ: କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ଟାଟା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଛି । ଏହି ମର୍ମରେ ଜାରକା ସ୍ଥିତ ଭୂମିକା…