Daily Archives

April 3, 2020

ଭୁବନେଶ୍ୱର ସୂର୍ଯ୍ୟନଗର ସିଲ୍ ପରେ ଦୁଆର ଆଗରେ ପହଞ୍ଚିଲା ଅତ୍ୟାବଶ୍ୟକ ସାମଗ୍ରୀ । ଘର ଘର ବୁଲି ସ୍ୱାସ୍ଥ୍ୟବସ୍ଥା…

କନକ ବ୍ୟୁରୋ: ରାଜ୍ୟରେ ପଂଚମ କରୋନା ଆକ୍ରାନ୍ତ ରହୁଥିବା ଅଂଚଳ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ସଂପୂର୍ଣ୍ଣ ସିଲ୍ କରିଛି ବିଏମସି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଶିରିପୁର ଛକ, ଶିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ଯିବା ଆସିବା ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ ।…

ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୁର୍ଣ୍ଣ ସଟଡାଉନ୍ ହେଲା କଟକ । ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ଯାଏଁ…

କନକ ବ୍ୟୁରୋ: ଭୁବନେଶ୍ୱର, ଭଦ୍ରକ ଟାଉନ ପରେ ଏବେ କଟକ ସହର ସଟଡାଉନ ଘୋଷଣା । ରାଜ୍ୟରେ  ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । କଟକରେ ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମଧ୍ୟ ସପୂର୍ଣ୍ଣ ସଟଡାଉନ୍ କରାଯାଇଛି । କରୋନା ଚେନକୁ…

ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ : ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି, ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ…

କନକ ବ୍ୟୁରୋ : ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ । ଷଷ୍ଠ ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି । ତେବେ ଏଥି ସହ କଟକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ନିକଟରେ ଦିଲ୍ଲୀରୁ ଫେରିଛନ୍ତି ଷଷ୍ଠ ଆକ୍ରାନ୍ତ ଜଣକ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦିଲ୍ଲୀରୁ…

ଲକଡାଉନଠାରୁ ଆହୁରି କଠୋର ସଟଡାଉନ୍ କଟକଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଘରୁ ଗୋଡ କାଢିବା ମନା; ବନ୍ଦ ରହିବ ଦୋକାନ…

କନକ ବ୍ୟୁରୋ: ୪୮ ଘଂଟା ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର ସଟ୍ ଡାଉନ୍ ହେବ । ଲକ ଡାଉନ୍ ପାଳନ ହେଉଛି, ହେଲେ ଆଜି ସଂଧ୍ୟା ୮ଟାରୁ ଆସନ୍ତା ୫ ତାରିଖ ବା ରବିବାର ସଂଧ୍ୟା ୮ଟା ଯାଏଁ ସଟ୍ ଡାଉନ୍ ଅର୍ଥାତ୍ ଏକ ପ୍ରକାର କର୍ଫ୍ୟୁ ଲାଗୁ ହେବ କହିଛନ୍ତି ପୁଲିସ ଡିଜି । ତେବେ ଲକଡାଉନ…

ଭୁବନେଶ୍ୱର ଓ ଭଦ୍ରକ ସହର ସଟଡାଉନ : ସଟଡାଉନରେ ଲକଡାଉନ୍ ପାସ୍ ବାତିଲ୍ । ଘରୁ ବାହାରିଲେ କ୍ୱାରଣ୍ଟାଇନରେ ରହିବେ ।

କନକ ବ୍ୟୁରୋ : କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ରାଜ୍ୟରେ ବର୍ତ୍ତମାନ…

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା: ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନ ସଂପୂର୍ଣ୍ଣ…

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘୋଷଣା । ଆଗାମୀ ୪୮ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ ଟାଉନକୁ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଆଜି ସଂଧ୍ୟା ୮ଟାରୁ ରବିବାର ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଭଦ୍ରକ…